ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଜୟନ୍ତ ମହାପାତ୍ର
ମନମୋହନ ମିଶ୍ର
ବିଜୟ ମିଶ୍ର
ଫତୁରାନନ୍ଦ
ଭଗବତୀ ଚରଣ ପାଣିଗ୍ରାହୀ
ସୁରେନ୍ଦ୍ର ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ହସ ଖୋଜେ ମଣିଷ
  ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, କୁଆଁଶ,ଭଦ୍ରକ
 
 
ତା: ମାର୍ଚ୍ଚ୍ ୧୧, ୨୦୧୩  
 

ହସିବାର ଅଦମ୍ୟ ଅଭିଳାଷ
ଆଜି ଚିର ପ୍ରଶମିତ
ଛାତି ଭିତରେ ଧକ୍କା ଖାଉଥିବା
ଅଜଣା ଢେଉର ଆକ୍ରୋଶରେ
ଆକ୍ତାମାକ୍ତା ଏ ଜୀବନ ୤
ପୁନେଇଁ ଚାନ୍ଦର
ଆତ୍ମୀୟତାର ହସ ଅବା
ଅଭିସାରିକାର କପଟୀ ହସ
ଆଜି ମୋ ପାଇଁ
ସବୁକିଛି ନିରସ ୤

ହସି ହସାଉଥିବା ଏ ମନ,
ଆଜି କନ୍ଦାକଟାର କୁଟିଳ
ପରିସୀମାରେ ଆବଦ୍ଧ,
କଣ୍ଟାବାଡ଼ ଘେରା ଏ ଜୀବନରେ
ହସ ଆଜି କ୍ଷତାକ୍ତ ୤
ହସଟିଏ ଫେରି ପାଇବାର ଇଚ୍ଛା,
ଆଜି ଅପୂରଣୀୟ
ହେଲେ,
କଣ ପାଇଁ ଏ ସବୁ ?
ଦିଲ୍ଲୀର ଦାମିନୀ ପାଇଁ ନା,
ପିପିଲିର ବବିନା ପାଇଁ ?
ଦି ଟଙ୍କିଆ ଚାଉଳରୁ ଦି’ଶ ଟଙ୍କିଆ
କମ୍ବଳର ରାଜନୀତିରେ
ଅପହୃତ ମୋ ହସ |

କେହି କହିବ କି,
କାହାର ନିର୍ବାଚନୀ ଇସ୍ତାହାରରେ
ଅଛି ଯୋଜନା,
ଚେନାଏ ହସ ପାଇଁ ?
ନା,
ସୀମା ଆରପାରିକୁ
ଭାରତୀୟ ଯବାନ୍‌ର କଟାମୁଣ୍ଡ
ସହ ଚାଲିଯାଇଛି ମୋ ହସ ?

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, କୁଆଁଶ,ଭଦ୍ରକ
author photo
 

ମତାମତ ସଂଖ୍ୟା - ୧୮ ଆପଣଙ୍କ ମତାମତ ?

  • ୧. ଲେନିନ୍ ମହାନ୍ତି, ରାଜନଗର,କେନ୍ଦ୍ରାପଡା |  ମାର୍ଚ୍ଚ୍ ୧୬, ୨୦୧୩ - ୪:୪୫ ଅପରାହ୍ନ

    ବହୁତ ବଢିଆ ସୂର୍ଯ୍ୟବଂଶୀ …… ତୁମ ଭଳି ପ୍ରତିଭାବାନ୍ ବ୍ୟକ୍ତିଙ୍କ ପାଇଁ ଓଡିଶା ଗର୍ବିତ…..ଧନ୍ୟବାଦ୍

  • ୨. ସୁରଥ କୁମାର ପାଢ଼ୀ, ପୁଣେ ମହାରାଷ୍ଟ୍ର |  ମାର୍ଚ୍ଚ୍ ୨୨, ୨୦୧୩ - ୨:୫୨ ପୂର୍ବାହ୍ନ

    ବହୁତ ଭଲ ଲାଗିଲା

  • ୩. ଆଦିତ୍ୟ କୁମାର ପଣ୍ଡା, ମହୀଶୂର |  ଜୁଲାଇ ୨, ୨୦୧୩ - ୪:୩୭ ପୂର୍ବାହ୍ନ

    ଭଲ ଲାଗିଲା…

  • ୪. ରଶ୍ମି |  ଅଗଷ୍ଟ୍ ୮, ୨୦୧୩ - ୮:୩୬ ଅପରାହ୍ନ

    କିଛି ନୂଆ

  • ୫. ସେଖ୍ ମ୍ସଉଦ୍ |  ଅଗଷ୍ଟ୍ ୩୧, ୨୦୧୩ - ୪:୨୯ ପୂର୍ବାହ୍ନ

    କବିତା ଟି ଖୁବ୍ ସୁନ୍ଦର କବିଙ୍କୁ ଧନ୍ୟବାଦ୍

  • ୬. Gunanidhi das, At nalajodi .p/s rajnagar dist kendirapara |  ଅକ୍ଟୋବର୍ ୮, ୨୦୧୩ - ୯:୦୭ ପୂର୍ବାହ୍ନ

    Thanks odisha

  • ୭. ଡା. ପ୍ରଭୁ ପ୍ରସାଦ ତ୍ରିପାଠୀ, ସୋରଡା, ଗଞ୍ଜାମ, ଓଡିଶା |  ନଭେମ୍ବର୍ ୯, ୨୦୧୩ - ୭:୧୬ ପୂର୍ବାହ୍ନ

    ଉତ୍ତମ ୤ ଅତି ଉତ୍ତମ୤

  • ୮. pratap rasmi nayak, hydrabad ap |  ଡିସେମ୍ବର୍ ୨୮, ୨୦୧୩ - ୨:୨୦ ଅପରାହ୍ନ

    bahuta badhia
    heichi kabita
    hasa chahen
    sabu mana,
    hasiba badale
    luhara sesasraban rajaniti rajaneta
    manisa jibane
    kheluchanti khela
    mariki chaukachhaka
    voter ta ame boka kahiba kahuku
    bikuche mundaku neiki duisha tanka

  • ୯. ରୂପଧର, HYDERABAD |  ଜାନୁଆରୀ ୨, ୨୦୧୪ - ୩:୩୫ ଅପରାହ୍ନ

    କବିତାର ଶିରାପ୍ରଶିରାରେ ପ୍ରବାହିତ କ୍ଷତବିକ୍ଷତ ସମାଜର ପ୍ରତିଛବି, ସମଷ୍ଟି କୁ ବ୍ୟକ୍ତି ରେ କବିଙ୍କ ସୁନ୍ଦର ଅଭିବ୍ୟକ୍ତି ।

  • ୧୦. pabitra das, cuttack,ravenshaw university |  ଫେବୃଆରୀ ୧୦, ୨୦୧୪ - ୫:୫୮ ପୂର୍ବାହ୍ନ

    Bahuta vala lagila

  • ୧୧. SRIKANTA TRIPATHY, ଓଡିଶା, କେନ୍ଦୁଝର, ସ୍ବାମ୍ ପାଟଣା |  ଫେବୃଆରୀ ୧୦, ୨୦୧୪ - ୬:୦୩ ପୂର୍ବାହ୍ନ

    ବହୁତ ଭଲ ଲାଗିଲା ୤

  • ୧୨. sanjaya panda, eram,bhadrak,odisha |  ଫେବୃଆରୀ ୨୬, ୨୦୧୪ - ୮:୦୦ ପୂର୍ବାହ୍ନ

    khub vala hoichi.lekhiba jari rakha bandhu…

  • ୧୩. sanjaya panda, eram,bhadrak |  ଫେବୃଆରୀ ୨୬, ୨୦୧୪ - ୮:୦୫ ପୂର୍ବାହ୍ନ

    khub vala heichi

  • ୧୪. ଭୀଷ୍ମ କୁମାର ନାୟକ, ଗୋଖଣୀ, ରାଜନଗର, କେନ୍ଦ୍ରାପଡ଼ା |  ମାର୍ଚ୍ଚ୍ ୨୫, ୨୦୧୪ - ୬:୩୬ ପୂର୍ବାହ୍ନ

    ବହୁତ ଭଲ ଲାଗିଲା

  • ୧୫. ଶ୍ରୀ ଜ୍ୟୋତି ରଞନ ପଧାନ, ବରଗଡ |  ମାର୍ଚ୍ଚ୍ ୨୭, ୨୦୧୪ - ୬:୪୯ ପୂର୍ବାହ୍ନ

    ମନ ଛୁଁଇକି ହୃଦୟ ନେଇ ଗଲା

  • ୧୬. ନବଦୀପ ରନବିଡା, ସୋନପୁର,ଓଡ଼ିଶା |  ଏପ୍ରିଲ୍ ୨୦, ୨୦୧୪ - ୮:୩୫ ପୂର୍ବାହ୍ନ

    ଆଜ୍ଞା,
    ଆପଣଙ୍କ କବିତା ଅତ୍ୟନ୍ତ ମର୍ମସ୍ପ୍ଵର୍ଶୀ ହୋଇଛି। ଆଶା କରୁଜି ଆଗକୁ ଆହୁରି ଦେଖିବାକୁ ମିଲିବ।

  • ୧୭. ଅଭିଜିତ୍ ପାଣିଗ୍ରାହୀ, ୭୦୦, ଜୁନୋବିଛ୍, ପାମ୍ ବିଚ୍ ଗାଡେନ୍ଷ୍, ଫ୍ଲୋରିଡା, ଆମେରିକା ୩୩୪୧୦ |  ଜୁନ୍ ୧୭, ୨୦୧୪ - ୧:୨୭ ଅପରାହ୍ନ

    ବହୁତ ଭଲ ଲାଗିଲା

    ଲେଟ୍ ଦ ଗଭେଣ୍ଟ୍ ଲର୍ନ ଫ୍ରମ ଦିସ୍……..

  • ୧୮. ଗୋପିନାଥ ସାହୁ, Narlb, odisha |  ମେ ୧୬, ୨୦୧୫ - ୬:୧୯ ପୂର୍ବାହ୍ନ

    ବହୁତ ଭଲ ଲାଗିଲା| କବିତାଟି Recent ଘଟଣାବଳୀକୁ ନେଇ ରଚିତ ହୋଇଥିବାରୁ ମନଛୁଆଁ ହୋଇପାରିଛି|

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )