ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବିଦ୍ୟୁତପ୍ରଭା ଦେବୀ
ବିଦ୍ୟୁତପ୍ରଭା ଦେବୀ ଜଣେ ଲୋକପ୍ରିୟ ନାରୀ କବି ଭାବେ ବିଦ୍ୟୁତପ୍ରଭା ଦେବୀ (୧୯୨୬-୧୯୭୭) ତାଙ୍କ ସମୟରେ ଜଣେ ପ୍ରତିଷ୍ଠିତ ଲେଖିକା ଭାବେ ପରିଚିତ ଥିଲେ୤ କବିତା ସହିତ ଶିଶୁମାନଙ୍କ ପାଇଁ ମଧ୍ୟ ସେ ଅନେକ ଲେଖା ଲେଖିଯାଇଛନ୍ତି୤ ତାଙ୍କର କବିତା ଗ୍ରନ୍ଥ ମଧ୍ୟରେ ‘ସବିତା ’, ‘ମରିଚିକା’, ‘କନକାଞ୍ଜଳି ’, ‘ସଞ୍ଚୟନ’ ‘ଝରା ଶିଉଳି’ ଆଦି ଅନ୍ୟତମ୤ ଶିଶୁ ସାହିତ୍ୟ ସଙ୍କଳନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ପୁରସ୍କାର ସହିତ କବିତା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ୤ ସରଳ ଓ ସାବଲୀଳ ଭାଷାର ବ୍ୟବହାର ତାଙ୍କ ରଚନାଗୁଡ଼ିକର ସ୍ବତନ୍ତ୍ରତା ଥିଲା୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ