ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭

ଲେଖକ ଓ ଲେଖିକା

ଶକ୍ତି ମହାନ୍ତି
ରାଜକିଶୋର ରାୟ
ବୈକୁଣ୍ଠନାଥ ପଟ୍ଟନାୟକ
ନିତ୍ୟାନନ୍ଦ ମହାପାତ୍ର
ରବି ଶତପଥୀ
ଡ.ହରେକୃଷ୍ଣ ମହତାବ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭୁବନେଶ୍ବର ବେହେରା
ଭୁବନେଶ୍ବର ବେହେରା ଏକାଧାରରେ ଜଣେ ଖ୍ୟାତନାମା ଇଞ୍ଜିନିୟର୍‌, ସାହିତ୍ୟିକ, ଶିକ୍ଷାବିତ୍‌ ଓ ପ୍ରଶାସକ ଭାବେ ଭୁବନେଶ୍ବର ବେହେରା (୧୯୧୬-୨୦୦୧) ଏକ ପ୍ରତିଷ୍ଠିତ ନାମ୤ ରାଉରକେଲା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସହିତ ଏକାଧିକ କାର୍ଯ୍ୟରେ ଶ୍ରୀ ବେହେରା ପ୍ରଥମ ବ୍ୟକ୍ତି ଭାବେ ପରିଗଣିତ ହୋଇଥିଲେ୤ ସେହିପରି ହିରାକୁଦ ବନ୍ଧ ନିର୍ମାଣରେ ଜଣେ ପ୍ରମୁଖ ଇଞ୍ଜିନିୟର୍‌ ସହିତ ଓଡ଼ିଶାର ପ୍ରଥମ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟଭାବେ ବୁର୍ଲାଠାରେ ୟୁନିଭର୍‌ସିଟି କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ସ୍ଥାପନା କରିବାରେ ସେ ଥିଲେ ପ୍ରମୁଖ ବ୍ୟକ୍ତି୤ ବିଶେଷ କରି ଜଣେ ରମ୍ୟ ରଚନା ଲେଖକ ଭାବେ ଶ୍ରୀ ବେହେରାଙ୍କ ‘ଶୁଣ ପରୀକ୍ଷ’, ‘କଥା ଓ ଲଥା’, ‘ଫରଫର ଉଡ଼େ କାନି’ ଓ ‘କହି ନ ଜାଣେ’ ଆଦି ସଙ୍କଳନ ସହିତ ‘ସହାବସ୍ଥାନ’ ନାମକ ଗଳ୍ପଗ୍ରନ୍ଥ, ‘ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି’ ନାମକ ଭ୍ରମଣ କାହାଣୀ ଓ ‘ଗାଁର ଡାକ’ ଆତ୍ମଜୀବନୀ ହେଉଛି ତାଙ୍କର ପ୍ରକାଶିତ ଲେଖା ମଧ୍ୟରେ ଅନ୍ୟତମ୤ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ସହିତ ସାରଳା ପୁରସ୍କାର ଆଦି ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ଶ୍ରୀ ବେହେରା ତାଙ୍କ ଲେଖା ମାଧ୍ୟମରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )
  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )