ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭

ଲେଖକ ଓ ଲେଖିକା

ନୀଳମଣି ବିଦ୍ୟାରତ୍ନ
ଅଶୋକ ଚନ୍ଦ୍ର ମହାପାତ୍ର
ମନମୋହନ ମିଶ୍ର
ଦିଲ୍ଲୀପ ଦାସ
ବୈକୁଣ୍ଠନାଥ ପଟ୍ଟନାୟକ
ଜୟନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୁଢ଼ି ମା’
  ଅରୁଣ କୁମାର ତ୍ରିପାଠୀ, ହାଇଦ୍ରାବାଦ
 
 
ତା: ସେପ୍ଟେମ୍ବର୍ ୧୫, ୨୦୧୨  
 

ତା’ ଚେହେରାର ଲାଲିମା
ଡୁବିବାକୁ ବସିଲାଣି ବୟସର ଅପରାହ୍ନରେ

ତା’ ପାକୁଆ ପାଟିର ହସ
ପରିବାରର ମନ କିଣେ
ଅସ୍ପଷ୍ଟ କଥାରେ ତା
ଅଭିଜ୍ଞତା ପୁର୍ଣ୍ଣ ରୂପ ନିଏ

ପରଳ ଆବଦ୍ଧ ଆଖିରେ
ସେ’ ଏବେ ବି ସବୁ କିଛି ଦେଖିପାରେ
ଅନ୍ଧାରରେ – ପାଦ ଶବ୍ଦରୁ
ବ୍ୟକ୍ତିର ପରିଚୟ ଜାଣିପାରେ

ଜୀବନ ସାଗରର ଜଣେ
ଦକ୍ଷ ପହଁରାଳି
କେତେ ଝଡ ଝଞ୍ଜା କେତେ ଅଣଚାଶ
ସବୁକୁ ସାମ୍ନାକରି
କେତେ ସମୟ ଭଉଁରିକୁ ଅତିକ୍ରମ କରି
ସେ’ ଆଜି ଶାନ୍ତ ଓ କମନୀୟ ଦିଶେ
ଦିବସର ମେଲାଣି ବେଳେ
ଅସ୍ତମାନ ସୂର୍ଯ୍ୟର ଅରୁଣିମା ପରି!!!

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅରୁଣ କୁମାର ତ୍ରିପାଠୀ, ହାଇଦ୍ରାବାଦ
author photo
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. Ajay kumar Das |  ସେପ୍ଟେମ୍ବର୍ ୨୯, ୨୦୧୨ - ୫:୪୭ ଅପରାହ୍ନ

    Phula ethi phuti thae
    Sakara surjya pain |
    Sandhya hele khoji bule
    Ratri ra jahna kahni ||

  • ୨. ପଞ୍ଚାନନ ସାମନ୍ତରା, ଛତ୍ର୍ରପୁର |  ଅକ୍ଟୋବର୍ ୧୮, ୨୦୧୨ - ୪:୦୭ ପୂର୍ବାହ୍ନ

    ବହୁତ୍ ଭଲ କବିତା ଟି ହେଇଛି ସାର୍୤
    ଧନ୍ୟବାଦ୍୤

  • ୩. ଅରୁନ୍ଧତି ମିଶ୍ର ପଟନାୟକ, ଆଟଲାଣ୍ଟା  |  ଅକ୍ଟୋବର୍ ୧୯, ୨୦୧୨ - ୧୧:୩୬ ଅପରାହ୍ନ

    ଖୁବ୍ ଭଲ ହେଇଛି, ଅତ୍ୟନ୍ତ ଉଚ୍ଚକୋଟୀର ଲେଖା…

  • ୪. ସତ୍ୟପ୍ରିୟ ଦାସ, ବେଙ୍ଗାଲୁରୁ |  ନଭେମ୍ବର୍ ୧୨, ୨୦୧୨ - ୧୦:୧୦ ପୂର୍ବାହ୍ନ

    ସରଳ ଓ ସୁନ୍ଦର କବିତାଟିଏ

  • ୫. ସତ୍ୟପ୍ରିୟ ଦାସ |  ନଭେମ୍ବର୍ ୧୨, ୨୦୧୨ - ୧୦:୧୧ ପୂର୍ବାହ୍ନ

    ଏମିତି ଲେଖା ଜାରି ରହୁ. ଜୟ ଜଗନ୍ନାଥ୍..

  • ୬. କିଶୋରି କିଙ୍କର ଦାସ |  ନଭେମ୍ବର୍ ୧୩, ୨୦୧୨ - ୧:୩୨ ପୂର୍ବାହ୍ନ

    ବୁଢ଼ି ମା’କୁ ଦେଖି ନଥିବା ବ୍ୟକ୍ତି ଏଇ କବିତାରୁ ବୁଢ଼ି ମା’ର ଜୀବନ୍ତ ସତ୍ତାକୁ ଅନୁଭବ କରି ପାରିବେ୤ ଚମତ୍କାର…

  • ୭. ନମିତା ଦାଶ, ବ୍ରହ୍ମପୁର୍ ,ଗଞ୍ଜାମ୍ |  ଫେବୃଆରୀ ୧୭, ୨୦୧୪ - ୩:୧୯ ପୂର୍ବାହ୍ନ

    ବହୁତ ଭଲ ଲାଗିଲା,..ଧନ୍ୟବାଦ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )
  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )