ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସେନାପତି ପ୍ରଦ୍ୟୁମ୍ନ କେଶରୀ
ରାଧାନାଥ ରାୟ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ଭାନୁଜୀ ରାଓ
ସହଦେବ ସାହୁ
ବିଦ୍ୟୁତପ୍ରଭା ଦେବୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭକ୍ତକବି ମଧୁସୂଦନ ରାଓ
ଭକ୍ତକବି ମଧୁସୂଦନ ରାଓ ବିଶେଷତଃ ଭକ୍ତିରସାତ୍ମକ ରଚନାରେ ପରାକାଷ୍ଠା ପ୍ରଦର୍ଶନ କରିଥିବାରୁ ମଧୁସୂଦନ ରାଓଙ୍କୁ ଭକ୍ତ କବି ଭାବେ ମାନ୍ୟତା ପ୍ରଦାନ କରାଯାଇଛି୤ ଜଣେ ଋଷିପ୍ରତିମ ସାହିତ୍ୟିକ ଭାବେ ପରିଚିତ ମଧୁସୂଦନଙ୍କ ଦ୍ବାରା ଲିଖିତ ବର୍ଣ୍ଣବୋଧ ଓଡ଼ିଆ ଭାଷାର ପ୍ରାରମ୍ଭିକ ଶିକ୍ଷା ନିମନ୍ତେ ଆଜି ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି୤ ଏହା ବ୍ୟତୀତ ତାଙ୍କ ଦ୍ବାରା ଲିଖିତ କବିତା, ଛାନ୍ଦ, ସ୍ତୁତି ସମେତ ପିଲାମାନଙ୍କ ପାଇଁ ଛୋଟ ଛୋଟ ଗପ ସମେତ ମନୁଷ୍ୟର ବିଭିନ୍ନ ଅବସ୍ଥା ଏବଂ ପ୍ରକୃତିର ସୌନ୍ଦର୍ଯ୍ୟ ଉପରେ ଲେଖାଗୁଡ଼ିକ ଆଜି ମଧ୍ୟ ବିରଳ୤ ତାଙ୍କ ଲେଖାଗୁଡ଼ିକରେ ବ୍ୟବହୃତ ଶବ୍ଦ ଏବଂ ବାକ୍ୟଗୁଡ଼ିକ ସରଳ ଏବଂ ଶାବଲୀଳ ହୋଇଥିବାରୁ ଜଣେ ସାଧାରଣ ପାଠକ ମଧ୍ୟ ତାଙ୍କ ଲେଖା ସହଜରେ ବୁଝିପାରିଥାଏ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )