ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ପଧାନ ଘରର ପୁରିଉଠିଥିବା ଶିରୀ ଦେଖି ଆଖପାଖରେ ଲୋକମାନେ ଅଥୟ ହୋଇପଡ଼ିଲେ ସମସ୍ତଙ୍କ ମୁହଁରେ ଖାଲି ହାଇ ହାଇ କାହାର ଛାତି କରତି ନ ହେଉଛି, ଏମିତି ଜଣେ ପାଇବନି ଚାରି ପାଞ୍ଚଜଣ ଏକାଠି ହେଲେ ଉଠିଲା ତା‘ରି କଥା ଦିନେ…
ଫତୁରାନନ୍ଦ ( ମତାମତ - 1ଟା )
(ରାଗ-ମଙ୍ଗଳ) ରୁଚିର ଶରଦକାଳ ବିରାଜିଲା ଆସି, ହସିଲା ଧରଣୀରାଣୀ ଶୋଭା ପରକାଶି କାଶତଣ୍ଡୀ ଫୁଲେ ମହୀଦିଶଇ ଧବଳ, ସରୋବରେ ଫୁଟିଛନ୍ତି କୁମୁଦ କମଳ ସୁନ୍ଦର ମାଳତୀ ଗଙ୍ଗ-ଶିଉଳୀ ଟଗରେ, ଧବଳିତ ଉପବନ ଜନମନ ହରେ ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ,…
ଭକ୍ତକବି ମଧୁସୂଦନ ରାଓ ( ମତାମତ - 2ଟି )
ମୋର ସକଳ ଗର୍ବ ଚୂର୍ଣ୍ଣ କରିଛ, ସବୁ ତ ନେଇଛ ଛଡ଼ାଇ,
ଆଶାର ତୁଙ୍ଗ ଶିଖରୁ ଖସାଇ ଧୂଳିରେ ଦେଇଛ ଗଡ଼ାଇ,
ସବୁଥିରୁ କରି ନିଃସ୍ବ
ଶିଖାଇ ଦେଇଛ ଆପଣାର ବୋଲି
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ( ମତାମତ - 1ଟା )
ସାହିତ୍ୟର ପାଠକମାନଙ୍କୁ ଆଗକୁ ଜଣାଅଛି ଯେ, ବର୍ତ୍ତମାନ ମୁଁ ପୂର୍ବପରି ଅମାୟିକ ସାଧାସିଧା ମଣିଷ ନୁହେଁ; ବର୍ତ୍ତମାନ ଥୋଡ଼ା ଦିନ ହେଲା ମୁଁ ପୁରା ସଂସାରୀ ବନିଅଛି ଗାଁରେ (ଅର୍ଥାତ୍ ଗେର୍ଦ୍ଦ ଓଡ଼ିଶା, ଜିଲ୍ଲେ କଟକ, ପ୍ରଗନ୍ନେ କୋଦିଣ୍ଡା) ଖଣ୍ଡେ କୁଡ଼ିଆ କରି କିଛି ଚଳିବା ମାଫିକ ଚାଷବାସ କରି ସପରିବାର ନିପଟ ମଫସଲରେ ମୁଁ ବର୍ତ୍ତମାନ ଜଣେ ବାସିନ୍ଦା
ଗୋପାଳ ଚନ୍ଦ୍ର ପ୍ରହରାଜ ( ମତାମତ ଦିଅନ୍ତୁ →
ଭଦ୍ର ମହିଳା ମୋତେ ପ୍ରଥମରୁ ହିଁ ସଞ୍ଜୟ ବୋଲି ଧରିନେଇଥିଲେ ମୋର ସେଥିରେ ପ୍ରତିବାଦ କରିବାକୁ ମଧ୍ୟ ସାହାସ ନଥିଲା
ଘଟଣାଟା ପ୍ରଥମରୁ କୁହେ
ଅଖିଳମୋହନ ପଟ୍ଟନାୟକ ( ମତାମତ - 4ଟି )
ପ୍ରଥମ ପରିଚ୍ଛେଦ: ବିଦାୟ ‘ତଦ୍ଗଚ୍ଛ ସିଦ୍ଧୌ କୁରୁ ଦେବକାର୍ଯ୍ୟମ୍’ (କୁମାରସମ୍ଭବମ୍) ସମ୍ବଲପୁରର ପଶ୍ଚିମ ଦିଗରେ ସହରରୁ ପ୍ରାୟ ଏକମାଇଲ ଦୂରରେ ମଦଲିଆ ମୁହାଣ ଏଠାରେ ଗୋଟିଏ ପ୍ରାଚୀନ ମନ୍ଦିର ଅଛି କଳନାଦିନୀ ଚିତ୍ରୋତ୍ପଳା ମନ୍ଦିରର ଚରଣ ପ୍ରକ୍ଷାଳିତ କରି ଶିଳାବନ୍ଧୁର ମାର୍ଗରେ…
ଦୟାନିଧି ମିଶ୍ର ( ମତାମତ ଦିଅନ୍ତୁ →
ଛୋଟର ଆଦର କରିଥାଏ ଛୋଟ, ବଡ଼ର ଆଦର ବଡ଼, ଫୁଟିଥିଲା ଫୁଲ ସଙ୍ଗେ ସରି କିବା ହେବ କେବେ ଫୁଲକଢ଼ ! ବଡ଼ ହୁଏ ଯଦି ପୂର୍ଣ୍ଣଚନ୍ଦ୍ର ପରି ଆଉ ନ ପାରିବ ବଢ଼ି, ଫୁଟିଲା ଫୁଲ କି ଫୁଟେ ଆଉ…
କୁନ୍ତଳା କୁମାରୀ ସାବତ ( ମତାମତ - 2ଟି )
ଆମ ଶାସ୍ତ୍ରକାରମାନେ ବହୁସ୍ଥଳରେ, ବହୁ ଭାବରେ ଗୋଟିଏ କଥା ଉପରେ ଜୋରଦେଇ ସାଧାରଣ ଲୋକଙ୍କୁ କହିଛନ୍ତି
ବିନୋଦ କାନୁନ୍ଗୋ ( ମତାମତ ଦିଅନ୍ତୁ →
ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ ! ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ, ଖୋରଧାର ଶତ ସରଦାର ଶିର କର ଉନ୍ନତତର ! ଉଠ କଙ୍କାଳ,…
ଗୋଦାବରୀଶ ମହାପାତ୍ର ( ମତାମତ - 1ଟା )
ଜୀବନବାବୁଙ୍କ ମନରେ ଭାରି କଷ୍ଟ ତାଙ୍କର ଏକମାତ୍ର ସନ୍ତାନ, କନ୍ୟା ମିମି ହୋଇଛି ଭାରି ବୋକା ପଢ଼ାରେ ତା’ର ମନ ନାହିଁ, ବହି ଧରି ବସିଲେ ଢୁଳାଏ କିଛି ପ୍ରଶ୍ନ ପଚାରିଲେ ବୋକାଙ୍କ ଭଳି ଚାହିଁ ରହିଥାଏ
ବାମାଚରଣ ମିତ୍ର ( ମତାମତ - 10ଟି )