ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସ୍ମରଣୀୟ ଲେଖା

୬୧ପ୍ରିୟ ଭୂମି

ଡକ୍ଟର ମାୟାଧର ମାନସିଂହ

ଓହ୍ଲାଇ ଏ ଅଗ୍ନି-ରଥୁ ଯିବ ସେହି ଦେଶେ

ଡକ୍ଟର ମାୟାଧର ମାନସିଂହ  ( ମତାମତ ଦିଅନ୍ତୁ →

୬୨କ୍ଷଣିକା

କାହ୍ନୁଚରଣ ମହାନ୍ତି

ସୂର୍ଯ୍ୟ ଉଠି ନଥା’ନ୍ତି୤ ପୂର୍ବ ଦିଗ ଉଜ୍ଜ୍ବଳ ଦିଶିଲାଣି୤ ଖରାଦିନ୤ ମଟର ବସ୍‌ କଟକ ଷ୍ଟେସନ୍‌ ଛାଡ଼ିଲା୤ ଛୁଟିଲା ପୂର୍ବମୁହାଁ ହୋଇ ଜୟପୁର ରାହାମା୤ ମୋର ସେଇଆଡ଼େ କାମ ଥାଏ୤

କାହ୍ନୁଚରଣ ମହାନ୍ତି  ( ମତାମତ - 1ଟା )

୬୩ସଙ୍ଗୀତ

ନୀଳକଣ୍ଠ ଦାସ

ସମୀରଣ ବହଇ ମରମରି
ମରମରେ ପୂରଇ ଗିରିଦରୀ;

ନୀଳକଣ୍ଠ ଦାସ  ( ମତାମତ - 1ଟା )

୬୪କବିର ବ୍ୟଥା

କାଳିନ୍ଦି ଚରଣ ପାଣିଗ୍ରାହୀ

ଦେଖରେ ତାରା ଦେଖ ଆକାଶେ
ତୁମରି କବି ଲୋତକେ ଭାସେ

କାଳିନ୍ଦି ଚରଣ ପାଣିଗ୍ରାହୀ  ( ମତାମତ - 1ଟା )

୬୫ବିଶେଷ ସମ୍ବାଦ

ମୁଁ ଶୋଇ ଶୋଇ ଖବର କାଗଜ ପଢ଼ୁଛି୤
ପ୍ରଶାନ୍ତି ଶୋଇ ଯାଇଛି୤
ମଶାମାନେ ମୋ କାନ ପାଖରେ ବିରକ୍ତିକର ଶବ୍ଦ କରୁଛନ୍ତି୤

କହ୍ନେଇଲାଲ୍‌ ଦାସ  ( ମତାମତ - 2ଟି )

୬୬ପ୍ରତିଭା ପୂଜା

ନୀଳମଣି ବିଦ୍ୟାରତ୍ନ

ଆମ୍ଭମାନଙ୍କ ଦେଶରେ ଲୋକମାନେ ଅନ୍ୟାନ୍ୟ ବିଷୟ ପରି ପ୍ରତିଭା ପୂଜା ବିଷୟରେ ବଡ଼ ପଶ୍ଚାତ୍‌ପଦ୤ ସଭ୍ୟ ଦେଶମାନଙ୍କରେ ପ୍ରତିଭାଶାଳୀ ବ୍ୟକ୍ତିମାନେ ରାଜକୋଷରୁ, ସଭାସମିତିରୁ ବୃତ୍ତି ଓ ପ୍ରତିଭା ବିକାଶର ଉପଯୋଗୀ ସାହାଯ୍ୟ ସହାନୁଭୂତି ଯଥେଷ୍ଟ ପରିମାଣରେ ପାଇଥାଆନ୍ତି୤

ନୀଳମଣି ବିଦ୍ୟାରତ୍ନ  ( ମତାମତ ଦିଅନ୍ତୁ →

୬୭ଘାସ

ଏକୁଟିଆ କଟକ ମଙ୍ଗଳବାଗ ଫାଣ୍ଡିରୁ ଚାଲି ଚାଲି ଆସୁଥିଲି୤ ରାସ୍ତା ସେତେ ଚହଳ ନ ଥିଲା୤ ଦଣ୍ଡେ ପହରେ ଛାଡ଼ି ଗୋଟିଏ ଯୋଡ଼ିଏ ମଣିଷ କି ସାଇକେଲ୤

ରାଜକିଶୋର ପଟ୍ଟନାୟକ  ( ମତାମତ - 1ଟା )

୬୮ଓଡ଼ିଆ ସାହିତ୍ୟର ପରମ୍ପରା

କାଳିନ୍ଦି ଚରଣ ପାଣିଗ୍ରାହୀ

କଥାରେ ଅଛି, ‘‘ମନ ଫୁଲାଣିଆ ଗୀତ ଗାଏ୤’’ ମନ ଖୁସି ଥିଲାବେଳେ ଗୀତ ବୋଲାଯାଏ- ସାହିତ୍ୟ ଲେଖା ହୁଏ୤

କାଳିନ୍ଦି ଚରଣ ପାଣିଗ୍ରାହୀ  ( ମତାମତ ଦିଅନ୍ତୁ →

୬୯କାଳିଜାଇ

ଗୋଦାବରିଶ ମିଶ୍ର

‘ଭଲ କରି ନାଆ ବୁହା, ରେ ନାଉରି !
ଝିଅକୁ ମାଡ଼ୁଛି ଡର;
ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ,
ଝିଅ ଯିବ ଶାଶୂଘର୤’

ଗୋଦାବରିଶ ମିଶ୍ର  ( ମତାମତ - 12ଟି )

୭୦ଚିର ସୁନ୍ଦରୀ

ନୁହଁ ତୁମ୍ଭେ ପଲକର ପରାଣର ଦ୍ରୋହ ଗୋ, ନୁହଁ ତୁମ୍ଭେ କ୍ଷଣିକର ଉନ୍ମାଦନା ମୋହ ଗୋ ୤ ନୁହଁ ତୁମ୍ଭେ ବସନ୍ତର ମୋହନ ବିଳାସ, ନୁହଁ ତୁମ୍ଭେ ନନ୍ଦନର ମଳୟ ନିଶ୍ବାସ ୤ ନୁହଁ ତ ଶ୍ରାବଣ ଘନେ ଚପଳାର ସରି,…

ପଦ୍ମଚରଣ ପଟ୍ଟନାୟକ  ( ମତାମତ ଦିଅନ୍ତୁ →

ପୃଷ୍ଠା :  ୧୦ ୧୧ ୧୨ ୧୩
 
 
 

♦ ପାଠକୀୟ ମତାମତ