ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାଳିନ୍ଦି ଚରଣ ପାଣିଗ୍ରାହୀ
ଅଶୋକ ଚନ୍ଦ୍ର ମହାପାତ୍ର
ଦୟାନିଧି ମିଶ୍ର
ସ୍ବଭାବ କବି ଗଙ୍ଗାଧର ମେହେର
ନନ୍ଦ କିଶୋର ବଳ
ପ୍ରଦୀପ ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରାଜକିଶୋର ପଟ୍ଟନାୟକ
ଉପନ୍ୟାସକାର ହିସାବରେ ପ୍ରସିଦ୍ଧି ଲାଭ କରିଥିବା ରାଜକିଶୋର ପଟ୍ଟନାୟକ (୧୯୧୬-୧୯୯୭)ଙ୍କର ଗଳ୍ପ କ୍ଷେତ୍ରରେ ସ୍ବାତନ୍ୟ୍ତ୍ର ବେଶ୍‌ ପରିସ୍ଫୁଟ୤ ଜୀବନର ବିବିଧ ରୂପକୁ ରୂପାୟନ କରିବା କ୍ଷେତ୍ରରେ ତାଙ୍କ ଗଳ୍ପ ଗୁଡ଼ିକର ଭୂମିକା ବିଶେଷ ସ୍ମରଣୀୟ୤ ସେ ସୃଷ୍ଟିର ପ୍ରାଚୁର୍ଯ୍ୟ ଭିତରେ ସୂଚନା ଦେବା ଅପେକ୍ଷା ଇଙ୍ଗିତକୁ ଅଧିକ ପସନ୍ଦ କରନ୍ତି, ଯାହାକି ବହୁ ସମୟରେ ପାଠକଙ୍କ ନିକଟରେ ସୁମିଷ୍ଟ ହୋଇପଡ଼େ୤ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ଶ୍ରୀ ପଟ୍ଟନାୟକ ମୁଖ୍ୟତଃ ଗଳ୍ପ ଓ ଉପନ୍ୟାସମାନ ରଚନା କରିଛନ୍ତି୤ ତାଙ୍କ ରଚିତ ଉପନ୍ୟାସ ଗ୍ରନ୍ଥ ମଧ୍ୟରେ ‘ପଞ୍ଜୁରୀ ପକ୍ଷୀ’, ‘ସିନ୍ଦୁର ଗାର’, ‘ଚଲାବାଟ’, ‘ଜୀବନ ସନ୍ଧ୍ୟା’ ସମେତ ‘ତୁଠ ପଥର’, ‘ଶାଳଗ୍ରାମ’ , ‘କଳ୍ପନାର ଫୁଲ ’ ଓ ‘ହାଟବାହୁଡ଼ା’ ଆଦି ଗଳ୍ପ ସଙ୍କଳନ ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )