ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କୃଷ୍ଣପ୍ରସାଦ ମିଶ୍ର
କୃଷ୍ଣପ୍ରସାଦ ମିଶ୍ର କ୍ଷୁଦ୍ରତମ ଅନୁଭୂତି ମାଧ୍ୟମରେ ଗୋଟିଏ ବୃହତ୍ତର ଚିନ୍ତାରାଜ୍ୟର ଖୋରାକ ଯୋଗାଇବା ଦିଗରେ କୃଷ୍ଣପ୍ରସାଦ ମିଶ୍ର (୧୯୩୩-୧୯୯୪) ସୁପରିଚିତ୤ ସୂକ୍ଷ୍ମ ମନୋବୃତ୍ତିକୁ ଅଦ୍ଭୂତପୂର୍ବ ଭାବେ ଉପସ୍ଥାପନା କରିବା ତାଙ୍କ ଦୃଷ୍ଟିର ବିଶେଷତ୍ବ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଶ୍ରୀ ମିଶ୍ର ବିଶେଷ କରି ଜଣେ ଗାଳ୍ପିକ ଭାବେ ପରିଚିତ ଥିଲେ୤ ତାଙ୍କର ଗଳ୍ପଗ୍ରନ୍ଥ ମଧ୍ୟରେ ‘କ୍ରୀତଦାସର କାବ୍ୟ’, ‘ ନାୟଗ୍ରା ଓ ଦେବଯାନୀ’, ‘ ଚିତ୍ରିତ ଚାଦର’ ଆଦି ଅନ୍ୟତମ୤ ଏହା ବ୍ୟତୀତ ତାଙ୍କ ଲିଖିତ ଉପନ୍ୟାସ ମଧ୍ୟରେ ‘ମୃଗତୃଷ୍ଣା’, ‘ ସିଂହକଟୀ’ ସହିତ ‘କାନାଡ଼ା ଡାଏରୀ’ ନାମକ ଭ୍ରମଣ କାହାଣୀ ଆଦି ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ