ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସୀତାକାନ୍ତ ମହାପାତ୍ର
ସୀତାକାନ୍ତ ମହାପାତ୍ର ୧୯୩୭ ମସିହାରେ ଜନ୍ମିତ କବି ସୀତାକାନ୍ତ ମହାପାତ୍ର ଏକାଧାରରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ପ୍ରତିଭାବାନ୍‌ କବି ଭାବେ ସୁପରିଚିତ୤ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ଜ୍ଞାନପୀଠ ପୁରସ୍କାର, କବୀର ସମ୍ମାନ ସହିତ ଅନେକ ସମ୍ମାନଜନକ ପୁରସ୍କାର ଓ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି ଶ୍ରୀ ମହାପାତ୍ର୤ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ସଂସ୍ଥା ଜାତୀୟ ପୁସ୍ତକ ନ୍ୟାସ(ନେସ୍‌ନାଲ୍‌ ବୁକ୍‌ ଟ୍ରଷ୍ଟ୍‌) ର ଅଧ୍ୟକ୍ଷ ପଦବୀ ସହିତ ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ଶ୍ରୀ ମହାପାତ୍ର୤ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ହୋଇ ମଧ୍ୟ ସେ ଜଣେ କବି, ସମାଲୋଚକ ତଥା ପ୍ରାବନ୍ଧିକ ଭାବେ ନିଜର ପରାକାଷ୍ଠାର ପ୍ରତିପାଦନ କରିପାରିଛନ୍ତି୤ ତାଙ୍କ ରଚିତ ଓ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ ‘ ଦୀପ୍ତି ଓ ଦ୍ୟୁତି ’, ‘ ଅଷ୍ଟପଦୀ’, ‘ ଶବ୍ଦର ଆକାଶ’, ‘ ଆର ଦୃଶ୍ୟ’ ଆଦି କବିତାଗ୍ରନ୍ଥ ଏବଂ ‘ଭିନ୍ନ ଆକାଶ’, ‘ ଭିନ୍ନ ଦିପ୍ତି’ ଆଦି ପ୍ରବନ୍ଧ ସଙ୍କଳନ ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ଭଲ ଲାଗିଲା । ମନେ ମନେ ଖୋଜୁଥିଲି ଅନେକ ପ୍ରିୟ କବିଙ୍କ କବିତା । ଆଜି ଆପଣଙ୍କ ମାଧ୍ୟମରେ ପ୍ରିୟ କବି ମାୟାଧର ମାନସିଂହଙ୍କ କବିତା ତରୁଣ…
    ( ମହେନ୍ଦ୍ର କୁମାର ପ୍ରଧାନ )
  • ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ କ୍ଷମା ଓ ଖଦ୍ୱେତର ଖେଦ କବିତାଗୁଡିକୁ ସ୍ଥାନିତ କରନ୍ତୁ। ଏହି କବିତା ଦ୍ବୟ ବହୁତ ସୁନ୍ଦର।
    ( ରାଜେଶ କୁମାର ସାହୁ )
  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )