ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅମରେଶ ବିଶ୍ବାଳ
କେ.ଶ୍ୟାମବାବୁ ଦୋରା
ନୀଳକଣ୍ଠ ଦାସ
ଫତୁରାନନ୍ଦ
ବୈକୁଣ୍ଠନାଥ ପଟ୍ଟନାୟକ
ସନତ୍‌ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବିରୋଧ
  ସୁରଥ କୁମାର ପାଢୀ, ପୁଣେ, ମହାରାଷ୍ଟ୍ର
 
 
ତା: ସେପ୍ଟେମ୍ବର୍ ୩୦, ୨୦୧୨  
 

ତୁମକୁ ବସିଛି ଚାହିଁ ଯୁଗ ଯୁଗ ଯାଏ
ହେଲେ ତୁମେ କ’ଣ କେବେ ଭାବ?
ତୁମେ କ’ଣ ଜାଣ ସତେ
କେତେଦିନ ମିଶି ହୁଏ ବର୍ଷ
ଆଉ କେତେ ବର୍ଷ ମିଶି ଯୁଗ ହୁଏ?

ଯୋଗ ଓ ବିୟୋଗ ଯଦି
ଅଳ୍ପ ଅଳ୍ପ ଜାଣିଥାନ୍ତ
ତେବେ, କେବେ କେମିତି ତ ନିଶ୍ଚେ
ଆସୁଥାନ୍ତ ଯାଉଥାନ୍ତ

ହେଲେ ନା ତୁମେ ଆସ
ନା ତୁମେ ଯାଅ
ବଡ ଅଜବ ପ୍ରତୀକ୍ଷା ମୋର
ବଡ ଅଦ୍ଭୁତ ମୋ ଅଭିସାର

ନିତ୍ୟ ମିଳନରେ ନାଚେ
ମନ ପ୍ରାଣ ଦେହ
ଆଉ ବିରହ ତାତିରେ ପୁଣି
ଖଇ ଫୁଟା ଜର!

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୁରଥ କୁମାର ପାଢୀ, ପୁଣେ, ମହାରାଷ୍ଟ୍ର
author photo
 

ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?

  • ୧. ପ୍ରିତିରଞ୍ଜନ ତ୍ରିପାଠୀ |  ଅକ୍ଟୋବର୍ ୨, ୨୦୧୨ - ୩:୪୫ ପୂର୍ବାହ୍ନ

    ସୁରଥ ଭାଇ, ଖୁବ ସୁନ୍ଦର ହେଇଛି କବିତାଟି. ଆଗକୁ ଏମିତି ଆହୁରି ଭଲ ଭଲ କବିତା ପଢିବାର ସୁଯୋଗ ଦେଉଥିବେ :-)

  • ୨. ajit |  ଅକ୍ଟୋବର୍ ୪, ୨୦୧୨ - ୮:୨୭ ପୂର୍ବାହ୍ନ

    good one..

  • ୩. ଲକ୍ଷ୍ମୀକାନ୍ତ ତ୍ରିପାଠୀ |  ଅକ୍ଟୋବର୍ ୯, ୨୦୧୨ - ୮:୪୬ ପୂର୍ବାହ୍ନ

    ବହୁତ ଭଲ ଲାଗୁଛି
    ଅପ୍ରାନ୍ତ କାର୍ଯ୍ୟାଳୟ ବୁଲିବାକୁ ଯାଇଥିଲି
    ଭାରି ଭଲ ଲାଗିଲା

  • ୪. ସୋମନାଥ ଦାଶ୍, ଭୁବନେଶ୍ବର , ଓଡିଶା |  ଅକ୍ଟୋବର୍ ୧୨, ୨୦୧୨ - ୧:୪୮ ପୂର୍ବାହ୍ନ

    ଓଡ଼ିଆ ଭାଷାର ସାଇଟ୍ ଦେଖି ବହୁତ ଖୁସି ଲାଗିଲା୤ ଏବେ ଆମେ ସମସ୍ତେ ଓଡିଆ ମଧ୍ୟ ଲେଖି ପାରିବା୤ ଏଥିପାଇଁ ସମସ୍ତଙ୍କୁ ବହୁତ ଧନ୍ୟବାଦ୤
    ମୁଁ ଗର୍ବିତ ଯେ ମୁଁ ଓଡ଼ିଆ୤

  • ୫. ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ଭଦ୍ରକ,ଓଡିଶା |  ଜାନୁଆରୀ ୭, ୨୦୧୩ - ୨:୪୯ ଅପରାହ୍ନ

    ମନଛୁଆଁ କବିତାଟିଏ..

  • ୬. ସୌରଭ ରଞ୍ଜନ ଦାଶ, ଡଗମୁଣ୍ଡ,ଭଦ୍ରକ,ଓଡିଶା |  ଜାନୁଆରୀ ୭, ୨୦୧୩ - ୨:୫୫ ଅପରାହ୍ନ

    ଖୁବ୍ ମନୋମୁଗ୍ଧକର ଓ ପ୍ରଶଂସନୀୟ

  • ୭. ଲେନିନ୍ ମହାନ୍ତି, କେନ୍ଦ୍ରାପଡା,ଓଡିଶା |  ଜାନୁଆରୀ ୭, ୨୦୧୩ - ୨:୫୯ ଅପରାହ୍ନ

    ସୁରଥ ବାବୁ,
    ଆପଣଙ୍କ ଲେଖା ପଢି ବହୁତ ଖୁସି ଲାଗିଲା..

  • ୮. ନମିତା ଦାଶ, ବ୍ରହ୍ମପୁର, ଗଞ୍ଜାମ |  ଫେବୃଆରୀ ୧୭, ୨୦୧୪ - ୩:୧୪ ପୂର୍ବାହ୍ନ

    ସତ, ହେଲେ ବେଶୀ ଆସ ଯା ରେ ପ୍ରେମ କମେ..ଦୂରରେ ଥିଲେ ବଢେ……

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )