ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୬

ଲେଖକ ଓ ଲେଖିକା

ଗନ୍ତାୟତ ଶିବପ୍ରସାଦ
ଅମିୟବାଳା ପଟ୍ଟନାୟକ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଫକୀରମୋହନ ସେନାପତି
ଅଚ୍ୟୁତାନନ୍ଦ କର
ମହାପାତ୍ର ନୀଳମଣି ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବସନ୍ତ ମୁଦୁଲି
ଓଡ଼ିଆ ସାହିତ୍ୟରେ ଯେଉଁ କେତେଜଣ ଖୁବ୍‌ ଅଳ୍ପବର୍ଷର ଜୀବନ ମଧ୍ୟରେ ନିଜର ଲେଖା ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି ସେମାନଙ୍କ ମଧ୍ୟରେ କବି ବସନ୍ତ ମୁଦୁଲି(୧୯୫୫-୧୯୮୬) ଅନ୍ୟତମ। ଜଣେ ସ୍ୱାଧୀନଚେତା କବିଭାବେ ମୁଖ୍ୟତଃ ସାମାଜିକ ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ସେ କବିତା ରଚନା କରିଥିଲେ। ଅନେକ ପ୍ରକାରର ପ୍ରତିକୂଳ ପରିସ୍ଥିତିର ସାମନା କରି ସେ ରଚନା କରିଯାଇଥିବା କବିତାଗୁଡ଼ିକ ପାଇଁ ସେ ସ୍ମରଣୀୟ ରହିବେ। କବିଙ୍କ ପ୍ରକାଶିତ କବିତା ସଙ୍କଳନ ମଧ୍ୟରେ ରହିଛି ‘ଯିଏ ଯେଉଁଠି ଅଛ’, ‘ବସନ୍ତ ବର୍ଣ୍ଣମାଳା’, ‘ବିଭୋର ବସନ୍ତ’ ଓ ‘ବସନ୍ତ ବର୍ଣ୍ଣବିଭା’ ଆଦି ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )
  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )