ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କୁଞ୍ଜବିହାରୀ ଦାଶ
ଡକ୍ଟର କୁଞ୍ଜବିହାରୀ ଦାଶ(୧୯୧୪-୧୯୯୬) ଆଧୁନିକ ସାହିତ୍ୟରେ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ। ସେ ଏକାଧାରରେ ଜଣେ ସଙ୍କଳକ, କବି , ଗାଳ୍ପିକ ଓ ସମାଲୋଚକ। କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସହିତ ଏକାଧିକ ପୁରସ୍କାର ଓ ସମ୍ମାନ ପାଇଥିବା ଶ୍ରୀ ଦାଶ ଜଣେ ଲୋକ ସାହିତ୍ୟିକ ଭାବେ ପରିଚିତ ଥିଲେ। ‘ଛିନ୍ନମସ୍ତା’, ‘ପ୍ରଭାତୀ’, ‘କଳକଲ୍ଲୋଳ’, ‘ନବମାଳିକା’, ‘ଅପରାହ୍ନର କେତୋଟି ସ୍ୱର’ ଆଦି ତାଙ୍କ ରଚିତ କବିତା ସଙ୍କଳନ ଓ ‘କଥାଟିଏ କହୁଁ’, ‘ଲୋକଗଳ୍ପ ସଞ୍ଚୟନ’, ‘ଲୋକଗଳ୍ପ ସଙ୍କଳନ’ ଆଦି ଗଳ୍ପ ସଙ୍କଳନ ସହିତ ‘ମଶାଣୀ ତୁଳସୀ’, ‘ମଣିମା ଶୁଣିମା ହେଉ’ ଆଦି ଉପନ୍ୟାସ ତାଙ୍କର କେତୋଟି ଉଲ୍ଲେଖନୀୟ ସୃଷ୍ଟି।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ମୁଦ୍ରଣ ଜନିତ ତ୍ରୁଟି ବହୁତ ପରିଲକ୍ଷିତ ହେଉଛି ଦୟାକରି ଧ୍ୟାନ ଦେବାକୁ ଅନୁରୋଧ
    ( ତପନ ଦୀକ୍ଷିତ(ବେଳାଭୂମି) )
  • ପିଲା ଦିନେ ବାପା ଙ୍କ ପାଖରୁ ଶୁଣିଥିଲି କବିତା ପ୍ରେମୀ ଓ ଏକ ଛୋଟ କବି ହିସାବରେ କବିତାରେ ରୁଚି ଥିବାରୁ ମୁଁ ଏ କବିତା ଖୋଜି…
    ( ଦୁର୍ଲ୍ଲଭ କୁମାର ରାଉତ )
  • ଜର୍ମାନୀରେ ରହୁଥିବା ବାବୁଜଣଙ୍କ ଓଡ଼ିଆଣୀ ବୋଉ ସାଥିରେ ବିଦେଶିନୀ ମମିକୁ ସମାନ ଭାବରେ ତଉଲିଦେଲେ । ବୋଧହୁଏ ଲେଖକଙ୍କର ଆନ୍ତରିକତାକୁ ସେ ପରଖିପାରି ନାହାନ୍ତି । ମମତାର…
    ( ରଙ୍ଗନାଥ ରଥ )