ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସୂର୍ଯ୍ୟ ଉଠି ନଥା’ନ୍ତି ପୂର୍ବ ଦିଗ ଉଜ୍ଜ୍ବଳ ଦିଶିଲାଣି ଖରାଦିନ ମଟର ବସ୍ କଟକ ଷ୍ଟେସନ୍ ଛାଡ଼ିଲା ଛୁଟିଲା ପୂର୍ବମୁହାଁ ହୋଇ ଜୟପୁର ରାହାମା ମୋର ସେଇଆଡ଼େ କାମ ଥାଏ
କାହ୍ନୁଚରଣ ମହାନ୍ତି ( ମତାମତ - 1ଟା )
ମୁଁ ଶୋଇ ଶୋଇ ଖବର କାଗଜ ପଢ଼ୁଛି
ପ୍ରଶାନ୍ତି ଶୋଇ ଯାଇଛି
ମଶାମାନେ ମୋ କାନ ପାଖରେ ବିରକ୍ତିକର ଶବ୍ଦ କରୁଛନ୍ତି
କହ୍ନେଇଲାଲ୍ ଦାସ ( ମତାମତ - 2ଟି )
ଆମ୍ଭମାନଙ୍କ ଦେଶରେ ଲୋକମାନେ ଅନ୍ୟାନ୍ୟ ବିଷୟ ପରି ପ୍ରତିଭା ପୂଜା ବିଷୟରେ ବଡ଼ ପଶ୍ଚାତ୍ପଦ ସଭ୍ୟ ଦେଶମାନଙ୍କରେ ପ୍ରତିଭାଶାଳୀ ବ୍ୟକ୍ତିମାନେ ରାଜକୋଷରୁ, ସଭାସମିତିରୁ ବୃତ୍ତି ଓ ପ୍ରତିଭା ବିକାଶର ଉପଯୋଗୀ ସାହାଯ୍ୟ ସହାନୁଭୂତି ଯଥେଷ୍ଟ ପରିମାଣରେ ପାଇଥାଆନ୍ତି
ନୀଳମଣି ବିଦ୍ୟାରତ୍ନ ( ମତାମତ ଦିଅନ୍ତୁ →
ଏକୁଟିଆ କଟକ ମଙ୍ଗଳବାଗ ଫାଣ୍ଡିରୁ ଚାଲି ଚାଲି ଆସୁଥିଲି ରାସ୍ତା ସେତେ ଚହଳ ନ ଥିଲା ଦଣ୍ଡେ ପହରେ ଛାଡ଼ି ଗୋଟିଏ ଯୋଡ଼ିଏ ମଣିଷ କି ସାଇକେଲ
ରାଜକିଶୋର ପଟ୍ଟନାୟକ ( ମତାମତ - 1ଟା )
କଥାରେ ଅଛି, ‘‘ମନ ଫୁଲାଣିଆ ଗୀତ ଗାଏ’’ ମନ ଖୁସି ଥିଲାବେଳେ ଗୀତ ବୋଲାଯାଏ- ସାହିତ୍ୟ ଲେଖା ହୁଏ
କାଳିନ୍ଦି ଚରଣ ପାଣିଗ୍ରାହୀ ( ମତାମତ ଦିଅନ୍ତୁ →
‘ଭଲ କରି ନାଆ ବୁହା, ରେ ନାଉରି !
ଝିଅକୁ ମାଡ଼ୁଛି ଡର;
ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ,
ଝିଅ ଯିବ ଶାଶୂଘର’
ଗୋଦାବରିଶ ମିଶ୍ର ( ମତାମତ - 12ଟି )
ନୁହଁ ତୁମ୍ଭେ ପଲକର ପରାଣର ଦ୍ରୋହ ଗୋ, ନୁହଁ ତୁମ୍ଭେ କ୍ଷଣିକର ଉନ୍ମାଦନା ମୋହ ଗୋ ନୁହଁ ତୁମ୍ଭେ ବସନ୍ତର ମୋହନ ବିଳାସ, ନୁହଁ ତୁମ୍ଭେ ନନ୍ଦନର ମଳୟ ନିଶ୍ବାସ ନୁହଁ ତ ଶ୍ରାବଣ ଘନେ ଚପଳାର ସରି,…
ପଦ୍ମଚରଣ ପଟ୍ଟନାୟକ ( ମତାମତ ଦିଅନ୍ତୁ →