ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପଦ୍ମଚରଣ ପଟ୍ଟନାୟକ
ତରୁଣ ଜୀବନର ମୂର୍ଚ୍ଛନା, କିଶୋର ଜୀବନର ସ୍ମୃତି ଆଦିକୁ ସୁନ୍ଦର ଭାବଧାରା ମାଧ୍ୟମରେ ସଜାଇ କବିତା ଲେଖନର ଏକ ନିଆରା ଶୈଳୀ ପାଇଁ ପଦ୍ମଚରଣ ପଟ୍ଟନାୟକ(୧୮୮୫-୧୯୫୬) ସ୍ମରଣୀୟ ରହିବେ୤ ଓଡ଼ିଆ କାବ୍ୟ ସାହିତ୍ୟରେ ନିଜର ଲେଖା ପାଇଁ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ହୋଇଥିଲେ କବି ପଦ୍ମଚରଣ୤ ପ୍ରଚାର ଓ ପ୍ରସାରଠାରୁ ଦୂରରେ ରହି ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ କବିତା ଲେଖିବା ତାଙ୍କର ନିଶା ଥିଲା୤ ତାଙ୍କର କବିତା ଗ୍ରନ୍ଥ ମଧ୍ୟରେ ‘ପଦ୍ମ ପାଖୁଡ଼ା’, ‘ ସୂର୍ଯ୍ୟମୁଖୀ’, ‘ ଗୋଲାପ ଫୁଲ’ ଆଦି ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ