ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

କନକଲତା ସାହୁ
ଶାରଦା ପ୍ରସାଦ ମିଶ୍ର
ମନମୋହନ ମିଶ୍ର
ଉତ୍କଳମଣି ଗୋପବନ୍ଧୁ ଦାସ
ଗଣେଶ୍ୱର ମିଶ୍ର
ରମେଶ ଚନ୍ଦ୍ର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଇଚ୍ଛା ହୁଏ
  ମାନସୀ ସାହୁ, ରାଉରକେଲା
 
 
ତା: ଏପ୍ରିଲ୍ ୨୬, ୨୦୧୨  
 

ଏ ସ୍ବାର୍ଥ ବୋଳା ପରିବେଶ ରେ ବି
ଇଚ୍ଛା ହୁଏ ମୋର
ଭଲ ମଣିଷଟିଏ ହେବାକୁ

କିଛିଟା ସ୍ବପ୍ନ ସତ ହେବ ନାହିଁ ଜାଣି ସୁଦ୍ଧା
ଭଲ ଲାଗେ ବାରମ୍ବାର ଦେଖିବାକୁ
କିଛିଟା କଥାରେ କାଣିଚାଏ ସତ୍ୟତା ନଥିଲେ ବି
ଭଲ ଲାଗେ ବାରମ୍ବାର ଶୁଣିବାକୁ

କିଛି ଲୋକଙ୍କର ଉପସ୍ଥିତି
ଜୀବନରେ କମ୍‌ ସମୟ ବୁଝିଲେ ବି
ଭଲ ଲାଗେ ତାଙ୍କ କଥା ବାରମ୍ବାର ଭାବିବାକୁ
କିଛି ଲୋକ ତ୍ୟାଗ, ପ୍ରେମ, ଭଲ ପାଇବା
ନ ବୁଝି ପାରିଲେ ସୁଦ୍ଧା
ଭଲ ଲାଗେ ସେମାନଙ୍କୁ ଭଲ ପାଇବାକୁ୤

ଇଚ୍ଛା ହୁଏ ସୂର୍ଯ୍ୟ ପରି, ଚନ୍ଦ୍ର ପରି, ପବନ ପରି
ସମସ୍ତଙ୍କର ହୋଇଯିବାକୁ
ସମସ୍ତଙ୍କୁ ଭଲ ପାଇବାକୁ଼
ସମସ୍ତଙ୍କ ପାଇଁ ବଞ୍ଚିବାକୁ
କାହିଁକି କେଜାଣି ଭଲ ଲାଗେ
ଭଲ ମଣିଷଟିଏ ହେବାକୁ

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମାନସୀ ସାହୁ, ରାଉରକେଲା
author photo
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. sanat |  ମେ ୧୯, ୨୦୧୨ - ୭:୫୩ ପୂର୍ବାହ୍ନ

    Poem is very impressive. The theme is very heart- touching. I think it also reflects the poet’s magnanimity.

  • ୨. happy |  ମେ ୧୯, ୨୦୧୨ - ୧୨:୨୪ ଅପରାହ୍ନ

    ବହୁତ ସୁନ୍ଦର ୤

  • ୩. ଉତ୍ପଳ |  ମେ ୩୧, ୨୦୧୨ - ୩:୨୩ ପୂର୍ବାହ୍ନ

    Heart touching…….keep it up.

  • ୪. ବିଜନ ରାୟ୍ |  ଜୁନ୍ ୧, ୨୦୧୨ - ୫:୩୧ ପୂର୍ବାହ୍ନ

    ସରଳ ଏବଂ ସୁନ୍ଦର.

  • ୫. ମାନସୀ |  ଜୁନ୍ ୧୭, ୨୦୧୨ - ୯:୨୫ ଅପରାହ୍ନ

    ashesh dhanyabad…

  • ୬. ajit |  ଜୁଲାଇ ୧୧, ୨୦୧୨ - ୬:୫୪ ପୂର୍ବାହ୍ନ

    very nice poem……..really it means for current society..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )