ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ମୁଁ ଜାଣେ
 |- ଜୀବର୍ଦ୍ଧନ ରଣା
 
 
ତା: ଫେବୃଆରୀ ୨୦, ୨୦୧୧  
 

ମୁଁ ଜାଣେ ତୁମେ ମୋତେ ଭଲପାଅ ବୋଲି
ଅଥଚ ଏ ସାମାନ୍ୟ କଥାଟା
ପାରୁନ ଏ ସୂକ୍ଷ୍ମ ଓଠରୁ ଖୋଲି
କାଳେ କଳଙ୍କ ଲାଗିଯିବ ଆମ ବନ୍ଧୁତ୍ବରେ
କାଳେ ନିଆଁ ଲାଗିଯିବ ଆମ ସ୍ନେହ ମୀନାରରେ
ହେଲେ କେତେଦିନ ସହିଥିବ ମୁହଁ କରି ନାଲି
ମୁଁ ଜାଣେ ତୁମେ ମୋତେ ଭଲପାଅ ବୋଲି|

ଶରତର ସ୍ବଚ୍ଛ ଚନ୍ଦ୍ରାକାଶରେ
ଶୋଇଥାଅ ଯେବେ ରଜନୀଗନ୍ଧା ଶେଯରେ
ଭାବୁଥାଅ ମୋ କଥା ପ୍ରତି ରଜନୀରେ
ମୁଁ ଥାଏ ତୁମ ସ୍ବପ୍ନ ପାଖେ ପାଖେ
କାଳେ ସପନରେ ଥରେ ହେଲେ କହିଦେବ ବୋଲି
ମୁଁ ଜାଣେ ତୁମେ ମୋତେ ଭଲ ପାଅ ବୋଲି|

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଜୀବର୍ଦ୍ଧନ ରଣା, ବରଗାଁ, ବରଗଡ଼
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. asd  |  ଫେବୃଆରୀ ୨୫, ୨୦୧୧ - ୭:୩୬ ପୂର୍ବାହ୍ନ

    Very fine

  • ୨. Hari Krishna Sahu  |  ମାର୍ଚ୍ଚ୍ ୧୭, ୨୦୧୧ - ୧:୪୮ ପୂର୍ବାହ୍ନ

    Very good…

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤



♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ