ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମଧୁସୂଦନ ଦାସ
ମଧୁସୂଦନ ଦାସ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ସାହିତ୍ୟିକ, ସମାଜ ସୁଧାରକ ଓ ବାରିଷ୍ଟର ଭାବେ ଉତ୍କଳ ଗୌରବ ମଧୁସୂଦନ ଦାସ ବା ମଧୁବାବୁ ଓଡ଼ିଆମାନଙ୍କ ନିକଟରେ ଏକ ପରିଚିତ ନାମ୤ ଓଡ଼ିଆ ଭାଷାକୁ ଏକ ସ୍ବତନ୍ତ୍ର ଭାଷା ରୁପେ ମାନ୍ୟତା ସହିତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମଧୁବାବୁଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ଥିଲା୤ ଓଡ଼ିଆ ଏବଂ ଇଂରାଜୀ ଭାଷାର ଜଣେ ଅସାଧାରଣ ବାଗ୍ମୀ ଭାବେ ମଧୁବାବୁ ତାଙ୍କ ସମୟର ଓଡ଼ିଆମାନଙ୍କ ନିକଟରେ ବେଶ୍‌ ଲୋକପ୍ରିୟ ଥିଲେ୤ ତାଙ୍କ ଲିଖିତ ଉତ୍କଳ ସନ୍ତାନ, ଜାତି ଇତିହାସ ଆଦି ସେତେବେଳର ଓଡ଼ିଆ ଜନମାନସକୁ ବଳିଷ୍ଠ ଭାବେ ପ୍ରଭାବିତ କରିଥିଲା୤ ବାରିଷ୍ଟର ଭାବେ ଉତ୍କଳ ଗୌରବ ମଧୁସୂଦନ ଦାସ ବା ମଧୁବାବୁ ଓଡ଼ିଆମାନଙ୍କ ନିକଟରେ ଏକ ପରିଚିତ ନାମ୤ ଓଡ଼ିଆ ଭାଷାକୁ ଏକ ସ୍ବତନ୍ତ୍ର ଭାଷା ରୁପେ ମାନ୍ୟତା ସହିତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମଧୁବାବୁଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ଥିଲା୤ ଓଡ଼ିଆ ଏବଂ ଇଂରାଜୀ ଭାଷାର ଜଣେ ଅସାଧାରଣ ବାଗ୍ମୀ ଭାବେ ମଧୁବାବୁ ତାଙ୍କ ସମୟର ଓଡ଼ିଆମାନଙ୍କ ନିକଟରେ ବେଶ୍‌ ଲୋକପ୍ରିୟ ଥିଲେ୤ ତାଙ୍କ ଲିଖିତ ଉତ୍କଳ ସନ୍ତାନ, ଜାତି ଇତିହାସ ଆଦି ସେତେବେଳର ଓଡ଼ିଆ ଜନମାନସକୁ ବଳିଷ୍ଠ ଭାବେ ପ୍ରଭାବିତ କରିଥିଲା୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • Can you please bring MIMI RA SABHYATA SIKHYA story Please
    ( Pradeep )
  • ଗୋଦାବରୀଶ ଙ୍କ ର ମାଗୁଣି ର ଶଗଡ଼ ଏକ କାଳଜୟୀ ସୃଷ୍ଟି, ଏହା ମୁଁ ଅନେକ ଥର ପଢ଼ିଛି. କିନ୍ତୁ ଏହାକୁ ଯେତେ ପଢିଲେ ବି ମନ…
    ( ଦିବାକର ମଢୁଆଳ )
  • ମଧୁବାବୁଙ୍କ ପ୍ରତ୍ୟେକ ଲେଖା ଉଚ୍ଚ କୋଟିର ମୋତେ ସମସ୍ତ ଲେଖା ଭଲଲାଗେ
    ( ମାନସ କୁମାର ସ୍ବାଇଁ )