ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଫନି ମହାନ୍ତି
ପ୍ରଦୀପ ନାୟକ
ଶାରଦା ପ୍ରସାଦ ମିଶ୍ର
ବିଦ୍ୟୁତପ୍ରଭା ଦେବୀ
ଅଚ୍ୟୁତାନନ୍ଦ କର
ସୌଭାଗ୍ୟ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆ’ରେ ଆ ମୋ’ କଳାକାହ୍ନୁ
  ପ୍ରମିଳା ପତି, କଟକ
 
 
ତା: ସେପ୍ଟେମ୍ବର୍ ୧୫, ୨୦୧୨  
ମୂଳ ପୃଷ୍ଠାନବ ପ୍ରତିଭା
 

ଆ’ରେ ଆ ମୋ କଳାକାହ୍ନୁ
ମୋ କୋଳକୁ ଫେରିଆ
ପଥର ଦେଉଳେ ପଥର ହେଲୁ ତୁ
କାନ୍ଦୁଛି ଯଶୋଦା ମାଆ ୥ ୦ ୥

ସାରା ବୃନ୍ଦାବନେ ଖୋଜି ମୁଁ ଆସିଲି
ଖୋଜିଲି ଯମୁନା କୂଳେ
ଗୋଧନ ବାହୁଡ଼ା ପଥକୁ ଚାହିଁଲି
ଫେରିବ ମୋ ଧନ କାଳେ
ଆ’ରେ ଆ ମୋ କଳାକାହ୍ନୁ… ଗୋପଦାଣ୍ଡେ ଫେରିଆ
ଗମ୍ଭୀରା ଭିତରେ କିମ୍ପାଇଁ ଲୁଚିଛୁ
ରାଗିଥିଲେ ଭୁଲି ଯା’ ମୋ ଧନ.. ରାଗିଥିଲେ ଭୁଲି ଯା ୥ ୧ ୥

ସର, ଲବଣୀ କି ତୁଚ୍ଛ କରିଦେଇ
ଷାଠିଏ ପଉଟି ଖାଉ
ରତ୍ନ ସିଂହାସନେ ରଜା ପରି ବସି
କି ସୁଖ ସତେ ତୁ ପାଉ
ଆ’ରେ ଆ ମୋ କଳାକାହ୍ନୁ.. ମା’ କୋଳେ ଫେରିଆ
ମାଆର-ମମତାଠାରୁ କିବା ବଡ଼
ଅଛି ଏ ଜଗତେ ଆହା..ମୋ ଧନ ଅଛିଏ ଜଗତେ ଆହା ୥ ୨ ୥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରମିଳା ପତି, କଟକ
author photo
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ଦେବୀ ପ୍ରସାଦ ଖଡୀରତ୍ନ, ଭୁବନେଶ୍ବର  |  ଏପ୍ରିଲ୍ ୨୮, ୨୦୧୪ - ୧:୩୭ ଅପରାହ୍ନ

    ଆପଣଙ୍କୁ ହ୍ରୁଦୟର ଅନ୍ତରତମ ପ୍ରଦେଶରୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି୤

  • ୨. sauravkanta |  ମେ ୨୭, ୨୦୧୪ - ୨:୫୬ ପୂର୍ବାହ୍ନ

    ଅତି ସୁନ୍ଦର.ଏବେ ଏମିତି କବିତା ଲେଖିବ ଯୁବ ପିଡିଙ୍କ ପାଇନ୍ ଅସମ୍ଭବ

  • ୩. sauravkanta |  ମେ ୨୭, ୨୦୧୪ - ୨:୫୬ ପୂର୍ବାହ୍ନ

    ଅତି ସୁନ୍ଦର.ଏବେ ଏମିତି କବିତା ଲେଖିବ ଯୁବ ପିଡିଙ୍କ ପାଇନ୍ ଅସମ୍ଭବ

  • ୪. ବିଭୁତି ଭୁଷଣ୍ ବେହେରା, ଶାଳଣିଆ,କେନ୍ଦୁଝର୍ ଓଡିଶା |  ଅଗଷ୍ଟ୍ ୨୭, ୨୦୧୪ - ୬:୧୯ ପୂର୍ବାହ୍ନ

    ବିଳମ୍ବରେ ପଢିଲି ସୁନ୍ଦର୍ ଲେଖା ଧନ୍ୟବାଦ୍

  • ୫. ବିକାଶ ବେହେରା, balugaon main road |  ଅକ୍ଟୋବର୍ ୫, ୨୦୧୪ - ୬:୩୨ ପୂର୍ବାହ୍ନ

    ବହୁତ ଭଲ ଗୀତଟିଏ !
    ଏହିପରି ଆଉ କିଛି ନୂଆଗୀତ ଲେଖି ପଠାନ୍ତୁ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )