ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବଳରାମ ଦାସ
ପଞ୍ଚସଖା ଯୁଗର ଅନ୍ୟତମ ସାଧକ ବଳରାମ ଦାସ ଓଡ଼ିଶାର ବାଲ୍ମିକୀ ଓ ଶୂଦ୍ରମୁନି ଭାବେ ସୁପରିଚିତ। ସେ ଗଜପତି ପ୍ରତାପରୁଦ୍ର ଦେବ ଓ ଶ୍ରୀଚୈତନ୍ୟଙ୍କ ସମସାମୟିକ ଥିଲେ। କବି ‘ଜଗମୋହନ ରାମାୟଣ’, ‘ଗୁପ୍ତ ଗୀତା’, ‘ଭାବ ସମୁଦ୍ର’, ‘ବ୍ରହ୍ମାଣ୍ଡ ଭୂଗୋଳ’, ‘ବଟ ଅବକାଶ’, ‘ବିରାଟ ଗୀତା’, ‘ଅମରକୋଷ ଗୀତା’, ‘ଲକ୍ଷ୍ମୀପୁରାଣ’ ଆଦି ରଚନା କରିଯାଇଛନ୍ତି। ‘ଲକ୍ଷ୍ମୀପୁରାଣ’ ପାଇଁ କବି ଓଡ଼ିଶାର ଘରେ ଘରେ ପରିଚିତ। ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇ କବି ଓଡ଼ିଶାରେ ଏହାର ପ୍ରଚାର ଓ ପ୍ରସାରରେ ନିଜକୁ ନିୟୋଜିତ କରିଥିଲେ। ବିଶେଷକରି ତାଙ୍କର ସଂସ୍କାରମୂଳକ ଓ କ୍ରାନ୍ତିକାରୀ ରଚନା ଓଡ଼ିଆ ସାହିତ୍ୟରେ ନୂତନ ଭାବଧାରା ସୃଷ୍ଟି କରିଥିଲା।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ

  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )
  • I am now nearing 80 years. I have seen Sri Godabarish Mohapatra in my childhood. He was know to my…
    ( Dilip Kumar Misra )
  • ଓଡ଼ିଆ ସାହିତ୍ୟ ଭାଷାର ଏକ ପ୍ରେମିକର ନମସ୍କାର l ଓଡ଼ିଆ ସାହିତ୍ୟ ଚକ୍ରରେ ମୋତେ ସାମିଲ କରନ୍ତୁ l ଧନ୍ୟବାଦ l
    ( ବନଜl ମହାନ୍ତି )