ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ପ୍ରଦୀପ ନାୟକ
ସନ୍ୟାସୀ ନାୟକ
କନକଲତା ସାହୁ
କମଳା ଶତପଥି
ଚନ୍ଦ୍ରଶେଖର ରଥ
କୃଷ୍ଣପ୍ରସାଦ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନାରୀ
  ଦୀପ୍ତିମୟୀ ପାଢ଼ୀ
 
 
ତା: ଅଗଷ୍ଟ୍ ୩୧, ୨୦୧୨  
 

ନାରୀ କେଜାଣି କାହିଁକି ସେ ଭଲ ପାଇବା ଶିଖେ,
ଅନ୍ୟକୁ ପ୍ରେମ କରିବା ଶିଖେ,
ଅଯାଚିତ ଭାବରେ ହୃଦୟର ସବୁଯାକ ସାଇତା ଭଲପାଇବାକୁ ଅଜାଡ଼ି ଦେବା ଶିଖେ,

ବିନା ଆଶା ଆଉ ପ୍ରତ୍ୟାଶାରେ ନିଜକୁ ସମର୍ପିତ କରିବା,
ଅଜାଣତରେ ବି ଶିଖି ସାରିଥାଏ ନିଜକୁ ଭୁଲିଯିବା,
ଦେଇ ଦେଇ ସମ୍ପୂର୍ଣ୍ଣ ନିଶ୍ବ ହୋଇଗଲା ପରେ ବି,
ଶିଖି ନଥାଏ ସେ ଅନ୍ୟଠୁ ଟିକେ ଭଲପାଇବା,

ହୃଦୟର ସବୁ ରକ୍ତ ଟପ୍ ଟପ୍ କରି ଝରି ପଡ଼ିବା ପରେ ବି
ସେ ଜାଣି ନଥାଏ ଯେ ସେ ମୃତା, ମୃତ୍ୟୁର ପରେ ମଧ୍ୟ ଦେଇ ଚାଲିଥାଏ,

ବାକି ରହି ଯାଇଥାଏ ବଳକା ମମତା ଟିକକ,
ଅଥଚ ସେ କିଛି ବି ପାଏନା – କିଛି ବି ଚାହେଁନା !

କେବଳ କେବଳ କେବଳ ଦେଇ ଚାଲିଥାଏ !

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦୀପ୍ତିମୟୀ ପାଢ଼ୀ
author photo
 

ମତାମତ ସଂଖ୍ୟା - ୧୩ ଆପଣଙ୍କ ମତାମତ ?

  • ୧. ajit |  ଅଗଷ୍ଟ୍ ୩୧, ୨୦୧୨ - ୧୨:୧୦ ଅପରାହ୍ନ

    marma parshi kabita ti..bhahut bhala lagila

  • ୨. ସୁକାନ୍ତ କୁମାର ପଣ୍ଡା |  ସେପ୍ଟେମ୍ବର୍ ୧, ୨୦୧୨ - ୧୦:୨୦ ପୂର୍ବାହ୍ନ

    ଅତି ସୁନ୍ଦର ଲେଖା , ଯାହା ପାଇଁ କି କିଛି ଭାଷା ନାହିଁ ମୋ ମନରେ ଶୁଭେଛା ଦେବା ଛଡା ନବ ପ୍ରତିଭା ଙ୍କୁ …
    ବହୁତ ସୁନ୍ଦର ହୋଇଛି କବିତା …

  • ୩. ଆଲୋକ |  ସେପ୍ଟେମ୍ବର୍ ୨, ୨୦୧୨ - ୯:୪୫ ଅପରାହ୍ନ

    ଅତି ସୁନ୍ଦର୍ ହେଇଛି. ଅଧିକା ଲେଖିନ୍ତୁ

  • ୪. ଅନୁସ୍ବାର |  ସେପ୍ଟେମ୍ବର୍ ୭, ୨୦୧୨ - ୧୧:୨୧ ପୂର୍ବାହ୍ନ

    ଏତେ ମୁଦ୍ରଣ ପ୍ରମାଦ ଦେଖିଲେ ପଢିବାର ଆଗ୍ରହ ମରିଯାଉଛି

  • ୫. Bikash |  ସେପ୍ଟେମ୍ବର୍ ୮, ୨୦୧୨ - ୪:୦୫ ପୂର୍ବାହ୍ନ

    Ahi Nari “Maa” chada auu Kehi Nuha! Ajira Nari sikhu Nises naheba, nija hak magiba…ajira nariku ame auu prasansa kari taku yuga yuga dhari atyacharit kari nakaribaku sankalpa neba! Yehi Kabita ra antaswara khub bhala, tathapi yaha purusha ku rajatwa abng sarbaswa deidebar atyanta udarta pradasit karichi, jaha thik nuhe!

  • ୬. akshaya kumar rout |  ସେପ୍ଟେମ୍ବର୍ ୮, ୨୦୧୨ - ୬:୦୮ ପୂର୍ବାହ୍ନ

    ati sundara rachana….Narira tyaga o balidanara eka hrudayasparsi barnana karichhanti…..dhanyabad

  • ୭. sanjeev kumar nayak |  ସେପ୍ଟେମ୍ବର୍ ୧୧, ୨୦୧୨ - ୨:୪୨ ପୂର୍ବାହ୍ନ

    kavitati khub bhala lagila.

  • ୮. ଲଲିତ୍ ମିଶ୍ର |  ସେପ୍ଟେମ୍ବର୍ ୧୨, ୨୦୧୨ - ୧:୪୨ ଅପରାହ୍ନ

    ହୃଦୟକୁ ଛୁଇଁଲା ଭଳି କବିତାଟିଏ ..ଧନ୍ୟବାଦ୍

  • ୯. ଶୁଭାଶିଶ ମହାନ୍ତି |  ସେପ୍ଟେମ୍ବର୍ ୧୩, ୨୦୧୨ - ୪:୦୦ ପୂର୍ବାହ୍ନ

    ମନକୁ ଛୁଇଁଲା ଭଲି ଲେଖା, ଖୁବ ଭଲ ଲାଗିଲା୤

  • ୧୦. ଉତ୍କଳ କେଶରୀ ପରିଡା |  ସେପ୍ଟେମ୍ବର୍ ୧୪, ୨୦୧୨ - ୭:୫୬ ପୂର୍ବାହ୍ନ

    ବହୁତ ବହୁତ ଧନ୍ୟବାଦ ଏପରି ସୁନ୍ଦର ଗୀତଟିଏ ପାଇଁ।

  • ୧୧. Ramkrushna |  ସେପ୍ଟେମ୍ବର୍ ୧୪, ୨୦୧୨ - ୮:୦୦ ପୂର୍ବାହ୍ନ

    This is nice one but I think this type of “Nari” is now a rare creature and they will be seen in Zoological Garden soon. I think you do not know but I am telling you the real story of Modern Nari…”A mosquito sucks blood till its stomach full, but Aajiro Nari sucks the blood till the last drop of blood. Be aware….Most Dangerous Creatures till date.

  • ୧୨. ଅନନ୍ତ ନାରାୟଣ୍ ମହାନ୍ତି |  ସେପ୍ଟେମ୍ବର୍ ୨୦, ୨୦୧୨ - ୮:୩୪ ଅପରାହ୍ନ

    ନାରୀ ଶୀର୍ଷକଟି ବର୍ତ୍ତମାନ୍ ଯୁଗର ସତ୍ୟା ସତ୍ୟ ଆଧାରିତ ଲେଖା୤ ଏହିପରି ଲେଖା ପ୍ରତିଟି ମୂହୂର୍ତ୍ତରେ ଦେବେ ଏହା ମୋର ଆଶା୤

  • ୧୩. ଦୀପ୍ତିମୟୀ ପାଢି |  ସେପ୍ଟେମ୍ବର୍ ୨୬, ୨୦୧୨ - ୧୦:୦୭ ପୂର୍ବାହ୍ନ

    ଆପଣ ମାନଙ୍କୁ ଧନ୍ୟବାଦ୍ ,ମୋ ଲେଖାକୁ ଏତେ ଭଲପାଇଥିବାରୁ , ଧନ୍ୟବାଦ୍ …

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )