ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କୃଷ୍ଣଚନ୍ଦ୍ର ତ୍ରିପାଠୀ
ଅମରେଶ ବିଶ୍ବାଳ
କାମାକ୍ଷୀ ପ୍ରସାଦ ଦାଶ
ସାର୍‌ ବାସୁଦେବ ସୁଢ଼ଳଦେବ
ଗୋପାଳ ଚନ୍ଦ୍ର ପ୍ରହରାଜ
ଲକ୍ଷ୍ମୀଧର ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ଗଳ୍ପ (ସ୍ମରଣୀୟ ଲେଖା)

୪୧ଡକେଇତି

ଫତୁରାନନ୍ଦ

ପଧାନ ଘରର ପୁରିଉଠିଥିବା ଶିରୀ ଦେଖି ଆଖପାଖରେ ଲୋକମାନେ ଅଥୟ ହୋଇପଡ଼ିଲେ୤ ସମସ୍ତଙ୍କ ମୁହଁରେ ଖାଲି ହାଇ ହାଇ୤ କାହାର ଛାତି କରତି ନ ହେଉଛି, ଏମିତି ଜଣେ ପାଇବନି୤ ଚାରି ପାଞ୍ଚଜଣ ଏକାଠି ହେଲେ ଉଠିଲା ତା‘ରି କଥା୤ ଦିନେ…

ଫତୁରାନନ୍ଦ  ( ମତାମତ - 1ଟା )

୪୨ଆମ ଘର ହାଲଚାଲ

ଗୋପାଳ ଚନ୍ଦ୍ର ପ୍ରହରାଜ

ସାହିତ୍ୟର ପାଠକମାନଙ୍କୁ ଆଗକୁ ଜଣାଅଛି ଯେ, ବର୍ତ୍ତମାନ ମୁଁ ପୂର୍ବପରି ଅମାୟିକ ସାଧାସିଧା ମଣିଷ ନୁହେଁ; ବର୍ତ୍ତମାନ ଥୋଡ଼ା ଦିନ ହେଲା ମୁଁ ପୁରା ସଂସାରୀ ବନିଅଛି ଗାଁରେ (ଅର୍ଥାତ୍‌ ଗେର୍ଦ୍ଦ ଓଡ଼ିଶା, ଜିଲ୍ଲେ କଟକ, ପ୍ରଗନ୍ନେ କୋଦିଣ୍ଡା) ଖଣ୍ଡେ କୁଡ଼ିଆ କରି କିଛି ଚଳିବା ମାଫିକ ଚାଷବାସ କରି ସପରିବାର ନିପଟ ମଫସଲରେ ମୁଁ ବର୍ତ୍ତମାନ ଜଣେ ବାସିନ୍ଦା୤

ଗୋପାଳ ଚନ୍ଦ୍ର ପ୍ରହରାଜ  ( ମତାମତ ଦିଅନ୍ତୁ →

୪୩ଡିମିରି ଫୁଲ

ଅଖିଳମୋହନ ପଟ୍ଟନାୟକ

ଭଦ୍ର ମହିଳା ମୋତେ ପ୍ରଥମରୁ ହିଁ ସଞ୍ଜୟ ବୋଲି ଧରିନେଇଥିଲେ ମୋର ସେଥିରେ ପ୍ରତିବାଦ କରିବାକୁ ମଧ୍ୟ ସାହାସ ନଥିଲା୤
ଘଟଣାଟା ପ୍ରଥମରୁ କୁହେ୤

ଅଖିଳମୋହନ ପଟ୍ଟନାୟକ  ( ମତାମତ - 3ଟି )

୪୪ରୂପର ମୂଲ୍ୟ

ଦୟାନିଧି ମିଶ୍ର

ପ୍ରଥମ ପରିଚ୍ଛେଦ: ବିଦାୟ ‘ତଦ୍‌ଗଚ୍ଛ ସିଦ୍ଧୌ କୁରୁ ଦେବକାର୍ଯ୍ୟମ୍‌୤’ (କୁମାରସମ୍ଭବମ୍‌) ସମ୍ବଲପୁରର ପଶ୍ଚିମ ଦିଗରେ ସହରରୁ ପ୍ରାୟ ଏକମାଇଲ ଦୂରରେ ମଦଲିଆ ମୁହାଣ୤ ଏଠାରେ ଗୋଟିଏ ପ୍ରାଚୀନ ମନ୍ଦିର ଅଛି୤ କଳନାଦିନୀ ଚିତ୍ରୋତ୍ପଳା ମନ୍ଦିରର ଚରଣ ପ୍ରକ୍ଷାଳିତ କରି ଶିଳାବନ୍ଧୁର ମାର୍ଗରେ…

ଦୟାନିଧି ମିଶ୍ର  ( ମତାମତ ଦିଅନ୍ତୁ →

୪୫ଆଳସ୍ୟ

ଆମ ଶାସ୍ତ୍ରକାରମାନେ ବହୁସ୍ଥଳରେ, ବହୁ ଭାବରେ ଗୋଟିଏ କଥା ଉପରେ ଜୋରଦେଇ ସାଧାରଣ ଲୋକଙ୍କୁ କହିଛନ୍ତି୤

ବିନୋଦ କାନୁନ୍‌ଗୋ  ( ମତାମତ ଦିଅନ୍ତୁ →

୪୬ମିମିର ସାହିତ୍ୟ ଶିକ୍ଷା

ବାମାଚରଣ ମିତ୍ର

ଜୀବନବାବୁଙ୍କ ମନରେ ଭାରି କଷ୍ଟ୤ ତାଙ୍କର ଏକମାତ୍ର ସନ୍ତାନ, କନ୍ୟା ମିମି ହୋଇଛି ଭାରି ବୋକା୤ ପଢ଼ାରେ ତା’ର ମନ ନାହିଁ, ବହି ଧରି ବସିଲେ ଢୁଳାଏ୤ କିଛି ପ୍ରଶ୍ନ ପଚାରିଲେ ବୋକାଙ୍କ ଭଳି ଚାହିଁ ରହିଥାଏ୤

ବାମାଚରଣ ମିତ୍ର  ( ମତାମତ - 10ଟି )

୪୭ମହାନଗରୀର ରାତ୍ରି

ସୁରେନ୍ଦ୍ର ମହାନ୍ତି

ଗଙ୍ଗା ଜେଟୀରେ ଗୋଟିଏ ଷ୍ଟୀମର୍‌ରେ ଅଶାନ୍ତି ଚିତ୍କାର ଶୁଭୁଛି୤ ଚୌରଙ୍ଗୀର ଜନବିହୀନ ରାସ୍ତା ବିଜୁଳିବତୀର ନିର୍ଜନ ଆଲୋକରେ ଦିଶୁଛି ପ୍ରେତପୁରୀ ପରି ଅଶରୀରୀ ଓ ରହସ୍ୟାବୃତ୤ ଚୌରଙ୍ଗୀ-ବଣିଆ ସଂସ୍କୃତିର ମକ୍କାମଦିନା ! ଟ୍ରାମ୍‌ରାସ୍ତାର ସେପାଖେ ଦଳ ଦଳ ହୋଇ ଶରଣାର୍ଥୀ ଶୋଇଛନ୍ତି…

ସୁରେନ୍ଦ୍ର ମହାନ୍ତି  ( ମତାମତ - 4ଟି )

୪୮କବିତାରେ ବିଷୟ ବିଚାର

କବି କଳ୍ପିତ ବିଷୟରେ ନିଜର ପୂର୍ଣ୍ଣ ବିଶ୍ବାସ ସମ୍ବନ୍ଧେ ଆମ୍ଭମାନଙ୍କ ମନରେ ଯଦି ଧ୍ରୁବ ଧାରଣ ଆଣିପାରେ, ତା’ହେଲେ ଯେକୌଣସି ଉପସଂହାରରେ ଉପନୀତ ହେଉପଛକେ, ସେଥିରେ ବିଶେଷ କିଛି ଯାଏଆସେ ନାହିଁ୤ କବିର ଧର୍ମ ବଡ଼ କଥା ନୁହେଁ, କିନ୍ତୁ ସେହି…

ଗୋବିନ୍ଦ ତ୍ରିପାଠୀ  ( ମତାମତ ଦିଅନ୍ତୁ →

୪୯ଅସୀମର ଆହ୍ବାନ

ମୁକ୍ତିପାଇଁ ପ୍ରେରଣା ମନୁଷ୍ୟର ଅନ୍ତର୍ନିହିତ୤ ସସୀମର ଅସୀମରେ ପହଞ୍ଚିବା ହିଁ ମୁକ୍ତି୤ ଅସୀମ ଆମର ଅତି ପରିଚିତ, ଅତି ନିକଟ, ଅତି ଘନିଷ୍ଠ; ତଥାପି ଅତି ଦୂର, ଅତି ଅପରିଚିତ୤ ଅସୀମରେ ଆମର ଜନ୍ମ, ବର୍ଦ୍ଧନ, ଅବସାନ; ଅସୀମକୁ ଆମେ ପ୍ରତି…

କପିଳେଶ୍ବର ଦାସ  ( ମତାମତ ଦିଅନ୍ତୁ →

୫୦କଳିଙ୍ଗ ଶିଳ୍ପୀ

ରାଜକିଶୋର ରାୟ

ତେବେ ତମେ କହୁଛ ନେତ୍ର ଯୁଗଳରେ ନୀଳପଦ୍ମର ଠାଣି ଦେବ ? ‘ଆଜ୍ଞା, ମଣିମା୤’ ‘କର୍ଣ୍ଣଭୂଷା ପାଇଁ କିଛି ଅଳଙ୍କାର ଦେଇପାର ?’ ‘ତା ବି ଦେବି୤’ ‘ଆଚ୍ଛା, ଅଙ୍ଗୁଷ୍ଠିର ନଖ ପ୍ରାନ୍ତରେ ଗୋରୋଚନାର ବିନ୍ଦୁ କମନୀୟ ହେବ କି ?’…

ରାଜକିଶୋର ରାୟ  

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )
  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )