ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭାନୁଜୀ ରାଓ
ଭାନୁଜୀ ରାଓ ଓଡ଼ିଆ କବିତା କ୍ଷେତ୍ରରେ ଏକ ନୂତନ ଧାରା ଆରମ୍ଭ କରିଥିଲେ କବି ଭନୁଜୀ ରାଓ(୧୯୨୬-୨୦୦୧)୤ ବିଂଶ ଶତାବ୍ଦୀର ୫୦ ଓ ୬୦ ଦଶକରେ ନିଜର ଅନୁପମ କାବ୍ୟଭାବନା ଓ ଚାତୁରୀ ଯୋଗୁଁ ଭାନୁଜୀ ରାଓ ତାଙ୍କ ସମୟର କବିମାନଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ଥିଲେ୤ ନିଜର ଛୋଟ ଛୋଟ କବିତା ମାଧ୍ୟମରେ ମର୍ମସ୍ପର୍ଶୀ ଓ ଚେତନାଦିପ୍ତ ଭାବଧାରାକୁ ଭାଷାବିନ୍ୟାସ ଦେଇ ସେ ପାଠକମାନଙ୍କ ନିକଟରେ ପରିବେଷଣ କରିବାରେ ସିଦ୍ଧହସ୍ତ ଥିଲେ୤ କେନ୍ଦ୍ର ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଏହି କବି ମୁଖ୍ୟତଃ କବିତାଗ୍ରନ୍ଥ ରଚନା କରିଥିଲେ୤ ତାଙ୍କର କବିତା ଗ୍ରନ୍ଥ ମଧ୍ୟରେ ‘ନୂତନ କବିତା’, ‘ ବିଷାଦ ଏକ ଋତୁ’, ‘ଧୂଷର ବର୍ଣ୍ଣମାଳା’ ‘ହଳଦୀ ପତ୍ରର ବାସ୍ନା’ ଆଦି ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ମୁଦ୍ରଣ ଜନିତ ତ୍ରୁଟି ବହୁତ ପରିଲକ୍ଷିତ ହେଉଛି ଦୟାକରି ଧ୍ୟାନ ଦେବାକୁ ଅନୁରୋଧ
    ( ତପନ ଦୀକ୍ଷିତ(ବେଳାଭୂମି) )
  • ପିଲା ଦିନେ ବାପା ଙ୍କ ପାଖରୁ ଶୁଣିଥିଲି କବିତା ପ୍ରେମୀ ଓ ଏକ ଛୋଟ କବି ହିସାବରେ କବିତାରେ ରୁଚି ଥିବାରୁ ମୁଁ ଏ କବିତା ଖୋଜି…
    ( ଦୁର୍ଲ୍ଲଭ କୁମାର ରାଉତ )
  • ଜର୍ମାନୀରେ ରହୁଥିବା ବାବୁଜଣଙ୍କ ଓଡ଼ିଆଣୀ ବୋଉ ସାଥିରେ ବିଦେଶିନୀ ମମିକୁ ସମାନ ଭାବରେ ତଉଲିଦେଲେ । ବୋଧହୁଏ ଲେଖକଙ୍କର ଆନ୍ତରିକତାକୁ ସେ ପରଖିପାରି ନାହାନ୍ତି । ମମତାର…
    ( ରଙ୍ଗନାଥ ରଥ )