ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅଖିଳମୋହନ ପଟ୍ଟନାୟକ
ମଧୁସୂଦନ ଦାସ
ତ୍ରିନାଥ ସିଂହ
ଜଗଦୀଶ ମହାନ୍ତି
ରାଜକିଶୋର ରାୟ
ନିତ୍ୟାନନ୍ଦ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଛିଣ୍ଡା ଗୁଡି
  ପ୍ରସନ୍ନ ମହାନ୍ତି, ଭୁବନେଶ୍ବର
 
 
ତା: ଜାନୁଆରୀ ୨୮, ୨୦୧୧  
 

ମୁଁ ଏକ ଛିଣ୍ଡା ଗୁଡି
ନଟେଇରୁ ଛିଣ୍ଡିଲା ପରେ
ମୁଁ ଖୋଜିଚାଲିଛି ଭୂପୃଷ୍ଠ
ହେଲେ ଅଟକିଯାଇଛି ଏକ ଅନାମଧ୍ୟେୟ ଗଛର ଡାଳରେ୤

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ
ମତେ ତରଳିବାକୁ ହେବ
ମାଘର କାଠୁଆ ଶୀତରେ
ଜଳିବାକୁ ହେବ ବୈଶାଖର
ତପ୍ତ ମଧ୍ୟାହ୍ନରେ
ଭିଜିବାକୁ ହେବ ଶ୍ରାବଣର ମୂଷଳଧାରାରେ ୤

ବିବର୍ଣ୍ଣ ଆକାଶ ତଳେ
ବିଷର୍ଣ୍ଣ ପୃଥିବୀ
ଉଦାସ ବସନ୍ତ
ଆଉ ବିବଶ ବାନ୍ଧବୀ ୤
ସମସ୍ତେ ଚାହିଁଥିବେ ମୋ ଖସିବା ବାଟକୁ

ବାରମ୍ବାର ଚାହୁଁଥିବେ
ଶୂନ୍ୟ ଆକାଶକୁ,
ନଟେଇ ଛିଣ୍ଡା ଗୁଡି ମୁଁ ନିଶ୍ଚେ ତ ଖସିବି ତଳକୁ ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରସନ୍ନ ମହାନ୍ତି, ଭୁବନେଶ୍ବର
author photo
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. କମଳ ଲୋଚନ ନାୟକ |  ଅକ୍ଟୋବର୍ ୮, ୨୦୧୧ - ୭:୦୫ ପୂର୍ବାହ୍ନ

    ଏହା ଏକ ସୁନ୍ଦର ପ୍ରୟାସ ୤ ଏହା ଉତ୍ତରୋତ୍ତର ଉନ୍ନତି କରୁ ଏହା ମୋର କାମନା ୤ ଧନ୍ୟବାଦ ୤

  • ୨. ସୁରେନ୍ଦ୍ର କୁମର ମିସ୍ର |  ଅକ୍ଟୋବର୍ ୧୫, ୨୦୧୧ - ୧:୨୯ ପୂର୍ବାହ୍ନ

    veery good………………………

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )