ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଫନି ମହାନ୍ତି
ସନ୍ଥକବି ଭୀମ ଭୋଇ
ସହଦେବ ସାହୁ
ଅମରେଶ ବିଶ୍ବାଳ
ଶାରଦା ପ୍ରସାଦ ମିଶ୍ର
ଫତୁରାନନ୍ଦ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭଗବତୀ ଚରଣ ପାଣିଗ୍ରାହୀ
ଭଗବତୀ ଚରଣ ପାଣିଗ୍ରାହୀ କବିଚନ୍ଦ୍ର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କନିଷ୍ଟ ଭ୍ରାତା ତଥା ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ଜଣେ କର୍ଣ୍ଣଧାର ସହିତ ଜଣେ ପ୍ରଗତିଶୀଳ ଲେଖକ ଭାବେ ଭଗବତୀ ଚରଣ ପାଣିଗ୍ରାହୀ(୧୯୦୮-୧୯୪୩) ପରିଚିତ୤ ମାତ୍ର ୩୫ ବର୍ଷର ଜୀବନକାଳ ମଧ୍ୟରେ ଓଡ଼ିଶାର ଦଳିତ, ନିଷ୍ପେ‍ଷିତ ଏବଂ ଜନଜାତିମାନଙ୍କ ପାଇଁ ସଂଗ୍ରାମ କରିଥିବା ଭଗବତୀ ଚରଣଙ୍କ ଶିକାର ସମେତ ମିମାଂଶା, ମୃତ୍ୟୁର ଚେତନା, ଝଡ଼ ଓ ମଜଲିସ୍‌ ଆଦି କ୍ଷୁଦ୍ରଗଳ୍ପ ବେଶ୍‌ ଲୋକପ୍ରିୟ୤ ତାଙ୍କର ଗଳ୍ପଗୁଡ଼ିକ ସେତେବେଳର ବୁର୍ଜୁଆମାନଙ୍କର ଭିତ୍ତିଭୂମିକୁ ଗଭୀର ଭାବେ ଆଘାତ କରିଥିଲା୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )