ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସ୍ମରଣୀୟ ଲେଖା

୧୨୧ଅନ୍ଧ ନର୍ସିସସ୍

ଅକ୍ଷୟ ମହାନ୍ତି

“କିଏ କହେ ଖୋଜିବାରେ ଆନନ୍ଦ ! ମୁଁ ତାକୁ ପାଇବା ପରେ ବୁଝିଲି ଆନନ୍ଦର ମାନେ କ’ଣ୤ ତୁ ବୁଝିପାରିବୁନି ସେ ସୁଖ କଣ୤ ମୁହୂର୍ତ୍ତକ ମଧ୍ୟରେ ଅନୁଭବ କରିହେବ ଯେମିତି ସାରା ସ୍ବର୍ଗ- ତା’ର ଦେବତା, ତା’ର ପାରିଜାତ ନେଇ…

ଅକ୍ଷୟ ମହାନ୍ତି  ( ମତାମତ - 3ଟି )

୧୨୨ଅଳକା ସାନ୍ୟାଲ

ତୁମକୁ ବା ସଚ୍ଚିବାବୁ ଦେଖିଥିଲେ କେବେ ଜାଣେନାହିଁ ଅଳକା ସାନ୍ୟାଲ ସେତେବେଳେ ଆକାଶରେ ସ୍ବର୍ଣ୍ଣ ଚିତା ବାଘ ଅବା ହରିଣର ଛାଲ ଅବା ଥିଲା ଗୋଲ ହୋଇ ହଳଦିଆ ଜହ୍ନର ମଶାଲ୤ ମୁଁ ତୁମକୁ ଦେଖେ ଆଜି ତୁମେ ଦିଅ ବ୍ଲାଉଜ୍‌ର…

ଗୁରୁପ୍ରସାଦ ମହାନ୍ତି  ( ମତାମତ - 1ଟା )

୧୨୩ଲକ୍ଷ ବିହଙ୍ଗ

କିଶୋରୀ ଚରଣ ଦାସ

ତାଙ୍କ ଶାଢ଼ୀରେ ଲକ୍ଷ ବିହଙ୍ଗର ଶୋଭା୤ ବିହଙ୍ଗମାନେ ଉନ୍ନୁଖ ଓ ସୁନ୍ଦର୤ ମିସେସ୍‌ ପୁରୀ ସମୃଦ୍ଧା ଓ ସୁନ୍ଦରୀ୤ ସୁନ୍ଦରୀ ବୋଲି ଧରିନେବାକୁ ହେଉଛି, କାରଣ ସୌନ୍ଦର୍ଯ୍ୟ ନ ଥିଲେ ତାଙ୍କ ଚାରିପାଖରେ ଏତେ କଳା ଓ କଳ୍ପନା, କୁଟୀର ଶିଳ୍ପ…

କିଶୋରୀ ଚରଣ ଦାସ  ( ମତାମତ - 3ଟି )

୧୨୪ମିଛକଥା

ବଡ଼ ବଡ଼ ପଣ୍ଡିତମାନେ କହିଯାଇଛନ୍ତି ନ ମିଥ୍ୟାତ୍‌……. ପରମ୍‌୤ ବଡ ପଣ୍ଡିତଙ୍କର ବଡ଼ କଥା, ଅତଏବ ମାନିବାକୁ ପଡ଼ିବ୤ କିନ୍ତୁ ଧରି ବାନ୍ଧି ଢିଙ୍କି ଗିଳେଇଲେ ତ ଆଉ ଢିଙ୍କି ଗିଳି ହେବ ନାହିଁ୤ ଯେବେ ବା କେହି ଡର ଭୟରେ…

ଗୋବିନ୍ଦ ତ୍ରିପାଠୀ  ( ମତାମତ - 4ଟି )

୧୨୫ଆଙ୍ଗୁଠି

ବଡିଭୋର୤ କଣ୍ଟା-ନଟିର ସାବଜା ପତ୍ର ପରେ ଜହ୍ନ ଆଲୁଅ ଶେତା ଦେଖାଗଲାଣି୤ ପଠାଣ ସାହିର ଗୋଟାଏ ଚାଳ ଉପରେ ବସି ତୋମିଜ୍‌ ମିଆଁର ଗଞ୍ଜାଟା ଚୁଳ ଝାଡି ଡାକ ଛାଡିଛି – ଚ-କ-ଅ-ଧ-ର-ର-ଖ-ଅ-ଅ…୤ ଓଦାମାଟିର ସୁରାକ ପାଇ କାନଶିରି ଗଛର ଅରମା…

ସଚ୍ଚି ରାଉତରାୟ  ( ମତାମତ - 1ଟା )

୧୨୬ସପନ

ଅଖିଳମୋହନ ପଟ୍ଟନାୟକ

ସେ ରିକ୍‌ସା ଟାଣେ୤ ଲୋକଟା ଦେଖିବାକୁ ବେଶ୍‌ମଜବୁତିଆ୤ ଦିହଟି ଗୋଲଗାଲ୤ ଦାଢିଗୁଡାକ ଟିକିଏ ବେଶୀ ବଢିଯାଇଥିଲା ପରି ମନେ ହୁଏ୤ କେଉଁ କାଳର ଖଣ୍ଡେ ମସିଆ ଲୁଗା ଦିହରେ ଗୁଡାଇ ହୋଇ ପଡିଥାଏ୤ ଗୋଡରେ ହଳେ ଛିଣ୍ଡା ତାଳିପକା ଚପଲ୤ ଖଣ୍ଡେ…

ଅଖିଳମୋହନ ପଟ୍ଟନାୟକ  ( ମତାମତ - 6ଟି )

୧୨୭ଯାତ୍ରା-ମଙ୍ଗଳ

ରାଜକିଶୋର ରାୟ

ଗାଁ ନାଁ କହି ଲାଭ ନାହିଁ୤ ଜନବସତିର ପରିମଳ ଓ ସ୍ବାସ୍ଥ୍ୟତାର ବାସନ୍ତୀ ମଳୟ, ଦିନାର୍ଦ୍ଧ ସୂର୍ଯ୍ୟ, ଶ୍ରାବଣର ନୀରଧାରା, କୋଇଲିର କୁହୁବେଣୁ ଗୋଟିଏ ଅପ୍ରତିହତ ନାଗରିକ ନିଷ୍ଠୁରତାରେ କେଉଁକାଳରୁ ଅଚଳ ହୋଇଯାଇଛି୤ ବୁଲା ଫକୀର କିମ୍ବା ବାରବୁଲା ଯୋଗୀର ଗୀତିରେ…

ରାଜକିଶୋର ରାୟ  ( ମତାମତ - 5ଟି )

ପୃଷ୍ଠା :  ୧୦ ୧୧ ୧୨ ୧୩
 
 
 

♦ ପାଠକୀୟ ମତାମତ