ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ଗଳ୍ପ (ସ୍ମରଣୀୟ ଲେଖା)

୩୧କ୍ଷଣିକା

କାହ୍ନୁଚରଣ ମହାନ୍ତି

ସୂର୍ଯ୍ୟ ଉଠି ନଥା’ନ୍ତି୤ ପୂର୍ବ ଦିଗ ଉଜ୍ଜ୍ବଳ ଦିଶିଲାଣି୤ ଖରାଦିନ୤ ମଟର ବସ୍‌ କଟକ ଷ୍ଟେସନ୍‌ ଛାଡ଼ିଲା୤ ଛୁଟିଲା ପୂର୍ବମୁହାଁ ହୋଇ ଜୟପୁର ରାହାମା୤ ମୋର ସେଇଆଡ଼େ କାମ ଥାଏ୤

କାହ୍ନୁଚରଣ ମହାନ୍ତି  ( ମତାମତ - 1ଟା )

୩୨ବିଶେଷ ସମ୍ବାଦ

ମୁଁ ଶୋଇ ଶୋଇ ଖବର କାଗଜ ପଢ଼ୁଛି୤
ପ୍ରଶାନ୍ତି ଶୋଇ ଯାଇଛି୤
ମଶାମାନେ ମୋ କାନ ପାଖରେ ବିରକ୍ତିକର ଶବ୍ଦ କରୁଛନ୍ତି୤

କହ୍ନେଇଲାଲ୍‌ ଦାସ  ( ମତାମତ - 2ଟି )

୩୩ପ୍ରତିଭା ପୂଜା

ନୀଳମଣି ବିଦ୍ୟାରତ୍ନ

ଆମ୍ଭମାନଙ୍କ ଦେଶରେ ଲୋକମାନେ ଅନ୍ୟାନ୍ୟ ବିଷୟ ପରି ପ୍ରତିଭା ପୂଜା ବିଷୟରେ ବଡ଼ ପଶ୍ଚାତ୍‌ପଦ୤ ସଭ୍ୟ ଦେଶମାନଙ୍କରେ ପ୍ରତିଭାଶାଳୀ ବ୍ୟକ୍ତିମାନେ ରାଜକୋଷରୁ, ସଭାସମିତିରୁ ବୃତ୍ତି ଓ ପ୍ରତିଭା ବିକାଶର ଉପଯୋଗୀ ସାହାଯ୍ୟ ସହାନୁଭୂତି ଯଥେଷ୍ଟ ପରିମାଣରେ ପାଇଥାଆନ୍ତି୤

ନୀଳମଣି ବିଦ୍ୟାରତ୍ନ  ( ମତାମତ ଦିଅନ୍ତୁ →

୩୪ଘାସ

ଏକୁଟିଆ କଟକ ମଙ୍ଗଳବାଗ ଫାଣ୍ଡିରୁ ଚାଲି ଚାଲି ଆସୁଥିଲି୤ ରାସ୍ତା ସେତେ ଚହଳ ନ ଥିଲା୤ ଦଣ୍ଡେ ପହରେ ଛାଡ଼ି ଗୋଟିଏ ଯୋଡ଼ିଏ ମଣିଷ କି ସାଇକେଲ୤

ରାଜକିଶୋର ପଟ୍ଟନାୟକ  ( ମତାମତ - 1ଟା )

୩୫ଓଡ଼ିଆ ସାହିତ୍ୟର ପରମ୍ପରା

କାଳିନ୍ଦି ଚରଣ ପାଣିଗ୍ରାହୀ

କଥାରେ ଅଛି, ‘‘ମନ ଫୁଲାଣିଆ ଗୀତ ଗାଏ୤’’ ମନ ଖୁସି ଥିଲାବେଳେ ଗୀତ ବୋଲାଯାଏ- ସାହିତ୍ୟ ଲେଖା ହୁଏ୤

କାଳିନ୍ଦି ଚରଣ ପାଣିଗ୍ରାହୀ  ( ମତାମତ ଦିଅନ୍ତୁ →

୩୬ବିଚିତ୍ର କମ୍ପ୍ୟୁଟର

ବିଜୟବାବୁ ମନଧ୍ୟାନ ଦେଇ ଯନ୍ତ୍ରଟିକୁ ପରଖୁ ଥିଲେ୤ କେତେ ଦିନର ସାଧନା, କେତେ ତପସ୍ୟା- କେବଳ ଗୋଟିଏ କାରଣ ପାଇଁ୤ ତାଙ୍କର ପିତୃହନ୍ତା କିଏ ? ଏହାର ସଠିକ୍‌ ଉତ୍ତର ପାଇବା ପାଇଁ ତାଙ୍କର ଗବେଷଣାର ଏହି ବିରାଟ ଯୋଜନା୤

ଅମୂଲ୍ୟ କୃଷ୍ଣ ମିଶ୍ର  ( ମତାମତ ଦିଅନ୍ତୁ →

୩୭ଆକର୍ଷଣ

ଦୟାନିଧି ମିଶ୍ର

ଆଜି ପିଲାକାଳ କଥା ମନେ ପଡ଼ିଲେ କେତେବେଳେ ସୁଖ ହୁଏ କେତେବେଳେ ବା ଦୁଃଖ ହୁଏ ୤ ଯେତେବେଳେ କାମଦାମ କିଛି ନ ଥାଏ, ମଣିଷ ନିଶ୍ଚିନ୍ତ ହୋଇ ଘଡ଼ିଏ ବସିବାକୁ ଅବସର ପାଏ୤

ଦୟାନିଧି ମିଶ୍ର  ( ମତାମତ ଦିଅନ୍ତୁ →

୩୮ନାୟଗ୍ରା ଓ ଦେବଯାନୀ

କୃଷ୍ଣପ୍ରସାଦ ମିଶ୍ର

ସମ୍ମୁଖରେ ଭୀମକାନ୍ତ ନାୟାଗ୍ରା ପ୍ରପାତ ସ୍ବୟଂଭୁ ଶଙ୍କରଙ୍କ ମୌଳି ଉପରେ ଚତୁର୍ଥୀ ଚନ୍ଦ୍ର୤ ଚତୁର୍ଥୀ ଚନ୍ଦ୍ରର ଆକାର ନାୟାଗ୍ରା ପ୍ରପାତର୤

କୃଷ୍ଣପ୍ରସାଦ ମିଶ୍ର  ( ମତାମତ - 1ଟା )

୩୯ଜାତୀୟ ସଂସ୍କୃତିକୁ ଓଡ଼ିଶାର ଦାନ

ନୀଳକଣ୍ଠ ଦାସ

‘ଓଡ଼ିଶା ବୋଇଲେ ଏ କ୍ଷେତ୍ରରେ ବୁଝିବାର ଅଛି ଏବର ଓଡ଼ିଶା୤ ଏବର ଓଡ଼ିଶା ତିନୋଟି ଅଞ୍ଚଳର ସମିଶ୍ରଣ କୁହାଯାଇଛି୤ ସେଥିରୁ ଗୋଟିଏ ହେଉଛି ଉତ୍ତରକୁ ଉତ୍କଳ୤ ଏହା ପ୍ରାଚୀନ କାଳରେ ଯାଜପୁରଠାରୁ ରାଢ଼’ ଆଡ଼କୁ୤ ଏହାର ସଂସ୍କୃତି ବଙ୍ଗ ସଂସ୍କୃତି ସଙ୍ଗେ ପ୍ରାୟ ସମାନ୤

ନୀଳକଣ୍ଠ ଦାସ  ( ମତାମତ - 2ଟି )

୪୦ମୁଣ୍ଡି ସାହାଡ଼ା

କାହ୍ନୁଚରଣ ମହାନ୍ତି

ଗାଁ ମଝିରେ ରାଧାର ଛୋଟ କୁଡ଼ିଆଟି୤ ଦୂରେଇ ଦୂରେଇ ଗୋଟି ଗୋଟିକା ଅନେକ ଘର୤

କାହ୍ନୁଚରଣ ମହାନ୍ତି  ( ମତାମତ ଦିଅନ୍ତୁ →

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )