ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିରଜା ବଳ
ସାର୍‌ ବାସୁଦେବ ସୁଢ଼ଳଦେବ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ସୁଶାନ୍ତ ଦାଶ
ଅଶୋକ ଚନ୍ଦ୍ର ମହାପାତ୍ର
ଫକୀରମୋହନ ସେନାପତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମାମା ଯଦି ଥାନ୍ତା ଏବେ
  ଆଦିତ୍ୟ କୁମାର ପଣ୍ଡା, ମହୀଶୂର
 
 
ତା: ଜୁନ୍ ୨୯, ୨୦୧୩  
ମୂଳ ପୃଷ୍ଠାନବ ପ୍ରତିଭାକାବ୍ୟ ଓ କବିତା
 

ମାମା ଯଦି ଥାନ୍ତା ଏବେ
ତାରି କୋଳରେ ଶୋଇଯାନ୍ତି
ହଜାଇ ଦିଅନ୍ତି ନିଜକୁ
ମାମାର କାହାଣୀ ପେଡ଼ିରେ
ଗୋଧୂଳି ପରେ
ତାଳବଣର ଭୁତୁଣୀର ଭୟରେ
ଶ୍ରାବଣର ବର୍ଷାରେ
ଶୀତ ସନ୍ଧ୍ୟାରେ

ବିଲୁଆର ହୁକେ ହୁ…ହୁକେ ହୁ ଡାକ ସହ
ଫଗୁଣର ଅବିର ଲଗା ମୁହଁରେ
ପୁଣି ଥରେ ହୋଇଯାଆନ୍ତି ଶିଶୁଟିଏ
ଆଉ ପଚାରନ୍ତି, ମାମା…..ମାମା
ସେ ମାଙ୍କଡ଼ ରାଜକୁମାରୀକୁ
କେମିତି ବାହା ହେଲା?

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆଦିତ୍ୟ କୁମାର ପଣ୍ଡା, ମହୀଶୂର
author photo
 

ମତାମତ ସଂଖ୍ୟା - ୧୮ ଆପଣଙ୍କ ମତାମତ ?

  • ୧. ତୃପ୍ତିମୟୀ ରଥ, Sambalpur |  ଜୁଲାଇ ୨, ୨୦୧୩ - ୫:୩୦ ପୂର୍ବାହ୍ନ

    ଖୁବ୍ ଭଲ ଲାଗିଲା| କବିତାଟି ପଢ଼ି ମାମା କଥା ମନେ ପଡ଼ିଲା, ସତରେ ମାମା ବିନା ଜୀବନ କାହାଣୀ ଫିକା ଫିକା |

  • ୨. ଦେବେନ୍ଦ୍ର ବେହେରା , ସବଡେଗା, sundargarh |  ଜୁଲାଇ ୨୭, ୨୦୧୩ - ୧୨:୩୩ ପୂର୍ବାହ୍ନ

    କବିତା କୁ ପଢି ମାମା କଥା ଖୁବ୍ ମନେ ପଡୁଛି ୤

  • ୩. ରଶ୍ମି |  ଅଗଷ୍ଟ୍ ୮, ୨୦୧୩ - ୮:୩୪ ଅପରାହ୍ନ

    ଭଲ ହୋଇଛି

  • ୪. Dr.Sumanta Kumar Das, ତେନ୍ତୁଲିଆ,ବୋରିଖି,ଜଗତ୍ସିଂହପୁର,ଓଡିଶା,754140 |  ସେପ୍ଟେମ୍ବର୍ ୨୬, ୨୦୧୩ - ୧୨:୩୮ ଅପରାହ୍ନ

    କବିତା ଟି ସାବଲୀଳଭାଷାନିବଦ୍ଧା ମଧୁରତାରେ ଭରପୁର।ଏହା ବାସ୍ତବତାର ପରିଚାୟିକା। ଆଦିତ୍ୟ ର ବାସ୍ତବ କିରଣ ସର୍ବତ୍ର ବିଚ୍ଛୁରିତ ହେୁଉ ଏହା ଏକ ସାହିତ୍ୟପିପାସୁ ର ଜଗନ୍ନାଥଙ୍କଠାର ପ୍ରାର୍ଥନା ।ଧନ୍ୟବାଦ।

  • ୫. ଡକ୍ଟର ସୁମନ୍ତ କୁମାର ଦାସ |  ସେପ୍ଟେମ୍ବର୍ ୨୬, ୨୦୧୩ - ୧୨:୪୬ ଅପରାହ୍ନ

    ବହୁତ ଭଲହୋଇଛି ।

  • ୬. ଡକ୍ଟର ସୁମନ୍ତ କୁମାର ଦାସ, ଦରଭଙ୍ଗା ,ବିହାର |  ସେପ୍ଟେମ୍ବର୍ ୨୭, ୨୦୧୩ - ୧୨:୧୬ ଅପରାହ୍ନ

    ଏହି କବିତାଟି ସାବଲୀଳଭାଷାନିବଦ୍ଧା ତଥା ହୃଦୟାବର୍ଜକ ହୋଇଛି। ଭଗବାନ୍ ଶକ୍ତି ଦିଅନ୍ତୁ ବନ୍ଧୁ ଅଦିତ୍ୟର ଆଲୋକରେ ଓଡିଆସାହିତ୍ୟଜଗତ୍ ଉଦ୍ଭାସିତ ହେଉ।ଏହା ମୋର କାମନା।

  • ୭. ranusmita, banglore |  ଅକ୍ଟୋବର୍ ୯, ୨୦୧୩ - ୫:୧୫ ପୂର୍ବାହ୍ନ

    kabita padhi pilabelar katha manepadigala..

  • ୮. Kiran kumar Behera, ସୋରୋ |  ଜାନୁଆରୀ ୫, ୨୦୧୪ - ୫:୫୭ ପୂର୍ବାହ୍ନ

    ମୁ ମ ମାକୁ ବହୁତ ଭଲପାଏ

  • ୯. pabitra das, cuttack,ravenshaw university |  ଜାନୁଆରୀ ୭, ୨୦୧୪ - ୧୦:୫୯ ପୂର୍ବାହ୍ନ

    Sir,kavita bahuta vala lagila

  • ୧୦. ଦେବନେରାୟଣ ସେଠୀ, jatni,khordha,752050 |  ଜୁଲାଇ ୧୭, ୨୦୧୪ - ୨:୨୧ ପୂର୍ବାହ୍ନ

    ଖୁବ୍‍ ସୁନ୍ଦର ହୋଇଛି,ମାଆ ଓ ଛୁଆ ଭିତରେ ସ୍ନେହ ସମ୍ପର୍କର ସ୍ମୃତି ବହୁତ ଅନେକ,ଆଉ ଟିକିଏ ଗଭୀରକୁ ଯାଇଥିଲେ ଭାବୁଛି ଲେଖାଟି ଆହୁରୀ ସୁନ୍ଦର ହୋଇ ପାରିଥାନ୍ତା।

  • ୧୧. Dakhineswar jena, Chasangarb,banpur,khordha |  ସେପ୍ଟେମ୍ବର୍ ୧୯, ୨୦୧୪ - ୬:୦୪ ପୂର୍ବାହ୍ନ

    Apananka kabita bes chamatkar

  • ୧୨. Dakhineswar jena, Chasangarb,banpur,khordha |  ସେପ୍ଟେମ୍ବର୍ ୧୯, ୨୦୧୪ - ୬:୦୬ ପୂର୍ବାହ୍ନ

    Apananka kabita bes chamatkar.really good

  • ୧୩. ପ୍ରଦିପ ବିଶ୍ବାଳ, guwahati |  ନଭେମ୍ବର୍ ୧୦, ୨୦୧୪ - ୫:୫୮ ପୂର୍ବାହ୍ନ

    କବିତାଟି ବହୁତ ଭଲ ଲାଗିଲା

  • ୧୪. ଚନ୍ଦନ କୁମାର ଦଳାଇ, ପାରାଦ୍ବୀପ,ଓଡିଶା |  ଡିସେମ୍ବର୍ ୧୮, ୨୦୧୪ - ୨:୫୧ ଅପରାହ୍ନ

    ବହୁତ ଭଲ ଲାଗିଲା ଏ କବିତା ଟି।
    ମା ର କଥା କୁ ମନେପକାଇଲେ ଆଖିରୁ ଲୁହ ଝରି ଆସୁଛି।

  • ୧୫. Jagannath panda, Kendrapara,odisha |  ଅଗଷ୍ଟ୍ ୪, ୨୦୧୫ - ୧୧:୫୭ ଅପରାହ୍ନ

    It is a memoriable story

  • ୧୬. PRASANTA MAHUNTA, bhadrak tihidi |  ଅଗଷ୍ଟ୍ ୧୪, ୨୦୧୫ - ୪:୫୬ ପୂର୍ବାହ୍ନ

    ଏହି କବିତାଟି
    ସାବଲୀଳଭାଷାନିବଦ୍ଧା
    ତଥା ହୃଦୟାବର୍ଜକ ହୋଇଛି।
    ଭଗବାନ୍ ଶକ୍ତି ଦିଅନ୍ତୁ ବନ୍ଧୁ
    ଅଦିତ୍ୟର ଆଲୋକରେ
    ଓଡିଆସାହିତ୍ୟଜଗତ୍
    ଉଦ୍ଭାସିତ ହେଉ।ଏହା
    ମୋର କାମନା।

  • ୧୭. ଅମରେଶ ବଳବନ୍ତରାୟ, ସାଲେପୁର |  ଡିସେମ୍ବର୍ ୨୬, ୨୦୧୫ - ୨:୩୬ ପୂର୍ବାହ୍ନ

    ବହୁତ ସୁନ୍ଦର ହୋଇଛି

  • ୧୮. ଅନ୍ତର୍ଯ୍ୟାମୀ ଲେଂକା, ପୂର୍ବପଡା,ବାଲେଶ୍ବର |  ଡିସେମ୍ବର୍ ୨୮, ୨୦୧୫ - ୧୨:୨୩ ପୂର୍ବାହ୍ନ

    ସତରେ ମନଛୁଆଁ କବିତାଟିଏ,ବାଧ୍ୟକରିଦିଏ କିଛିକ୍ଷଣ ନିରବ ରହିବାକୁ..ଖୋଜିବାକୁ ହଜିଯାଇଥିବା ପିଲାବେଳର ଅମୁଲ ମୁହୁର୍ତଟିକୁ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )