ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଲକ୍ଷ୍ମୀଧର ନାୟକ
ତରୁଣକାନ୍ତି ମିଶ୍ର
ଡକ୍ଟର ମାୟାଧର ମାନସିଂହ
ଅଶୋକ ଚନ୍ଦ୍ର ମହାପାତ୍ର
ଗୋଦାବରୀଶ ମହାପାତ୍ର
ରମାକାନ୍ତ ରଥ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସୁନୀଳ ମିଶ୍ର
ଜଣେ ନିଆରା ଗାଳ୍ପିକ ଭାବେ ସୁନୀଳ ମିଶ୍ର(୧୯୨୬-୧୯୮୬) ନିଜର ସ୍ବତନ୍ତ୍ର ଢାଞ୍ଚାର ଲେଖା ପାଇଁ ପରିଚିତ୤ ଅଧିକ ଗଳ୍ପ ଲେଖି ନଥିଲେ ମଧ୍ୟ ଦୈନନ୍ଦିନ ସାମାଜିକ ବିଷୟ ଉପରେ ଗୁରୁତ୍ବକୁ ନେଇ ଶ୍ରୀ ମିଶ୍ରଙ୍କ ଅନେକ ରଚନା ପର୍ଯ୍ୟବେଶିତ୤ ବିଶେଷ କରି ଜଣେ ରମ୍ୟ ରଚନାକାର ଭାବେ ପରିଚିତ ତଙ୍କର ପ୍ରକାଶିତ ଗ୍ରନ୍ଥ ମଧ୍ୟରେ ‘ଖଦଡ଼ ମୁଣି’, ‘ଲଙ୍ଗଳା ସାହାଡ଼ା’ ଓ ‘କ୍ଳାନ୍ତ ବୃହନ୍ନଳା’ ଆଦି ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )