ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅମରେଶ ବିଶ୍ବାଳ
ଅମରେଶ ବିଶ୍ବାଳ ଜଣେ ବୈଦୁତ୍ୟିକ ଗଣମାଧ୍ୟମର ସାମ୍ବାଦିକ ଭାବେ କାର୍ଯ୍ୟରତ ଅମରେଶ ବିଶ୍ବାଳ ଜଣେ ଗାଳ୍ପିକ ଭାବେ ଜଣାଶୁଣା୤ ଏହା ବ୍ୟତୀତ ସେ ସାମ୍ପ୍ରତିକ ବିଷୟ ଉପରେ କବିତା ଓ ସ୍ତମ୍ଭ ମଧ୍ୟ ଲେଖା ଜାରି ରଖିଛନ୍ତି୤ ତାଙ୍କର ପ୍ରକାଶିତ ସଙ୍କଳନ ମଧ୍ୟରେ ‘ଅବକ୍ଷୟ ମୁଖୀ ଜାତୀୟ ଚରିତ୍ର’ ଓ ‘ବୟସ୍କ ଲୋକର ସମୟ’ ଅନ୍ୟତମ୤ ସାମ୍ବାଦିକତା ସହିତ ସାହିତ୍ୟ ପାଇଁ ଶ୍ରୀ ବିଶ୍ବାଳ ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ଟାଇମ୍‌ ପାସ୍‌ ପୁସ୍ତକ ପୁରସ୍କାର ଆଦିରେ ସମ୍ମାନିତ ହୋଇଛନ୍ତି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ଭଲ ଲାଗିଲା । ମନେ ମନେ ଖୋଜୁଥିଲି ଅନେକ ପ୍ରିୟ କବିଙ୍କ କବିତା । ଆଜି ଆପଣଙ୍କ ମାଧ୍ୟମରେ ପ୍ରିୟ କବି ମାୟାଧର ମାନସିଂହଙ୍କ କବିତା ତରୁଣ…
    ( ମହେନ୍ଦ୍ର କୁମାର ପ୍ରଧାନ )
  • ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ କ୍ଷମା ଓ ଖଦ୍ୱେତର ଖେଦ କବିତାଗୁଡିକୁ ସ୍ଥାନିତ କରନ୍ତୁ। ଏହି କବିତା ଦ୍ବୟ ବହୁତ ସୁନ୍ଦର।
    ( ରାଜେଶ କୁମାର ସାହୁ )
  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )