ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବ୍ରହ୍ମାନନ୍ଦ ପଣ୍ଡା
ବ୍ରହ୍ମାନନ୍ଦ ପଣ୍ଡା ସମ୍ପୂର୍ଣ୍ଣ ନୂତନ ଶୈଳୀର ଗଳ୍ପ ଲେଖକ ହିସାବରେ ବ୍ରହ୍ମାନନ୍ଦ ପଣ୍ଡାଙ୍କ (୧୯୨୨-୧୯୯୭) ନାମ ଉଲ୍ଲେଖଯୋଗ୍ୟ୤ ଓଡ଼ିଆ ସାହିତ୍ୟରେ ସର୍ବପ୍ରଥମେ ସେ ବହୁସଂଖ୍ୟକ ଆଭାସଧର୍ମୀ କୁନି ଗଳ୍ପ ଲେଖିବାର ପ୍ରୟାସ କରିଛନ୍ତି୤ ରାଜନୈତିକ ଚିନ୍ତାଭିତ୍ତିକ ଓ ବ୍ୟକ୍ତିଗତ ଅହଂସିକ୍ତ କାହାଣୀଗୁଡ଼ିକ ତାଙ୍କ ଲେଖନୀରେ ରୁଚିମନ୍ତ ହୋଇପାରିଛି୤ ସେ ଏକାଧାରରେ ଜଣେ ରାଜନୈତିକ ନେତା, ସମାସେବୀ, ସାହିତ୍ୟିକ ଓ ଆଧ୍ୟାତ୍ମିକ ସାଧକ ଥିଲେ୤ ଜଣେ ଅନୁବାଦକଭାବେ ମଧ୍ୟ ସେ ନିଜର ପ୍ରଜ୍ଞା ଓ ପ୍ରତିଭାର ପରିଚୟ ଦେଇଥିଲେ୤ ତାଙ୍କର ପ୍ରକାଶିତ ଗଳ୍ପଗ୍ରନ୍ଥ ମଧ୍ୟରେ ‘କଳା ଓ କଳ୍ପନା’, ‘ ଆତ୍ମ ପରିଚୟ’, ‘ପ୍ରାନ୍ତ ଯମକ’ ଆଦି ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ମୁଦ୍ରଣ ଜନିତ ତ୍ରୁଟି ବହୁତ ପରିଲକ୍ଷିତ ହେଉଛି ଦୟାକରି ଧ୍ୟାନ ଦେବାକୁ ଅନୁରୋଧ
    ( ତପନ ଦୀକ୍ଷିତ(ବେଳାଭୂମି) )
  • ପିଲା ଦିନେ ବାପା ଙ୍କ ପାଖରୁ ଶୁଣିଥିଲି କବିତା ପ୍ରେମୀ ଓ ଏକ ଛୋଟ କବି ହିସାବରେ କବିତାରେ ରୁଚି ଥିବାରୁ ମୁଁ ଏ କବିତା ଖୋଜି…
    ( ଦୁର୍ଲ୍ଲଭ କୁମାର ରାଉତ )
  • ଜର୍ମାନୀରେ ରହୁଥିବା ବାବୁଜଣଙ୍କ ଓଡ଼ିଆଣୀ ବୋଉ ସାଥିରେ ବିଦେଶିନୀ ମମିକୁ ସମାନ ଭାବରେ ତଉଲିଦେଲେ । ବୋଧହୁଏ ଲେଖକଙ୍କର ଆନ୍ତରିକତାକୁ ସେ ପରଖିପାରି ନାହାନ୍ତି । ମମତାର…
    ( ରଙ୍ଗନାଥ ରଥ )