ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମୁଁ’ ଯେ କେଡ଼େ ଅହଂକାରୀ ଅତୀତର କଥା ଘାଣ୍ଟି
ଦୋଷ ଖୋଜିବା ଅନ୍ୟର ଓ’ହୋ ମୋର ଭାଗ୍ୟ !
କରିବାର ଯୋଗ୍ୟ ଯଦି ତାହା ମୁଁ’ ଅଟକାଇବି
ତଥାପି ପଶ୍ଚାତାପର ଟିକିଏ ଅନୁଭବ
ମନ ମଧ୍ୟରେ କେବେ ବି ଆସିବ ନାହିଁ
ଯଦି କେହି ପଚାରିଲା ଆଗକୁ କ’ଣ କରିବା ?
ସେଥିପାଇଁ ମୁଁ’ ଉତ୍ତର ରଖି ଅଛି ‘ଅସହାୟ’
ଏହା ମୋର ଅସ୍ତ୍ର ଏହା ମୋର ଶସ୍ତ୍ର
କରିବି ନାହିଁ କି’ କରିଦେବି ନାହିଁ
ମୁଁ ପରା “ଅହଂକାରୀ”
ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?
୧. subash padhan, jharsuguda | ନଭେମ୍ବର୍ ୨୭, ୨୦୧୨ - ୧୦:୧୨ ପୂର୍ବାହ୍ନ
i like this,because this filling is great. and very touchable to heart.
୨. ସୁବାଶ ପଧାନ | ନଭେମ୍ବର୍ ୨୭, ୨୦୧୨ - ୧୦:୩୨ ପୂର୍ବାହ୍ନ
ଭାରି ଭଲ ହୋଇଛି
୩. ମଲୟ କୁମାର ସିଂହ, ଝାରସୁଗୁଡା,ଓଡିଶା | ନଭେମ୍ବର୍ ୨୯, ୨୦୧୨ - ୩:୦୮ ପୂର୍ବାହ୍ନ
ସାର୍ ଆପଣଙ୍କ କବିତା ବହୁତ୍ ସୁନ୍ଦର ହୋଇଛି
ଆପଣଙ୍କୁ ଧନ୍ୟବାଦ
୪. ଶଙ୍କର୍ଷଣ, ପୋଲସର|, ଗଞ୍ଜମ ୯୬୯୨୩୪୫୨୭୦, ଗୋଛ|ବ|ଡି ଞ୍ଜ ପୋଲସର|, ଗଞ୍ଜମ| | ଡିସେମ୍ବର୍ ୧, ୨୦୧୨ - ୯:୩୬ ପୂର୍ବାହ୍ନ
କବିତ| ଟି ପଢି ଭଲ ଲ|ଗିଲ| |
ଧନ୍ୟବ|ଦ୍
୫. ସତ୍ୟନାରାୟଣ ପଟେଲ, କୁଚିଣ୍ଡା, ସମ୍ୱଲପୁର, ଓଡିଶା | ଜାନୁଆରୀ ୨୬, ୨୦୧୩ - ୧୦:୪୯ ପୂର୍ବାହ୍ନ
ଅସହାୟତା ହିଁ ସବୁଠୁ ବଡ ଅହଙ୍କାର…
ଧନ୍ୟବାଦ!