ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବ୍ରଜନାଥ ରଥ
ବ୍ରଜନାଥ ରଥ ଆଧୁନିକ ଓଡ଼ିଆ କାବ୍ୟଧାରାକୁ ଔପନିବେଶିକ ମାନସିକତାର ଅନ୍ଧଗଳିରୁ ଉଦୀୟମାନ ଅଗ୍ନିଯୁଗର ଉତ୍ତରଣ ପର୍ବରେ ଉପନୀତ କରାଇବା ଦିଗରେ କତିପୟ କାବ୍ୟକାରମାନଙ୍କ ମଧ୍ୟରେ କବି ବ୍ରଜନାଥ ରଥ(୧୯୩୬-୨୦୧୪) ଜଣେ ସାର୍ଥକ ସ୍ରଷ୍ଟା। ଦେଶ, ଜାତି ଓ ସାଧାରଣ ଲୋକମାନଙ୍କ ପାଇଁ ସାଲିସ୍‌ବିହୀନ ସାରସ୍ୱତ ସାଧନା ପାଇଁ ସେ ଚିର ସ୍ମରଣୀୟ। ତାଙ୍କର କବିତା ସଙ୍କଳନ ମଧ୍ୟରେ ‘ମରୁଗୋଲାପ’, ‘ନିଜସ୍ୱ ସଙ୍କଳ୍ପ’ , ‘ମନର ମାନଚିତ୍ର’,‘ଲଘୁ ଶତକ’ , ‘ସମୟର ଶବ୍ଦଲିପି’, ‘ଏକା ଏକା ଏକପଦୀ’ ଆଦି ଅନ୍ୟତମ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ଦକ୍ଷିଣ କୋରିଆ ଦ୍ୱାରା ପ୍ରଦତ୍ତ ସ୍ୱତନ୍ତ୍ର ସମ୍ମାନ ଆଦି ସମେତ ଏକାଧିକ ସମ୍ମାନ ଓ ପୁରସ୍କାର ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା କବି ବ୍ରଜନାଥ ରଥ ଶାଣିତ ଓ ସ୍ପଷ୍ଟବାଦୀ ରଚନା ପାଇଁ ପରିଚିତ ଥିଲେ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ମୁଦ୍ରଣ ଜନିତ ତ୍ରୁଟି ବହୁତ ପରିଲକ୍ଷିତ ହେଉଛି ଦୟାକରି ଧ୍ୟାନ ଦେବାକୁ ଅନୁରୋଧ
    ( ତପନ ଦୀକ୍ଷିତ(ବେଳାଭୂମି) )
  • ପିଲା ଦିନେ ବାପା ଙ୍କ ପାଖରୁ ଶୁଣିଥିଲି କବିତା ପ୍ରେମୀ ଓ ଏକ ଛୋଟ କବି ହିସାବରେ କବିତାରେ ରୁଚି ଥିବାରୁ ମୁଁ ଏ କବିତା ଖୋଜି…
    ( ଦୁର୍ଲ୍ଲଭ କୁମାର ରାଉତ )
  • ଜର୍ମାନୀରେ ରହୁଥିବା ବାବୁଜଣଙ୍କ ଓଡ଼ିଆଣୀ ବୋଉ ସାଥିରେ ବିଦେଶିନୀ ମମିକୁ ସମାନ ଭାବରେ ତଉଲିଦେଲେ । ବୋଧହୁଏ ଲେଖକଙ୍କର ଆନ୍ତରିକତାକୁ ସେ ପରଖିପାରି ନାହାନ୍ତି । ମମତାର…
    ( ରଙ୍ଗନାଥ ରଥ )