ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭

ଲେଖକ ଓ ଲେଖିକା

ଫକୀରମୋହନ ସେନାପତି
ଦେବେନ୍ଦ୍ର ମହାନ୍ତି
ସଦାନନ୍ଦ ତ୍ରିପାଠୀ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ଶକ୍ତି ମହାନ୍ତି
ଭୁବନେଶ୍ବର ବେହେରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ରମ୍ୟ ରଚନା

 ୧ବୋଉର ଦିନ

୧୯୭୧ ମସିହା ମାର୍ଚ୍ଚ ୧୪ ତାରିଖ ଦିନ ମୋ ବୋଉ ମରିଥିଲା୤ ସେ ଦିନର ତିଥି ଥିଲା ବାରୁଣୀ ଅମାବାସ୍ୟା୤ ସେଇଦିନଠୁ ପ୍ରତିବର୍ଷ ବାରୁଣୀ ଅମାବାସ୍ୟାକୁ ମୋ ବୋଉର ଶ୍ରାଦ୍ଧ ଦିବସ ବା ମୋ ‘ବୋଉର ଦିନ’ ଭାବେ ମୁଁ ପାଳିଆସୁଛି୤

ବୈଷ୍ଣବ ଚରଣ ମହାନ୍ତି  ( ମତାମତ - 11ଟି )

 ୨ପୁଣି କାଳିଆ ଲେଉଟିଛି

ଖବରକାଗଜଟାକୁ ଦେଖାଇ ଶ୍ରୀମତୀ ହସମୁଖରାଙ୍କ ଉଦ୍ଦେଶ୍ୟରେ କହିଲେ, ଏଇ ଦେଖ ଓଡ଼ିଶା ସରକାର ଏବେ ଯୋଜନା କରିଛନ୍ତି, ଆସନ୍ତା ମାସଠାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସବୁ କାଗଜପତ୍ର ଓଡ଼ିଆରେ ଲେଖାଯିବ୤ ଜାଣ ଏଣିକି ଓଡ଼ିଆର ମାନ ବଢ଼ିବ୤ ଘରଣୀଙ୍କ କଥା ଶୁଣି ଶ୍ରୀମାନ୍‌…

ଡ. ବେଦପ୍ରିୟ ଦେବୀପ୍ରସାଦ  ( ମତାମତ - 20ଟି )

 ୩ପୁଅରେ, ତୁ ବାପା ହେଲେ ଜାଣିବୁ

ପୁରୁଣା କଥା ମନେପଡୁଛି୤ ରେଭେନ୍ସା କଲେଜ ହଷ୍ଟେଲରେ ରହି ପଢୁଥିଲୁ୤ ପ୍ରତି ଶନିବାର ଦିନ ମୁଁ ଗାଁକୁ ଆସେ ଆଉ ସୋମବାର ଦିନ ସକାଳୁ ସକାଳୁ ବସ୍‌ ଧରି କଟକ ଯାଉଥାଏ୤

ଶ୍ୟାମସୁନ୍ଦର ଅଗ୍ରୱାଲା  ( ମତାମତ - 54ଟି )

 
 
 

♦ ପାଠକୀୟ ମତାମତ

  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )
  • କବିସୂର୍ଯ୍ୟ ବଳଦେବ ରଥ ତାଙ୍କର ଗୋଟିଏ ପଦରେ ସେ ଲେଖିଛନ୍ତି କବି ହୋଇଗଲେ ସମସ୍ତ ଲୋକ,…
    ( ପ୍ରେମାନନ୍ଦ ଦାସ )