ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଶକ୍ତି ମହାନ୍ତି
ବାମାଚରଣ ମିତ୍ର
ସାର୍‌ ବାସୁଦେବ ସୁଢ଼ଳଦେବ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ଦେବେନ୍ଦ୍ର ମହାନ୍ତି
ସୁରେନ୍ଦ୍ର ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବିନୋଦ କାନୁନ୍‌ଗୋ
ଜ୍ଞାନମଣ୍ଡଳର ପ୍ରତିଷ୍ଠାତା ଭାବେ ସୁପରିଚିତ ବିନୋଦ କାନୁନ୍‌ଗୋ (୧୯୧୨-୧୯୯୦) ଜଣେ ସାହିତ୍ୟିକଭାବେ ମଧ୍ୟ ପରିଚିତ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଶ୍ରୀ କାନୁନ୍‌ଗୋ ଜଣେ ଶିଶୁ ସାହିତ୍ୟିକ ଭାବେ ଅନେକ ପୁସ୍ତକ ରଚନା କରିଛନ୍ତି୤ ଓଡ଼ିଆ ଭାଷାର ଏକ ଉନ୍ନତମାନର ଭାଷାକୋଷ ଭାବେ ପରିଗଣିତ ତଥା ତାଙ୍କ ଦ୍ବାରା ସଙ୍କଳିତ ଜ୍ଞାନମଣ୍ଡଳ ଓ ଶିଶୁ ଜ୍ଞାନମଣ୍ଡଳ ଗ୍ରନ୍ଥ ତାଙ୍କର ସବୁଠାରୁ ଅନବଦ୍ୟ ସୃଷ୍ଟି୤ ଏହା ସହିତ ତାଙ୍କ ରଚିତ ପୁସ୍ତକ ମଧ୍ୟରେ ଉତ୍କଳ ମଣି, ଜାତୀୟ କବି ବୀରକିଶୋର ଓ ଆଚାର୍ଯ୍ୟ ହରିହରଙ୍କ ଜୀବନୀ ଏବଂ ତାଙ୍କ ଆତ୍ମଜୀବନୀ ପୁସ୍ତକ ଋଣ ପରିଶୋଧ ଆଦି ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )