ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

→ ସ୍ମରଣୀୟ ଲେଖା

 1ଶିକାର

ସେ ଅଞ୍ଚଳରେ ଘିନୁଆର ନାମ ବିଖ୍ୟାତ୤ ଶିକାରୀ ହିସାବରେ ଜଣା୤ ତା’ର ପ୍ରଥମ ଅସ୍ତ୍ର ନିଜର ହାତ ତିଆରି ଧନୁଶର୤ ସେ ତୀର ମାରିଲା ବେଳେ ଚିତ୍‌ ହୋଇ ଶୋଇପଡ଼େ, ବାଁ ପାଦଟି ଧନୁରେ ଲଗାଇ ଦେଇ କାନ ପର୍ଯ୍ୟନ୍ତ ତୀରଟି…

ଭଗବତୀ ଚରଣ ପାଣିଗ୍ରାହୀ  ମତାମତ - 10ଟି →

 2ଜୀବନ ଚିନ୍ତା

ରେ ଆତ୍ମନ୍! ନିଦ୍ରା ପରିହରି ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ, ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ୤୧୤ କି ବେଗରେ ଯାଉଅଛି ଚାଲି ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି, ଯାହାର ସ୍ମରଣେ ନର ଶୋକଶ୍ବାସ…

ଭକ୍ତକବି ମଧୁସୂଦନ ରାଓ  ମତାମତ - 4ଟି →

 3ବଟୁଆ

ବଟୁଆ ଓଡ଼ିୟାମିର ଗୋଟାଏ ଚିହ୍ନ- ଓଡ଼ିୟାମିମାନେ ଖାଣ୍ଟି ଓଡ଼ିୟାମି; ବଙ୍ଗୋଡ଼ିଆ ବା ବିହାରୋଡ଼ିଆ ବା ତେଲଙ୍ଗୋଡ଼ିଆ ଏ ଚିହ୍ନଟାକୁ ଜାତି ଚିହ୍ନ ବୋଲି ମାନିବାକୁ ରାଜି ନୁହଁନ୍ତି୤

ଗୋବିନ୍ଦ ତ୍ରିପାଠୀ  ମତାମତ - 1ଟା →

 4ମାଗୁଣିର ଶଗଡ଼

ଖଲିକୋଟର ଦୁଇଲକ୍ଷ ଲୋକଙ୍କ ଭିତରେ ପ୍ରତିଦିନ ଯିବା ଆସିବା ଚାଲିଛି୤ କେତେ ସଂସାରରୁ ଯାଉଛନ୍ତି, କେତେ ସଂସାରକୁ ଆସୁଛନ୍ତି୤ ଏ ଖବର ରଖୁଛନ୍ତି ଗୃହ-ପରିବାର ବା ସାଇପଡ଼ିଶାର ଲୋକେ୤ କିନ୍ତୁ ଯେଉଁଦିନ ମାଗୁଣି ଏ ସଂସାର ଛାଡ଼ି ଚାଲିଗଲା, ସେଦିନ ଖବବରଟା…

ଗୋଦାବରୀଶ ମହାପାତ୍ର  ମତାମତ - 7ଟି →

 5ପଦ୍ମ

କୋଟି ଲାବଣ୍ୟନିଧି ରେ ପଦ୍ମ ତୁହି, କି ଅମୃତେ ତୋ ତନୁ ଗଢ଼ିଲା ବିହି? ତୋ ରୂପ-ଦରଶନେ ମୋର ହୃଦୟ ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ୤୧ ଢଳ ଢଳ ସୁନୀଳ ସରସୀ ଜଳ, ଢଳ ଢଳ ଶ୍ୟାମଳ ନଳିନୀ ଦଳ, ଢଳ…

ଭକ୍ତକବି ମଧୁସୂଦନ ରାଓ  ମତାମତ - 4ଟି →

 6ଅନ୍ଧ ନର୍ସିସସ୍

“କିଏ କହେ ଖୋଜିବାରେ ଆନନ୍ଦ ! ମୁଁ ତାକୁ ପାଇବା ପରେ ବୁଝିଲି ଆନନ୍ଦର ମାନେ କ’ଣ୤ ତୁ ବୁଝିପାରିବୁନି ସେ ସୁଖ କଣ୤ ମୁହୂର୍ତ୍ତକ ମଧ୍ୟରେ ଅନୁଭବ କରିହେବ ଯେମିତି ସାରା ସ୍ବର୍ଗ- ତା’ର ଦେବତା, ତା’ର ପାରିଜାତ ନେଇ…

ଅକ୍ଷୟ ମହାନ୍ତି  ମତାମତ ଦିଅନ୍ତୁ →

 7ଅଳକା ସାନ୍ୟାଲ

ତୁମକୁ ବା ସଚ୍ଚିବାବୁ ଦେଖିଥିଲେ କେବେ ଜାଣେନାହିଁ ଅଳକା ସାନ୍ୟାଲ ସେତେବେଳେ ଆକାଶରେ ସ୍ବର୍ଣ୍ଣ ଚିତା ବାଘ ଅବା ହରିଣର ଛାଲ ଅବା ଥିଲା ଗୋଲ ହୋଇ ହଳଦିଆ ଜହ୍ନର ମଶାଲ୤ ମୁଁ ତୁମକୁ ଦେଖେ ଆଜି ତୁମେ ଦିଅ ବ୍ଲାଉଜ୍ର…

ଗୁରୁପ୍ରସାଦ ମହାନ୍ତି  ମତାମତ - 1ଟା →

 8ଲକ୍ଷ ବିହଙ୍ଗ

ତାଙ୍କ ଶାଢ଼ୀରେ ଲକ୍ଷ ବିହଙ୍ଗର ଶୋଭା୤ ବିହଙ୍ଗମାନେ ଉନ୍ନୁଖ ଓ ସୁନ୍ଦର୤ ମିସେସ୍‌ ପୁରୀ ସମୃଦ୍ଧା ଓ ସୁନ୍ଦରୀ୤ ସୁନ୍ଦରୀ ବୋଲି ଧରିନେବାକୁ ହେଉଛି, କାରଣ ସୌନ୍ଦର୍ଯ୍ୟ ନ ଥିଲେ ତାଙ୍କ ଚାରିପାଖରେ ଏତେ କଳା ଓ କଳ୍ପନା, କୁଟୀର ଶିଳ୍ପ…

କିଶୋରୀ ଚରଣ ଦାସ  ମତାମତ - 1ଟା →

 9ମିଛକଥା

ବଡ଼ ବଡ଼ ପଣ୍ଡିତମାନେ କହିଯାଇଛନ୍ତି ନ ମିଥ୍ୟାତ୍‌……. ପରମ୍‌୤ ବଡ ପଣ୍ଡିତଙ୍କର ବଡ଼ କଥା, ଅତଏବ ମାନିବାକୁ ପଡ଼ିବ୤ କିନ୍ତୁ ଧରି ବାନ୍ଧି ଢିଙ୍କି ଗିଳେଇଲେ ତ ଆଉ ଢିଙ୍କି ଗିଳି ହେବ ନାହିଁ୤ ଯେବେ ବା କେହି ଡର ଭୟରେ…

ଗୋବିନ୍ଦ ତ୍ରିପାଠୀ  ମତାମତ - 4ଟି →

 10ଆଙ୍ଗୁଠି

ବଡିଭୋର୤ କଣ୍ଟା-ନଟିର ସାବଜା ପତ୍ର ପରେ ଜହ୍ନ ଆଲୁଅ ଶେତା ଦେଖାଗଲାଣି୤ ପଠାଣ ସାହିର ଗୋଟାଏ ଚାଳ ଉପରେ ବସି ତୋମିଜ୍‌ ମିଆଁର ଗଞ୍ଜାଟା ଚୁଳ ଝାଡି ଡାକ ଛାଡିଛି – ଚ-କ-ଅ-ଧ-ର-ର-ଖ-ଅ-ଅ…୤ ଓଦାମାଟିର ସୁରାକ ପାଇ କାନଶିରି ଗଛର ଅରମା…

ସଚ୍ଚି ରାଉତରାୟ  ମତାମତ - 1ଟା →

ପୃଷ୍ଠା : 

♦ ପାଠକୀୟ ମତାମତ