ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସ୍ମରଣୀୟ ଲେଖା

୮୧ନାନାବାୟା ଗୀତ

ନନ୍ଦ କିଶୋର ବଳ

ବରଷା ରାତିରେ ଯେ ଯାହାର ଘରେ
ଶୁଅନ୍ତି ସମସ୍ତେ ଯାଇଁ,
କେଉଁଠାରେ କିଏ ଗୀତ ଗାଉଥାଏ
ପିଲା ଶୁଆଇବା ପାଇଁ୤

ନନ୍ଦ କିଶୋର ବଳ  ( ମତାମତ - 8ଟି )

୮୨ଛୋଟରେ ବଡ଼

ବିଦ୍ୟୁତପ୍ରଭା ଦେବୀ

ଛୋଟ ଛୋଟ ଫୁଲ ଛୋଟ ଛୋଟ ଶ୍ୟାମ ଘାସ
ଟିକି ଓଠଧାରେ ନାଲି ଗୁଲୁଗୁଲୁ ହାସ

ବିଦ୍ୟୁତପ୍ରଭା ଦେବୀ  ( ମତାମତ - 1ଟା )

୮୩ପହିଲା ପରେ

ଘରେ ଆସି ଗୋଡ଼ ଦେଲାକ୍ଷଣି ସାନପୁଅ ଟୁନୁ ଆସି କହେ- ବାପା ବିସ୍କୁଟ୍‌ ?

ଅନନ୍ତ ପ୍ରସାଦ ପଣ୍ଡା  ( ମତାମତ - 1ଟା )

୮୪ନାଟର ଗୋବର୍ଦ୍ଧନ

ଭୁବନେଶ୍ବର ବେହେରା

କୌଣସି ଘଟଣାବଳୀର ଆଢ଼ୁଆଳରେ ଯଦି କାହାରି ହାତ ଛପି ରହିଥିବାର ସନ୍ଦେହ କରାଯାଏ ତେବେ ସେ ଅଦୃଶ୍ୟ ହାତର ଅଧିକାରୀକୁ ସନ୍ଦେହକାରୀମାନେ ‘ନାଟର ଗୋବର୍ଦ୍ଧନ’ ବୋଲି ବର୍ଣ୍ଣନା କରିଥାଆନ୍ତି୤ ନାଟର ଜଣେ ଗୋବର୍ଦ୍ଧନ କାହିଁକି ଦରକାର, ଗୋବର୍ଦ୍ଧନ ଠିକ୍‌ କଣ ସବୁ…

ଭୁବନେଶ୍ବର ବେହେରା  ( ମତାମତ - 3ଟି )

୮୫ଅନ୍ଧର ଅହମିକା

ନିତ୍ୟାନନ୍ଦ ମହାପାତ୍ର

ସଉରି ପାଇକରାୟ ସେମିତି ଖୁଣ୍ଟଟା ପରି ବସିଛି୤ ହୁଙ୍କୁ ନାହିଁ କି ଚଙ୍କୁ ନାହିଁ୤ ଗଲା ଦୁଇତିନି ଦିନ ହବ ଅନବରତ ଝଡ଼ି ବରଷା ଗାଜି ଦେଇ ଯାଉଛି୤ ଭୋଦୁଅ ମାସ ଶେଷ ମୁଣ୍ଡରେ ଧାରା ଶ୍ରାବଣ ଅଜାଡ଼ି ପଡ଼ିଲା୤ କି…

ନିତ୍ୟାନନ୍ଦ ମହାପାତ୍ର  ( ମତାମତ ଦିଅନ୍ତୁ →

୮୬ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ସନ୍ଥକବି ଭୀମ ଭୋଇ

ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ୤ ଦାସପଣେ କିଣି ଅର୍ଦ୍ଧବାଟେ ଆଣି କିମ୍ପା ଏତେ ସରି କଲେ ୥୧୥ ନାହିଁ ମୋ ଭରସା ଉଡ଼ୁଛି ସହସା କି ବୁଦ୍ଧି କରିବି କହ୤ ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ…

ସନ୍ଥକବି ଭୀମ ଭୋଇ  ( ମତାମତ - 7ଟି )

୮୭ମାଣିକରୁ ମାରିୟମ୍‌

ସନତ୍‌ ରାୟ

ଅଠାନବେ ମସିହାର କେଉଁ ଏକ ପଉଷ କାଳର ଭିଜା ଶୀତୁଆ ସଞ୍ଜରେ ଭେଟିଥିଲି ତାକୁ, ଇବ୍‌ ନଈ ଆରପାରି ବନ୍ଧପାଲି ଗାଁ ମୁଣ୍ଡ ଶାଳବଣ ଉହାଡ଼ରେ ବାଣ୍ଟି ଚାଲିଥିଲା ଦନା ଦନା ହାଣ୍ଡିଆ, ମହୁଲି୤ ଆଠହାତି କସ୍ତା ଖଣ୍ଡିକରେ ଦେହ ତାର…

ସନତ୍‌ ରାୟ  ( ମତାମତ - 1ଟା )

୮୮ମଶାଣିର ଫୁଲ

ପୋଡ଼ାବସନ୍ତ ଶାସନର ଜଗୁ ତିଆଡ଼ି କୀର୍ତ୍ତନ କରେ, ମୃଦଙ୍ଗ ବଜାଏ, ଗଞ୍ଜେଇ ଖାଏ, ଆଉ ମୁର୍ଦ୍ଦାର ପୋଡ଼େ୤ ଭଲ ମଡ଼ାଚଣ୍ଡିଆ ଭାବରେ ସେ ଖଣ୍ଡମଣ୍ଡଳରେ ଜଗୁର ବେଶ୍‌ ଗୋଟାଏ ନାଆଁ ବି ଅଛି୤ ମୁର୍ଦ୍ଦାରଟା ଯେବେ ଜୁଇ ନିଆଁ ଉପରେ ସେଁ…

ସଚ୍ଚି ରାଉତରାୟ  ( ମତାମତ - 3ଟି )

୮୯ଡକେଇତି

ଫତୁରାନନ୍ଦ

ପଧାନ ଘରର ପୁରିଉଠିଥିବା ଶିରୀ ଦେଖି ଆଖପାଖରେ ଲୋକମାନେ ଅଥୟ ହୋଇପଡ଼ିଲେ୤ ସମସ୍ତଙ୍କ ମୁହଁରେ ଖାଲି ହାଇ ହାଇ୤ କାହାର ଛାତି କରତି ନ ହେଉଛି, ଏମିତି ଜଣେ ପାଇବନି୤ ଚାରି ପାଞ୍ଚଜଣ ଏକାଠି ହେଲେ ଉଠିଲା ତା‘ରି କଥା୤ ଦିନେ…

ଫତୁରାନନ୍ଦ  ( ମତାମତ - 1ଟା )

୯୦ଶରତ୍‌

ଭକ୍ତକବି ମଧୁସୂଦନ ରାଓ

(ରାଗ-ମଙ୍ଗଳ) ରୁଚିର ଶରଦକାଳ ବିରାଜିଲା ଆସି, ହସିଲା ଧରଣୀରାଣୀ ଶୋଭା ପରକାଶି୤ କାଶତଣ୍ଡୀ ଫୁଲେ ମହୀଦିଶଇ ଧବଳ, ସରୋବରେ ଫୁଟିଛନ୍ତି କୁମୁଦ କମଳ୤ ସୁନ୍ଦର ମାଳତୀ ଗଙ୍ଗ-ଶିଉଳୀ ଟଗରେ, ଧବଳିତ ଉପବନ ଜନମନ ହରେ୤ ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ,…

ଭକ୍ତକବି ମଧୁସୂଦନ ରାଓ  ( ମତାମତ - 2ଟି )

ପୃଷ୍ଠା :  ୧୦ ୧୧ ୧୨ ୧୩
 
 
 

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )