ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରାଧାନାଥ ରାୟ
ରାଧାନାଥ ରାୟ ଓଡ଼ିଆ ସାହିତ୍ୟରେ କବିବର ନାମରେ ପରିଚିତ ରାଧାନାଥ ରାୟ(୧୮୪୮-୧୯୦୮) ନିଜର ସ୍ବତନ୍ତ୍ର ଶୈଳୀର କାବ୍ୟ ରଚନା ପାଇଁ ପରିଚିତ ଥିଲେ୤ ଓଡ଼ିଆ ଓ ବଙ୍ଗଳା ଭାଷାରେ ଅନେକ କାବ୍ୟ କବିତ ରଚନା କରିଥିବା ରାଧାନାଥ ପ୍ରକୃତିକୁ ଭଲ ପାଉଥିବା ଜଣେ କବି ଥିଲେ୤ ତେଣୁ ତାଙ୍କୁ ପ୍ରକୃତି କବି ବୋଲି ମଧ୍ୟ କୁହାଯାଇଥାଏ୤ ଓଡ଼ିଶାର ବିଭିନ୍ନ ସ୍ଥାନର ପ୍ରାକୃତିକ ବର୍ଣ୍ଣନା ତାଙ୍କ କାବ୍ୟକବିତାର ଏକ ପ୍ରମୁଖ ଆକର୍ଷଣ ଥିଲା୤ ତାଙ୍କର କବିତାଗ୍ରନ୍ଥ ମଧ୍ୟରେ ‘ମେଘଦୂତ’, ‘ମହାଯାତ୍ରା’, ‘ଚିଲିକା’, ‘ଚନ୍ଦ୍ରଭାଗା’, ‘ନନ୍ଦିକେଶ୍ବରୀ’ ଅନ୍ୟତମ୤ ଏହା ବ୍ୟତୀତ ସେ ‘ଇତାଲୀୟ ଯୁବା’ ନାମକ ଏକ ଉପନ୍ୟାସ ସହିତ ‘ଭ୍ରମଣକାରୀ ପତ୍ର’ ନାମକ ଏକ ଭ୍ରମଣ ବୃତ୍ତାନ୍ତ ମଧ୍ୟ ରଚନା କରିଥିଲେ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ