ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭାନୁଜୀ ରାଓ
ଭାନୁଜୀ ରାଓ ଓଡ଼ିଆ କବିତା କ୍ଷେତ୍ରରେ ଏକ ନୂତନ ଧାରା ଆରମ୍ଭ କରିଥିଲେ କବି ଭନୁଜୀ ରାଓ(୧୯୨୬-୨୦୦୧)୤ ବିଂଶ ଶତାବ୍ଦୀର ୫୦ ଓ ୬୦ ଦଶକରେ ନିଜର ଅନୁପମ କାବ୍ୟଭାବନା ଓ ଚାତୁରୀ ଯୋଗୁଁ ଭାନୁଜୀ ରାଓ ତାଙ୍କ ସମୟର କବିମାନଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ଥିଲେ୤ ନିଜର ଛୋଟ ଛୋଟ କବିତା ମାଧ୍ୟମରେ ମର୍ମସ୍ପର୍ଶୀ ଓ ଚେତନାଦିପ୍ତ ଭାବଧାରାକୁ ଭାଷାବିନ୍ୟାସ ଦେଇ ସେ ପାଠକମାନଙ୍କ ନିକଟରେ ପରିବେଷଣ କରିବାରେ ସିଦ୍ଧହସ୍ତ ଥିଲେ୤ କେନ୍ଦ୍ର ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଏହି କବି ମୁଖ୍ୟତଃ କବିତାଗ୍ରନ୍ଥ ରଚନା କରିଥିଲେ୤ ତାଙ୍କର କବିତା ଗ୍ରନ୍ଥ ମଧ୍ୟରେ ‘ନୂତନ କବିତା’, ‘ ବିଷାଦ ଏକ ଋତୁ’, ‘ଧୂଷର ବର୍ଣ୍ଣମାଳା’ ‘ହଳଦୀ ପତ୍ରର ବାସ୍ନା’ ଆଦି ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )