ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କନକଲତା ସାହୁ
କନକଲତା ସାହୁ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀମତୀ କନକଲତା ସାହୁ ଏକାଧାରରେ ଜଣେ ଗାଳ୍ପିକା, ପ୍ରାବନ୍ଧିକା, ନାଟ୍ୟକାର ସହିତ ଓଡ଼ିଆ ଭାଷାସାହିତ୍ୟର ଜଣେ ଗବେଷିକା ଭାବେ ପ୍ରତିଷ୍ଠାଲାଭ କରିଛନ୍ତି୤ ‘ବୋଉ ବନାମ ବହୁବଚନ’ ଗଳ୍ପ ସଙ୍କଳନ ସହିତ ‘ରେବତୀ’, ‘କାଳିଜାଇ’ ଓ ‘ଦେବଦାସୀ’ ନାଟକ ସହିତ ଏକାଧିକ ବେତାର ନାଟକ ବ୍ୟତୀତ ଶ୍ରୀମତୀ ସାହୁଙ୍କ ଅନେକ ଗଳ୍ପ, ପ୍ରବନ୍ଧ ଓ ଗବେଷଣାମୂଳକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ଏହା ବ୍ୟତୀତ ବିଭିନ୍ନ ସାମାଜିକ ଓ କ୍ରୀଡ଼ା ସଙ୍ଗଠନର ପଦାଧିକାରୀ ଭାବେ ରହି ଶ୍ରୀମତୀ ସାହୁ ଜଣେ ସଙ୍ଗଠିକାଭାବେ ମଧ୍ୟ ପରିଚିତ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ