ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମନମୋହନ ମିଶ୍ର
କିଶୋରୀ ଚରଣ ଦାସ
ଫତୁରାନନ୍ଦ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ସଦାନନ୍ଦ ତ୍ରିପାଠୀ
ବିଷ୍ଣୁପ୍ରିୟା ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଶାରଦା ପ୍ରସାଦ ମିଶ୍ର
ଶାରଦା ପ୍ରସାଦ ମିଶ୍ର ଦୀର୍ଘ ବର୍ଷ ଧରି ଓଡ଼ିଶାର ରାଜ୍ୟପାଳମାନଙ୍କର ଲୋକସମ୍ପର୍କ ଅଧିକାରୀଭାବେ କାର୍ଯ୍ୟକରିବା ସହିତ ଶାରଦା ପ୍ରସାଦ ମିଶ୍ର(୧୯୬୩-୨୦୧୬) ନିଜର ଲେଖା ପାଇଁ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ଜଣେ ସରକାରୀ କର୍ମଚାରୀଭାବେ କାର୍ଯ୍ୟରତ ଥିବା ସମୟରେ କର୍କଟ ପରି ଦୂରାରୋଗ୍ୟରେ ପୀଡ଼ିତ ଥାଇ ମାତ୍ର ୫୩ ବର୍ଷରେ ଇହଲୀଳା ସମ୍ବରଣ କରିଥିବା ଶ୍ରୀ ମିଶ୍ର ବିଶେଷଭାବେ ଜଣେ ଗାଳ୍ପିକ ଓ ଔପନ୍ୟାସିକଭାବେ ପରିଚିତ ଥିଲେ। ତାଙ୍କ ରଚିତ ଉପନ୍ୟାସ ମାଧ୍ୟରେ ‘ଉତ୍ତାନପାଦ’ ଏବଂ ଗଳ୍ପ ସଙ୍କଳନ ମଧ୍ୟରେ ‘ରାତ୍ରୀର ଅଜବ ଦୃଶ୍ୟ’ ଓ ‘ଅପହଞ୍ଚ ଇଲାକାର ଅଧୀଶ୍ୱର’ ଆଦି ପୁସ୍ତକ ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଏକାଧିକ ପୁରସ୍କାର ଓ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ଲେଖକଙ୍କୁ ଅଶେଷ ଧନ୍ୟବାଦ I ଯୁଗୋପଯୋଗୀ ରମ୍ୟ ରଚନା I ଓଡ଼ିଆ ଲିପି ଓ ଭାଷାର ବ୍ୟାପକ ପ୍ରଚଳନରେ ଆନ୍ତରିକତା ଆବଶ୍ୟକ I କାଳିଆ ବିଲେଇ ଉପାଖ୍ୟାନ…
    ( ଶ୍ରୀ ରଙ୍ଗନାଥ ରଥ )
  • ବର୍ଣ୍ଣାଶୁଦ୍ଧି ସଂଶୋଧନ ଆବଶ୍ୟକ :- ସେତିବେଳେ = ସେତିକିବେଳେ (ଅନ୍ତିମ ଅନୁଚ୍ଛେଦରେ) ପତିବାଦନ = ପ୍ରତିପାଦନ (ଅଗ୍ରଲେଖରେ)
    ( ଶ୍ରୀ ରଙ୍ଗନାଥ ରଥ )
  • ବହୁତ ସୁନ୍ଦର କବତା, ହୃଦୟସ୍ପର୍ଶୀ, ମୋର ପ୍ରିୟ କବିତା
    ( ସ୍ମିତା ମହାନ୍ତ )