ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ସ୍ବଭାବ କବି ଗଙ୍ଗାଧର ମେହେର
ସୀତାକାନ୍ତ ମହାପାତ୍ର
କମଳା ଶତପଥି
କନକଲତା ସାହୁ
ଅମରେଶ ବିଶ୍ବାଳ
ସୁବ୍ରତ ପ୍ରିୟବ୍ରତ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଲକ୍ଷ୍ମୀଧର ନାୟକ
ଲକ୍ଷ୍ମୀଧର ନାୟକ ଲକ୍ଷ୍ମୀଧର ନାୟକ(୧୯୧୩-୨୦୦୪) ସେତେବେଳର ଅବିଭାଜିତ ବିହାରର ଇସ୍ପାତ ନଗରୀ ଜାମସେଦ୍‌ପୁର ଓ ୫୦ ଦଶକରେ ସ୍ଥାପିତ ଇସ୍ପାତ ନଗରୀ ରାଉରକେଲାରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଏକ ନୂତନ ଦିଗନ୍ତ ଦେଇଥିଲେ। ସେ ଏକାଧାରରେ ଜଣେ କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ ତଥା ଜଣେ ସୁସଙ୍ଗଠକଭାବେ ପରିଚିତ ଥିଲେ। ଇସ୍ପାତ ସହର ରାଉରକେଲାର ଏକାଧିକ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ଥାପନା କରିବାରେ ତାଙ୍କର ବଳିଷ୍ଠ ଯୋଗଦାନ ଥିଲା। ତାଙ୍କ ରଚିତ ଲେଖାଗୁଡ଼ିକ ମଧ୍ୟରେ କବିତା ସଙ୍କଳନ-‘ବିରହିଣୀ’, ଉପନ୍ୟାସ – ‘ରକ୍ତଝରା ଭୋର’, ‘ହା’ରେ ଦୁର୍ଭାଗା ଦେଶ’, ‘ଉଦ୍‌ଭ୍ରାନ୍ତ’, ‘ ମୋ ସ୍ୱପ୍ନର ସହର’, ନାଟକ- ‘ଲାଲ୍‌ ଚାବୁକ୍‌’ ଓ ‘ଧର୍ମପତ୍ନୀ’ ଆଦି ଅନ୍ୟତମ। ଏହା ସହିତ ସେ ଅନେକ ସାହିତ୍ୟ ପତ୍ରିକାର ସମ୍ପାଦକଭାବେ କାର୍ଯ୍ୟ କରିବା ସହିତ ସାମ୍ବାଦିକଭାବେ ମଧ୍ୟ କିଛିଦିନ କାର୍ଯ୍ୟ କରିଥିଲେ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )