ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୁଁ ଅହଂକାରୀ
  ଶଶିକାନ୍ତ ସାହୁ, ଝାରସୁଗୁଡ଼ା
 
 
ତା: ନଭେମ୍ବର୍ ୨୭, ୨୦୧୨  
 

ମୁଁ’ ଯେ କେଡ଼େ ଅହଂକାରୀ ଅତୀତର କଥା ଘାଣ୍ଟି
ଦୋଷ ଖୋଜିବା ଅନ୍ୟର ଓ’ହୋ ମୋର ଭାଗ୍ୟ !
କରିବାର ଯୋଗ୍ୟ ଯଦି ତାହା ମୁଁ’ ଅଟକାଇବି
ତଥାପି ପଶ୍ଚାତାପର ଟିକିଏ ଅନୁଭବ
ମନ ମଧ୍ୟରେ କେବେ ବି ଆସିବ ନାହିଁ୤

ଯଦି କେହି ପଚାରିଲା ଆଗକୁ କ’ଣ କରିବା ?
ସେଥିପାଇଁ ମୁଁ’ ଉତ୍ତର ରଖି ଅଛି ‘ଅସହାୟ’ ୤
ଏହା ମୋର ଅସ୍ତ୍ର ଏହା ମୋର ଶସ୍ତ୍ର
କରିବି ନାହିଁ କି’ କରିଦେବି ନାହିଁ
ମୁଁ ପରା “ଅହଂକାରୀ”୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶଶିକାନ୍ତ ସାହୁ, ଝାରସୁଗୁଡ଼ା
author photo
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. subash padhan, jharsuguda |  ନଭେମ୍ବର୍ ୨୭, ୨୦୧୨ - ୧୦:୧୨ ପୂର୍ବାହ୍ନ

    i like this,because this filling is great. and very touchable to heart.

  • ୨. ସୁବାଶ ପଧାନ |  ନଭେମ୍ବର୍ ୨୭, ୨୦୧୨ - ୧୦:୩୨ ପୂର୍ବାହ୍ନ

    ଭାରି ଭଲ ହୋଇଛି

  • ୩. ମଲୟ କୁମାର ସିଂହ, ଝାରସୁଗୁଡା,ଓଡିଶା |  ନଭେମ୍ବର୍ ୨୯, ୨୦୧୨ - ୩:୦୮ ପୂର୍ବାହ୍ନ

    ସାର୍‌ ଆପଣଙ୍କ କବିତା ବହୁତ୍‌ ସୁନ୍ଦର ହୋଇଛି ୤
    ଆପଣଙ୍କୁ ଧନ୍ୟବାଦ ୤

  • ୪. ଶଙ୍କର୍ଷଣ, ପୋଲସର|, ଗଞ୍ଜମ ୯୬୯୨୩୪୫୨୭୦, ଗୋଛ|ବ|ଡି ଞ୍ଜ ପୋଲସର|, ଗଞ୍ଜମ| |  ଡିସେମ୍ବର୍ ୧, ୨୦୧୨ - ୯:୩୬ ପୂର୍ବାହ୍ନ

    କବିତ| ଟି ପଢି ଭଲ ଲ|ଗିଲ| |
    ଧନ୍ୟବ|ଦ୍

  • ୫. ସତ୍ୟନାରାୟଣ ପଟେଲ, କୁଚିଣ୍ଡା, ସମ୍ୱଲପୁର, ଓଡିଶା |  ଜାନୁଆରୀ ୨୬, ୨୦୧୩ - ୧୦:୪୯ ପୂର୍ବାହ୍ନ

    ଅସହାୟତା ହିଁ ସବୁଠୁ ବଡ ଅହଙ୍କାର…
    ଧନ୍ୟବାଦ!

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ କ୍ଷମା ଓ ଖଦ୍ୱେତର ଖେଦ କବିତାଗୁଡିକୁ ସ୍ଥାନିତ କରନ୍ତୁ। ଏହି କବିତା ଦ୍ବୟ ବହୁତ ସୁନ୍ଦର।
    ( ରାଜେଶ କୁମାର ସାହୁ )
  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )
  • I am now nearing 80 years. I have seen Sri Godabarish Mohapatra in my childhood. He was know to my…
    ( Dilip Kumar Misra )