ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ରମାକାନ୍ତ ରଥ
ଅଶୋକ ଚନ୍ଦ୍ର ମହାପାତ୍ର
ନୀଳକଣ୍ଠ ଦାସ
ମହାପାତ୍ର ନୀଳମଣି ସାହୁ
କାଳିନ୍ଦି ଚରଣ ପାଣିଗ୍ରାହୀ
ନନ୍ଦ କିଶୋର ବଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୈଶାଖ ଆସିଲା
  ଚୈତାଳି ଦତ୍ତ, ସୁନ୍ଦରଗଡ଼
 
 
ତା: ଅକ୍ଟୋବର୍ ୬, ୨୦୦୯  
 

ବୈଶାଖ ଆସିଲା
ବୈଶାଖର ପିଆଲାରେ ଶୂନ୍ୟ ହେଲା
ଚଇତାଳି ସୁରା
ତୃଣ ପଲ୍ଲବ ଚିବୁକରେ ନିଃଶେଷିତ
ଶିଶିରର ବୁନ୍ଦା
ବସନ୍ତର ଆୟୁଷ ଶେଷ
କୋକିଳ ଯେ ନିରୁଦ୍ଦେଶ
ବୈଶାଖ ଆସିଲା,
ବୈଶାଖୀରେ ଝୁଲି ଝୁଲି
ବୈଶାଖ ଆସିଲା୤

ପ୍ରଥମ ସକାଳରେ ଭାସି ଆସେ
ମଲ୍ଲୀର ମହକ
ଯାମିନୀ ସୁଗନ୍ଧିତ ଯୂଇ, ହେନା, ଜାଇ
ଆଉ ରଜନୀଗନ୍ଧା ତ
ନୂତନ ବର୍ଷାରମ୍ଭେ
ସୁଗନ୍ଧିତ ଚଉଦିଗେ
ବୈଶାଖ ଆସିଲା,
ବୈଶାଖୀରେ ଝୁଲି ଝୁଲି
ବୈଶାଖ ଆସିଲା୤

ଶାଗୁଣାର କଣ୍ଠେ ଶୁଭେ
କ୍ଲାନ୍ତିର ବିଳାପ
ଶୂନ୍ୟାକାଶେ ମଧ୍ୟେ ମଧ୍ୟେ
ବିଦ୍ୟୁତ ବିଭାସ
କ୍ଷଣିକ ବଜ୍ରଧ୍ବନି ସାଥେ
ସତେକି ତାଣ୍ଡବେ ମାତି
ବୈଶାଖ ଆସିଲା,
ବୈଶାଖୀରେ ଝୁଲି ଝୁଲି
ବୈଶାଖ ଆସିଲା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଚୈତାଳି ଦତ୍ତ, ସୁନ୍ଦରଗଡ଼
author photo
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ସଙ୍ଘମିତ୍ରା ରଥ ଶତପଥୀ |  ଡିସେମ୍ବର୍ ୬, ୨୦୧୧ - ୧୧:୩୯ ପୂର୍ବାହ୍ନ

    କବିତା ଟି ବହୁତ ସୁନ୍ଦର ହେଇଛି

  • ୨. sannyasi nayak, manamunda boudh odisha |  ଡିସେମ୍ବର୍ ୧୪, ୨୦୧୨ - ୨:୩୮ ପୂର୍ବାହ୍ନ

    poetry is average ……………..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )