ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ସତ୍ୟଜିତ୍ ନାଥ, ଭଦ୍ରକଏବେ ହିସାବ କରିବାର ବେଳ
ପ୍ରାରମ୍ଭରୁ ବର୍ତ୍ତମାନ
ବର୍ତ୍ତମାନଠାରୁ ଶେଷ ପ୍ରାନ୍ତ ଯାଏଁ
ହାନିଲାଭ କ୍ଷୟକ୍ଷତି
ସୁଖଦୁଃଖ ପ୍ରେମକ୍ରୋଧ
ହିସାବ ଅସ୍ପଷ୍ଟ, ପ୍ରଚ୍ଛଦପଟରେ
କେତେ ଯେ ଅଡ଼ୁଆ ଖିଅ
ଛନ୍ଦିହେଇଯାଏ
ଅଗମୂଳ ଖୋଜୁଖୋଜୁ
ଜୀବନର କାଳ ପୂରିଯାଏ
ତଥାପି ହିସାବ ରହିଯାଏ ବାକି
ଆର ଜନ୍ମକୁ, ବାକି ଖାତାରେ
Poem is very impressive. The theme is very heart- touching. I think it also reflects the poet's magnanimity.
( sanat ) →
khub bhala.
( sanat ) →
A beautiful reading.
( sanat ) →
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. କେଶବ ଦାସ, ନୋଏଡା | ଜୁଲାଇ ୧୧, ୨୦୧୧ - ୪:୧୨ ପୂର୍ବାହ୍ନ
ଖୁବ୍ ଭଲ ହୋଇଛି ସତରେ ଏ ଜୀବନ ଟା ଗୋଟେ ବାକି ଖାତା…
୨. ସ୍ନିଗ୍ଧା ଦାସ | ଅକ୍ଟୋବର୍ ୧, ୨୦୧୧ - ୨:୩୦ ପୂର୍ବାହ୍ନ
ବହୁତ ଭଲ ଲାଗିଲା
୩. Mr. Santosh Kumar Panda(M.Pharm) | ଏପ୍ରିଲ୍ ୧୩, ୨୦୧୨ - ୫:୫୧ ପୂର୍ବାହ୍ନ
satare bastaba chitra e jibana ra kabita ti