ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ବିଦ୍ୟୁତପ୍ରଭା ଦେବୀ
ରାଧାନାଥ ରାୟ
ମନମୋହନ ମିଶ୍ର
ନିତ୍ୟାନନ୍ଦ ମହାପାତ୍ର
ଚନ୍ଦ୍ରଶେଖର ରଥ
ରଜତ କୁମାର ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଈପ୍‌ସା ଜାଗିଛି ମନରେ
  ଶରତ କୁମାରୀ ମିଶ୍ର, ଭୁବନେଶ୍ବର
 
 
ତା: ଜୁଲାଇ ୩୦, ୨୦୧୨  
ମୂଳ ପୃଷ୍ଠାନବ ପ୍ରତିଭାକାବ୍ୟ ଓ କବିତା
 

ଈପ୍‌ସା ଜାଗିଛି ମନରେ ପ୍ରଭୁ ଦରଶନ
ଈଶ ସେତ ଜଗତର ନୁହନ୍ତି ଅଭିନ୍ନ ୤

ଈର୍ଷା କରୁନାହିଁ ରାଧା ମୀରାଙ୍କ ସାଙ୍ଗରେ
ଈଶ ସାଙ୍ଗରେ ମଜ୍ଜିବି ମୁଁ ହୋଲି ରଙ୍ଗରେ ୤

ଈଜ୍ୟା କେବେ କରିନାହିଁ ପ୍ରଭୁଙ୍କ ନିକଟେ
ଈଶାନ ବୁଝିବେ ମୋର କଷ୍ଟ ଏ ସଙ୍କଟେ ୤

ଈଶ୍ବର ଅଟନ୍ତି ସଦା ମଙ୍ଗଳ ଆଳୟ
ଈଷ୍ଟମାନି ସଦାକର ତାଙ୍କୁ ତୁ ଆଶ୍ରୟ ୤

ଈଶ୍ବରୀଙ୍କ ପାଦେ ମୁହିଁ କରିବି ଜଣାଣ
ଈଶ୍ବର ଚିନ୍ତାରେ ମୋର କଟିଯିବ ଦିନ ୤

ଈଷିତ କରୁଣା ଯଦି ମିଳିଯିବ ମୋତେ
ଈଶ୍ବର ଉପାସନା ମୁଁ କରିବି କିଞ୍ଚିତେ ୤

ଈଶ୍ବରୀଙ୍କ ପ୍ରସାଦରେ ଦିନ ଯାଉ ବିତି
ଈଶ୍ବରନିଷ୍ଟ ହୋଇଲେ ଦୂରହେବ ଭୀତି ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶରତ କୁମାରୀ ମିଶ୍ର, ଭୁବନେଶ୍ବର
author photo
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. akshaya kumar rout |  ସେପ୍ଟେମ୍ବର୍ ୮, ୨୦୧୨ - ୬:୧୦ ପୂର୍ବାହ୍ନ

    khub sundara kabitati…giti kabita sailire chamatkara rachana…..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )