ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନୀଳମଣି ବିଦ୍ୟାରତ୍ନ
ନୀଳମଣି ବିଦ୍ୟାରତ୍ନ ଆଧୁନିକ ଓଡ଼ିଶାର ବିନ୍ଧାଣୀମାନଙ୍କ ମଧ୍ୟରୁ ପଣ୍ଡିତ ନୀଳମଣି ମିଶ୍ର (୧୮୬୭-୧୯୨୩) ଏକ ପରିଚିତ ନାମ୤ ବାମଣ୍ଡାର ରାଜା ସାର୍‌ ସୁଢଳ ଦେବଙ୍କ ଦ୍ବାରା ବିଦ୍ୟାରତ୍ନ ଉପାଧିପ୍ରାପ୍ତ ହେବା ପରେ ତାଙ୍କ ନାମ ନୀଳମଣି ବିଦ୍ୟାରତ୍ନ ହୋଇଥିଲା୤ ସାହିତ୍ୟ ପତ୍ରିକା ମାଧ୍ୟମରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ପଣ୍ଡିତ ନୀଳମଣିଙ୍କ ନାମ କାଳ କାଳକୁ ଅମର ରହିଥିବ୤ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଥିବା ‘ସମ୍ବଲପୁର ହିତୈଷିଣୀ’, ‘ପ୍ରଜାବନ୍ଧୁ’ ଓ ‘ଉତ୍କଳ ଦୀପିକା’ ଆଦି ଉଚ୍ଚମାନର ସାହିତ୍ୟ ପତ୍ରିକା ମାଧ୍ୟମରେ ସେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଅନେକ ଉଦ୍ୟମ କରିଯାଇଛନ୍ତି୤ ତାଙ୍କ ରଚିତ ଏବଂ ସମ୍ପାଦିତ ପୁସ୍ତକ ମଧ୍ୟରେ ‘ଢେଙ୍କି ପୁରାଣ’, ‘ଗୋଧନ ରକ୍ଷା’, ‘କନ୍ୟା ବିକ୍ରୟ’ ଆଦି ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )