ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
୧. ଏହି ୱେବ୍ସାଇଟ୍ରେ ଓଡ଼ିଆରେ ଲେଖିବାକୁ ହେଲେ ଆପଣଙ୍କୁ କମ୍ପ୍ୟୁଟର୍ରେ “ଆପ୍ରାନ୍ତ ଓଡିଆ ୟୁନିକୋଡ୍ ” ସ୍ଥାପିତ ( installation ) କରିବାକୁ ପଡିବ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ୍ରେ କ୍ଲିକ୍ କରନ୍ତୁ
http://www.aparts.org/products/aprant-font-odia-key-board-manager/
ବିଶେଷ ଦ୍ରଷ୍ଟବ୍ୟ: “ଆପ୍ରାନ୍ତ ଓଡିଆ ୟୁନିକୋଡ୍” ସଂଗ୍ରହ ( download ) ସମ୍ପୂର୍ଣ୍ଣ ମାଗଣା ( କେବଳ ବ୍ୟକ୍ତିଗତ ବ୍ୟବହାର ପାଇଁ)
୨. “ଅପ୍ରାନ୍ତ ଓଡିଆ ୟୁନିକୋଡ୍”କୁ ବ୍ୟବହାର କରି ଓଡିଆ ଲେଖିବାର ଉପାୟ ବାବଦରେ ସବିଶେଷ ବିବରଣୀ ପାଇଁ ନିମ୍ନ ଲିଙ୍କ୍ରେ କ୍ଲିକ୍ କରନ୍ତୁ
http://www.aparts.org/products/aprant-font-odia-key-board-manager/quick-start-guid-aprant-sampadaka/
୩. “ଅପ୍ରାନ୍ତ ଓଡିଆ ୟୁନିକୋଡ୍ ” ଆପଣଙ୍କ କମ୍ପ୍ୟୁଟର୍ରେ କାର୍ଯ୍ୟକ୍ଷମ (କି-ବୋର୍ଡର “F11″ ବୋତାମ ଟିପିବା ଦ୍ବାରା) ହେବାପରେ, ମାଉସ୍ର ତୀର ଚିହ୍ନ (Cursor) ଥିବା ସ୍ଥାନରେ ଓଡିଆରେ ଲେଖିବା ଆରମ୍ଭ କରନ୍ତୁ ଏହି ପ୍ରକ୍ରିୟା ଖୁବ୍ ସହଜ ଓ ସରଳ ଅଟେ
୪. ଓଡିଆ ଲେଖିବାର ଉପଯୋଗୀ (compatible) ଥିବା ବିଭିନ୍ନ browser ର ତାଲିକା ବିଷୟରେ ଜାଣିବା ପାଇଁ ନିମ୍ନ ଲିଙ୍କ୍ କ୍ଲିକ୍ କରନ୍ତୁ
http://www.aparts.org/products/aprant-font-odia-key-board-manager/how-to-build-odia-website/
APRANT TECHNOLOGY FOR ODIA LANGUAGE
- Aprant Home
- Aprant Odia – Documentation
- Screenshots
- Build ODIA Website
- F A Q
- License Agreement