ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅକ୍ଷୟ ମହାନ୍ତି
ଅକ୍ଷୟ ମହାନ୍ତି ଜଣେ ସାହିତ୍ୟିକ ଅପେକ୍ଷା ଜଣେ ସଙ୍ଗୀତଜ୍ଞ ଭାବେ ଅକ୍ଷୟ ମହାନ୍ତି(୧୯୩୭-୨୦୦୨) ଓଡ଼ିଆମାନଙ୍କ ନିକଟରେ ବେଶ୍‌ ସୁପରିଚିତ୤ ତାଙ୍କ ଅନେକ ଗଳ୍ପ ଓ କବିତା ସହିତ ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପ ମଧ୍ୟରେ ତାଙ୍କ ଆତ୍ମଜୀବନୀ ପୁସ୍ତକ ଆର୍ଯ୍ୟଦାଶର ଆତ୍ମଲିପି ଓ ଆର୍ଯ୍ୟଦାଶର ଶେଷ ଲିପି ଅଜସ୍ର ପାଠକୀୟ ସ୍ବୀକୃତି ହାସଲ କରିଛି୤ ଏହା ବ୍ୟତୀତ ଅନେଶ୍ବତ ରାତି ଓ ବିଚରା କ୍ଷୁଦ୍ରଗଳ୍ପ ସଙ୍କଳନ ସହିତ ଅଫେରା ନଦୀ ଓ ଗାୟକ ଆଦି ଉପନ୍ୟାସ ଆଦି ଅନ୍ତର୍ଭୁକ୍ତ୤ ଏହା ବ୍ୟତୀତ ଓଡ଼ିଆ ସଙ୍ଗୀତ ଜଗତର ଜଣେ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ ଓ ସ୍ବତନ୍ତ୍ର ଭାବେ ସଙ୍ଗୀତ ସଂଯୋଜନା କ୍ଷେତ୍ରରେ ସେ ଜଣେ ସଫଳ ସ୍ରଷ୍ଟା ଥିଲେ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • କବିତା ସଙ୍କଳନ ପାଠ ପଢିବା ସମୟରେ ମନରେ ଗଭୀର ଭାବରେ ପ୍ରଭାବିତ କରିଥିଲା। ପ୍ରକୃତରେ ଏହା ଏକ ପ୍ରେରଣା ଯୁକ୍ତ କବିତା।
    ( ଭୋଳାନାଥ ବଗର୍ତ୍ତି )
  • ଅଭୁତପୂର୍ବ, ଭାବାବେଶ, ଜୀବନ ଦର୍ଶନ ରେ ରୁଦ୍ଧିମନ୍ତ କବିତା ଗଭୀର ପ୍ରଶାନ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ କଲେଜ ଦିନର ସ୍ମୃତି ଉଜ୍ଜୀବିତ କରିଥାଏ l
    ( ଫକିର ମୋହନ ବାରିକ )
  • ମୁଁ ଗୋଟିଏ ଓଡ଼ିଆ କବିତା ଲେଖିଛି। ଆପଣଙ୍କ ପାଖକୁ ପଠେଇବାକୁ ଇଛା କରୁଛି। ଦୟାକରି ଆପଣଙ୍କ ଇ-ମେଲ ଦିଅନ୍ତୁ। ଆଶା ଆପଣଙ୍କୁ ମୋ କବିତା ଭଲ ଲାଗିବ।…
    ( Rajesh Kumar Sahu )