ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅମରେନ୍ଦ୍ର ଖଟୁଆ
ଅମରେନ୍ଦ୍ର ଖଟୁଆ ଭାରତୀୟ ବିଦେଶ ସେବାର ଜଣେ ଦକ୍ଷ ଅଧିକାରୀ ଭାବେ ଅମରେନ୍ଦ୍ର ଖଟୁଆ ନିକଟରେ ଆର୍ଜେଣ୍ଟିନାର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଛନ୍ତି୤ ବିଶେଷ କରି ଜଣେ କବି ଭାବେ ସେ ସୁପରିଚିତ୤ ତାଙ୍କର ପ୍ରକାଶିତ ଓଡ଼ିଆ କବିତା ଗ୍ରନ୍ଥସବୁ ହେଉଛି- ସମର୍ଥ ବିପର୍ଯ୍ୟୟ, ସମ୍ମୋହିତ ସ୍ବୀକୃତି, ଜୀବନଯାପନର ନାନାବାୟା, ଦୃଶ୍ୟ ଅପହଞ୍ଚ, ଶିରୋନାମା, କବିର ସମୟ, ବିହ୍ବଳ ବ୍ୟାକରଣ, ସମ୍ମୋହନ ଓ ଅନ୍ୟ କବିତା, ନିର୍ଜନତାର ନିଜପଣ୤ ଏହା ସହିତ ତାଙ୍କର ଇଂରାଜୀ, ହିନ୍ଦୀ ଓ ତେଲୁଗୁରେ ନିଜ ରଚିତ ଓ ଅନୂଦିତ ଅନ୍ୟ ପାଞ୍ଚଟି କବିତା ସଙ୍କଳନ ମଧ୍ୟ ରହିଛି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ର ମାତୃଭୂମି କାବ୍ୟ ଅନନ୍ୟ।ଆଜିର ଓଡ଼ିଆମାନଙ୍କ ମନରେ ଭାଷା ପ୍ରତି ମମତା ଜାଗ୍ରତ କରିବା ର ଉଦାହରଣ।କିଭଳି ନିଷ୍ଠାର ସହ…
    ( ଅଶୋକ ପରିଡା )
  • ହାଇସ୍କୁଲ ରେ ପଢ଼ିଥିଲି l କର୍ମରତ ଜୀବନରେ ସବୁ ଭୁଲି ଯାଉଥିଲି କିନ୍ତୁ ପଡ଼ିଲେଖା ମୋର ସବୁବେଳେ ମନେ ରହୁଥିଲା "ବରଜୀବ ରସେ ଦେଇ......... ହୋଇବ ଗାଈ…
    ( Saidev patel )
  • ଭଲ ଲାଗିଲା । ମନେ ମନେ ଖୋଜୁଥିଲି ଅନେକ ପ୍ରିୟ କବିଙ୍କ କବିତା । ଆଜି ଆପଣଙ୍କ ମାଧ୍ୟମରେ ପ୍ରିୟ କବି ମାୟାଧର ମାନସିଂହଙ୍କ କବିତା ତରୁଣ…
    ( ମହେନ୍ଦ୍ର କୁମାର ପ୍ରଧାନ )