ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗନ୍ତାୟତ ଶିବପ୍ରସାଦ
ଗନ୍ତାୟତ ଶିବପ୍ରସାଦ ଓଡ଼ିଆ ସାହିତ୍ୟରେ ଯେଉଁ କେତେକ ସାହିତ୍ୟିକ ନିଜ ଜୀବନକାଳର ଅଳ୍ପଦିନ ବଞ୍ଚିରହି ନିଜର ଲେଖାପାଇଁ ଅଜଶ୍ର ପାଠକୀୟ ଶ୍ରଦ୍ଧା ପାଇଛନ୍ତି, ସେମାନଙ୍କ ମଧ୍ୟରେ ଗନ୍ତାୟତ ଶିବପ୍ରସାଦ(୧୯୬୯-୨୦୧୦) ଅନ୍ୟତମ। ଅନେକ ଘାତ ପ୍ରତିଘାତ ମଧ୍ୟରେ ବଞ୍ଚିଥିବା ଶିବପ୍ରସାଦ ନିଜର ଶାଣିତ ବ୍ୟଙ୍ଗ ଓ ରମ୍ୟରଚନା ମାଧ୍ୟମରେ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଯାଇଛନ୍ତି। ଅନେକ ପ୍ରତିଷ୍ଠିତ ଓ ପରିଚିତ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ଏବଂ ବ୍ୟଙ୍ଗଶ୍ରୀ ଓ ରସରାଜ ଆଦି ଉପାଧିପ୍ରାପ୍ତ ଶିବପ୍ରସାଦଙ୍କ ସମସ୍ତ ଲେଖା ବିଭିନ୍ନ ବର୍ଗର ପାଠକମାନଙ୍କୁ ଆମୋଦିତ କରିଆସିଛି। ଶିବପ୍ରସାଦଙ୍କ ପ୍ରକାଶିତ ଗ୍ରନ୍ଥ ମଧ୍ୟରେ ‘ଭିତିରି କଥା’, ‘ବଛା ବଛା ହାସ୍ୟ ବ୍ୟଙ୍ଗ’, ‘ଫମ୍ୟ ରଚନା’ ଓ ‘ଏହିପରି କିଛିକଥା’ ଇତ୍ୟାଦି।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )