ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସ୍ମରଣୀୟ ଲେଖା

୭୧ବିଚିତ୍ର କମ୍ପ୍ୟୁଟର

ବିଜୟବାବୁ ମନଧ୍ୟାନ ଦେଇ ଯନ୍ତ୍ରଟିକୁ ପରଖୁ ଥିଲେ୤ କେତେ ଦିନର ସାଧନା, କେତେ ତପସ୍ୟା- କେବଳ ଗୋଟିଏ କାରଣ ପାଇଁ୤ ତାଙ୍କର ପିତୃହନ୍ତା କିଏ ? ଏହାର ସଠିକ୍‌ ଉତ୍ତର ପାଇବା ପାଇଁ ତାଙ୍କର ଗବେଷଣାର ଏହି ବିରାଟ ଯୋଜନା୤

ଅମୂଲ୍ୟ କୃଷ୍ଣ ମିଶ୍ର  ( ମତାମତ ଦିଅନ୍ତୁ →

୭୨ଶୀତ

ଭାନୁଜୀ ରାଓ

ଏଥର ଆସିଚି କାଳ ପରିପୂର୍ଣ୍ଣ ଜରା ଓ ମୃତ୍ୟୁର ଏଥର ଆସିଚି ଋତୁ ଲୋଳଚର୍ମା ବୁଢ଼ୀମାନଙ୍କର କତରା କାଖେଇ କୋଳେ, ଇଷତ୍‌ ଉଷ୍ଣତା ପାଇଁ ଉହ୍ମେଇରେ ସ୍ବରଗ ଖୋଜିବା୤ ପବନ ପନିକି ଧରି କେଳଉଛି ରାତିର ଦେହକୁ, ଏ ବର୍ଷ ବୁଢ଼ା…

ଭାନୁଜୀ ରାଓ  ( ମତାମତ - 1ଟା )

୭୩ଆକର୍ଷଣ

ଦୟାନିଧି ମିଶ୍ର

ଆଜି ପିଲାକାଳ କଥା ମନେ ପଡ଼ିଲେ କେତେବେଳେ ସୁଖ ହୁଏ କେତେବେଳେ ବା ଦୁଃଖ ହୁଏ ୤ ଯେତେବେଳେ କାମଦାମ କିଛି ନ ଥାଏ, ମଣିଷ ନିଶ୍ଚିନ୍ତ ହୋଇ ଘଡ଼ିଏ ବସିବାକୁ ଅବସର ପାଏ୤

ଦୟାନିଧି ମିଶ୍ର  ( ମତାମତ ଦିଅନ୍ତୁ →

୭୪ନାୟଗ୍ରା ଓ ଦେବଯାନୀ

କୃଷ୍ଣପ୍ରସାଦ ମିଶ୍ର

ସମ୍ମୁଖରେ ଭୀମକାନ୍ତ ନାୟାଗ୍ରା ପ୍ରପାତ ସ୍ବୟଂଭୁ ଶଙ୍କରଙ୍କ ମୌଳି ଉପରେ ଚତୁର୍ଥୀ ଚନ୍ଦ୍ର୤ ଚତୁର୍ଥୀ ଚନ୍ଦ୍ରର ଆକାର ନାୟାଗ୍ରା ପ୍ରପାତର୤

କୃଷ୍ଣପ୍ରସାଦ ମିଶ୍ର  ( ମତାମତ - 1ଟା )

୭୫ଚିଲିକା

ରାଧାନାଥ ରାୟ

ଉତ୍କଳ-କମଳା ବିଳାସ-ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା, ଉତ୍କଳର ତୁହି ଚାରୁ ଅଳଙ୍କାର ଉତ୍କଳ-ଭୁବନେ ଶୋଭାର ଭଣ୍ଡାର; ସ୍ବଭାବେ ଭାବୁକ-ମାନସ-ଉଲ୍ଲାସୀ ଦିଗନ୍ତ-ବିସ୍ତାରୀ ତୋର ବାରିରାଶି, ପ୍ରସନ୍ନ ବଦନୀ ଉଜ୍ଜ୍ବଳ ବରଣା ମୁଖଶ୍ରୀ ଦେଖନ୍ତି ଯହିଁ ଦିଗଙ୍ଗନା୤ ନୀଳ ଅଙ୍ଗ ତୋର ଚିତ୍ର…

ରାଧାନାଥ ରାୟ  ( ମତାମତ - 13ଟି )

୭୬ଜାତୀୟ ସଂସ୍କୃତିକୁ ଓଡ଼ିଶାର ଦାନ

ନୀଳକଣ୍ଠ ଦାସ

‘ଓଡ଼ିଶା ବୋଇଲେ ଏ କ୍ଷେତ୍ରରେ ବୁଝିବାର ଅଛି ଏବର ଓଡ଼ିଶା୤ ଏବର ଓଡ଼ିଶା ତିନୋଟି ଅଞ୍ଚଳର ସମିଶ୍ରଣ କୁହାଯାଇଛି୤ ସେଥିରୁ ଗୋଟିଏ ହେଉଛି ଉତ୍ତରକୁ ଉତ୍କଳ୤ ଏହା ପ୍ରାଚୀନ କାଳରେ ଯାଜପୁରଠାରୁ ରାଢ଼’ ଆଡ଼କୁ୤ ଏହାର ସଂସ୍କୃତି ବଙ୍ଗ ସଂସ୍କୃତି ସଙ୍ଗେ ପ୍ରାୟ ସମାନ୤

ନୀଳକଣ୍ଠ ଦାସ  ( ମତାମତ - 2ଟି )

୭୭ସରୀସୃପ

ସନ୍ଧ୍ୟାର ଆକାଶ ଗୁଜରାଟୀ ରମଣୀର ପାଲଟା ଶାଢ଼ୀପରି ସଫେଦ ଛାୟାପଥ ଅତିପରିଚ୍ଛନ୍ନ, ଦିଗତଳେ ବାଇଗଣୀ ସ୍ୟାହିପରି ସ୍ବଳ୍ପ ମେଘ ଛାୟା କଫି ଓ ବାଦାମ ବନ ପରିବ୍ୟାପ୍ତ ଗୋଦାବରୀ ତଟ ଯାଏ୤ ବହୁଦୂରେ ସ୍ଲେଟ୍‌ଖଣିରୁ ମାନ୍ଦ୍ରାଜୀ କୁଲିର ବସ୍ତିରୁ ନୀଳ ଲଣ୍ଠନର…

ବିନୋଦ ନାୟକ  ( ମତାମତ - 1ଟା )

୭୮ସୂର୍ଯ୍ୟ ଓ ଅନ୍ଧକାର

ସୂର୍ଯ୍ୟ ଓ ଅନ୍ଧକାର କିଏ କହେ ? ସୂର୍ଯ୍ୟ ତା’ର ଆଲୋକର ଉଜ୍ଜ୍ବଳ ଉଦ୍‌ଭାସେ ସୃଷ୍ଟିର ରହସ୍ୟ ଯାହା ଖୋଲିଦେଇ ବିବୃତ୍ତି ପ୍ରକାଶେ୤ ସୂର୍ଯ୍ୟ ବରଂ ସୃଷ୍ଟିର ହୃଦୟ ବେଶୀ ଅବରୁଦ୍ଧ କରେ, ବେଶୀ ଗୋପନୀୟ ପରେ; ସୃଷ୍ଟି କରେ ସଘନ…

ରାଧାମୋହନ ଗଡ଼ନାୟକ  ( ମତାମତ ଦିଅନ୍ତୁ →

୭୯ମୁଣ୍ଡି ସାହାଡ଼ା

କାହ୍ନୁଚରଣ ମହାନ୍ତି

ଗାଁ ମଝିରେ ରାଧାର ଛୋଟ କୁଡ଼ିଆଟି୤ ଦୂରେଇ ଦୂରେଇ ଗୋଟି ଗୋଟିକା ଅନେକ ଘର୤

କାହ୍ନୁଚରଣ ମହାନ୍ତି  ( ମତାମତ ଦିଅନ୍ତୁ →

୮୦ଆହେ ଓଡ଼ିଶାର ଜନତା

ମନମୋହନ ମିଶ୍ର

ଆହେ ଓଡ଼ିଶାର ଜନତା
ପୋଡ଼ିଯାଉ ମୋର ଲେଖକ ହେବାର
ନଗଲା ଯଦି ମୋ ବାରତା ୤

ମନମୋହନ ମିଶ୍ର  ( ମତାମତ - 2ଟି )

ପୃଷ୍ଠା :  ୧୦ ୧୧ ୧୨ ୧୩
 
 
 

♦ ପାଠକୀୟ ମତାମତ

  • ମୁଁ ଗୋଟିଏ ଓଡ଼ିଆ କବିତା ଲେଖିଛି। ଆପଣଙ୍କ ପାଖକୁ ପଠେଇବାକୁ ଇଛା କରୁଛି। ଦୟାକରି ଆପଣଙ୍କ ଇ-ମେଲ ଦିଅନ୍ତୁ। ଆଶା ଆପଣଙ୍କୁ ମୋ କବିତା ଭଲ ଲାଗିବ।…
    ( Rajesh Kumar Sahu )
  • Bahut bhala heichi sir.... Great peom. Khub mana chhuan kabita lekhichhanti....
    ( Santosh Barik )
  • Nice Poetry
    ( ମନ୍ମଥ କୁମାର ଦଳେଇ )